Monthly Archives

September 2020

ଆଜି ବଲାଙ୍ଗିର ଜିଲ୍ଲାରେ ୯୭ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୫୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ସିଭିଲ୍‌କୋର୍ଟ ପାଖରୁ ୮, ରାଧାରାଣୀପଡ଼ାରୁ ୭, ଆଲୋକନଗରରୁ ୧,
Read More...

ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ : ଝରଣୀ ପଞ୍ଚାୟତରେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ

କଂଟାବାଂଜି, (ଗୁରୁଦୟାଲ ହଂସ) : ଖବର ସଂଗ୍ରହ ସମୟରେ କଂଟାବାଂଜିର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀ ନିଜେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ଦର୍ଶାଇଛନ୍ତି
Read More...

ବଲାଙ୍ଗିର ଘରୋଇ ବସ୍‌ ଷ୍ଟେସନରେ ନିରାଡମ୍ବର ବିଶ୍ୱକର୍ମା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ୍‌ ଷ୍ଟେସନ୍‌ରେ ନିରାଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ କେବଳ ନୀତିକାନ୍ତ ରକ୍ଷା ପାଇଁ ପୂଜା କରାଯାଇଛି । ପରମ୍ପରା ରକ୍ଷା
Read More...

ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହର ତଥା ଆଖପାଖ ଅଂଚଳ ଯଥା-ସୋହେଲା, ବିଜେପୁର, ଦିପ୍ତିପୁର, ଝାରବନ୍ଧ, ପାଇକମାଲ, ଗାଇସିଲେଟ ଇତ୍ୟାଦି ସମଗ୍ର ବ୍ଲକ ଅଂଚଳରେ ଥିବା ସହର ସମେତ ଗ୍ରାମାଂଚଳମାନଙ୍କରେ ଆଜି ସୃଷ୍ଟିର ନିର୍ମାଣକର୍ତ୍ତା ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା
Read More...

ବଲାଙ୍ଗିର ବିଜେଡି.ର ସକ୍ରିୟ ବରିଷ୍ଠ ନେତା ଘୁଣ୍ଡୁ ଦାଶଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତା ସ୍ବର୍ଗତ ସୁଶିଲ କୁମାର ଦାଶ ଉର୍ଫ ଘୁଣ୍ଡୁ ଦାଶଙ୍କ ବିୟୋଗରେ ସ୍ଥାନୀୟ ଶୈଳଶ୍ରୀ ପେଲେସ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ଅମର ଆତ୍ମାର ସଦଗତି କାମନା
Read More...

କରୋନା ଏବେ ପ୍ରାରମ୍ଭିକ ସ୍ଥିତିରେ ଅଛି, ଆଗକୁ ଆହୁରି ବିଗାଡ଼ିବ ଅବସ୍ଥା : ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ : ବିଶ୍ୱର ବେଶ୍‌ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା ଉପରେ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ, ଏବେ କରୋନା ମହାମାରୀ ପ୍ରାରମ୍ଭିକ ସ୍ଥିତିରେ ଅଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବା ବେଳକୁ ଆହୁରି ଖତର୍‌ନାକ୍‌ ହୋଇପାରେ ସ୍ଥିତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡେଭିଡ଼୍‌
Read More...

ୟୁପି.ରେ ଏବେ ଲୁଣ ଘୋଟାଲା : ମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କୁ ପଚରା ଉଚୁରା ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଲଖନୋ : ଖାଦ୍ୟ ଏବଂ ଆପୂର୍ତ୍ତି ବିଭାଗରେ ଲୁଣ ସପ୍ଲାଏ ପାଇଁ ଠିକା ଦିଆଯିବା ନାମରେ କୋଟି କୋଟି ଟଙ୍କାର ହେର୍‌ଫେର୍‌ ହୋଇଥିବା ଘଟଣାରେ ପଶୁଧନ ରାଜ୍ୟମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କ ଉପରେ ସଂଦେହ ସୃଷ୍ଟି ହୋଇଥିବା ବେଳେ ସୂଚନା ସଂଗ୍ରହ ପାଇଁ ରାଜ୍ୟମନ୍ତ୍ରୀ ଶ୍ରୀ ନିଷାଦଙ୍କୁ ପୁଲିସ ପଚରା
Read More...

ଗତ ୬ ମାସ ମଧ୍ୟରେ ଭାରତ-ଚୀନ୍‌ ସୀମାରେ କୌଣସି ଅନୁପ୍ରବେଶର ରିପୋର୍ଟ ନାହିଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାକୁ କୁହାଯାଇଛି ଯେ, ଗତ ୬ ମାସ ମଧ୍ୟରେ ଭାରତ ଚୀନ୍‌ ସୀମାରେ କୌଣସି ଅନୁପ୍ରବେଶର ରିପୋର୍ଟ ନାହିଁ । ଏଥି ସହିତ ଏହି ସୂଚନା ମଧ୍ୟ ଦିଆଯାଇଛି ଯେ, ତଳିତ ବର୍ଷ ଆଜି ପର୍ଯ୍ୟନ୍ତ ପାକିସ୍ତାନରୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ୨୮ ଥର
Read More...

ହ୍ୟୁମାନ୍‌ଙ୍କ ଫ୍ୟାନ କୋରୋନା ଯୋଦ୍ଧା

ଟିଟିଲାଗଡ, (ଗୌରବ ଦରଜୀ) : ଟିଟିଲାଗଡରେ ଅନେକ କୋରୋନା ଯୋଦ୍ଧା ଅଛନ୍ତି । ଡାକ୍ତର, ନର୍ସ, ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ସାମ୍ବାଦିକ ଆଦି । କୋରୋନା ମହାମାରୀ ପାଇଁ ଅନେକ ବ୍ୟକ୍ତି ତାଙ୍କ ଘରଠୁ ଦୂରରେ ରହୁଛନ୍ତି । ସେହିପରି ଘରଠୁ ବହୁ ଦୂରରେ ଅଛନ୍ତି ପୂରଞ୍ଜୟ କୁମାର । ଟିଟିଲାଗଡ
Read More...

ବାପାଙ୍କ ଶୁଦ୍ଧି ବୁଡ଼ ପକେଇବା ବେଳେ ପୋଖରୀରେ ବୁଡ଼ିଗଲେ ୨ ଝିଅ : ଜଣେ ଜୀବିତ, ଜଣେ ମୃତ

ପଟ୍ଟାମୁଣ୍ଡାଇ : ବାପାଙ୍କ ଶୁଦ୍ଧି ବୁଡ଼ ପକାଇବାକୁ ଯାଇ ପୋଖରୀରେ ଦୁଇ ଝିଅ ବୁଡ଼ି ଯାଇଥିବା ଜଣାପଡ଼ିଛି । ଜଣେ ଜୀବିତ ଉଦ୍ଧାର ହୋଇ ପାରିଥିବା ବେଳେ ଅନ୍ୟ ଜଣକର ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଅରୁଆ ଗ୍ରାମର ଗତ ଦଶ ଦିନ ତଳେ ରୋଗାକ୍ରାନ୍ତ ବାପା ସଂଜୟ
Read More...