Monthly Archives

September 2020

ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳିଲା ଜିଲ୍ଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳିଛି ଜିଲ୍ଲା ଛାତ୍ର କଂଗ୍ରେସ । ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦିନକୁ ଦିନ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଦୀ ସରକାରଙ୍କ କେନ୍ଦ୍ର କ୍ଷମତାକୁ ଆସିବା
Read More...

ସେବା ସପ୍ତାହ ଉପଲକ୍ଷେ ଟିଟିଲାଗଡ ବିଜେପି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ହୋଇଥିବାରୁ ଏହି ସପ୍ତାହକୁ 'ସେବା ସପ୍ତାହ' ଭାବରେ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ତେବେ ଏହି କ୍ରମରେ ଟିଟିଲାଗଡ ଠାରେ ମଧ୍ୟ ସେବା ସପ୍ତାହ
Read More...

ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଲୋକଦେବୀ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରସିଦ୍ଧ ଶାକ୍ତପୀଠ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଲୋକଦେବୀ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଆଜି ଅନୁଷ୍ଠିତ ହୋଇଛି । ବଡି ଭୋରରୁ ଦେବୀଙ୍କ ଦିବ୍ୟସ୍ନାନ ପରେ ପାରମ୍ପାରିକ ରୀତିନୀତିରେ ଦେବୀ ସୁରେଶ୍ୱରୀଙ୍କୁ ଗମ୍ଭିରା ସେବାୟତ ଓ ପୂଜକଙ୍କ ଦ୍ୱାରା
Read More...

‘ପୋଷଣ ଅଭିଯାନ – ୨୦୨୦’ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଖାଦ୍ୟରେ ପୋଷକ ତ୍ତ୍ୱ ଓ ପୃଷ୍ଟିସାରର ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ କେନ୍ଦ୍ରର ମୋଦୀ ସରକାର ପକ୍ଷରୁ ଆରମ୍ଭ ହାଇଥିବା "ପୋଷଣ ଅଭିଯାନ - ୨୦୨୦" ସୁବର୍ଣ୍ଣପୁରର କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । କେବିକେର ବରିଷ୍ଟ
Read More...

ସେବା ସପ୍ତାହ ପାଳନ ଅବସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ସେବା ସପ୍ତାହ କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେବା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ମୁଖ୍ୟ
Read More...

ଗାଇସିଲେଟ ଯୁବ ମୋର୍ଚ୍ଚା ତରଫରୁ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରାଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ସପ୍ତାହକୁ ସାରା ଭାରତରେ ସେବା ସପ୍ତାହ ରୂପେ ପାଳନ କରାଯାଇଛି । ଏହି ଅବସରରେ ଗାଇସିଲେଟ ଯୁବ ମୋର୍ଚ୍ଚା ତରଫରୁ ଯଜ୍ଞେଶ୍ୱର ପ୍ରଧାନ, ରବି ସାହୁ, ଆଶାକାନ୍ତ ପ୍ରଧାନ, କରୁଣା
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିରେ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଚଞ୍ଚଳ ରାଣା ଆଜି ଟିଟିଲାଗଡ ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଡାକ୍ତରଖାନାର ଚିକିତ୍ସା ଅଧିକାରୀଙ୍କ ସହିତ ଟିଟିଲାଗଡ ଉପଖଣ୍ଡୀୟ ଚିକିତ୍ସାଳୟ
Read More...

କବିତା : ଧର୍‌ସା -୪

ଚତୁର୍ଭୁଜ ସାଆନ୍ତବହୁଗୁଡ଼ୁ ଖେଲି ଖେଲି ଅଲାଜିଆଁ ଧର୍‌ସାନଡ଼ା ଖପର୍‌ ଛୁଆଁ ଘର ମାନ୍‌କର୍‌ ମଝିଶୁଇପଡ଼ିଛେ ହର୍‌ଦଙ୍ଗା ହେଇଝି’ର୍‌ ପତର୍‌ ନିଥିଲା ଗଛର୍‌ ଫଟୁ ଏନ୍‌ତାଡାହି ପଖ୍‌ରା ପରା କେ ପରା । ଗାଁ ମୁଡ଼୍‌ସା ଢଡେ଼ା ବର୍‌ଗଛ୍‌ ପୁର୍‌ନା ଯୁଗୀଯେ ଯାହା କର କେହେନ୍‌ସି ଥି ନୁହେଁ
Read More...

ପେରିଆରଙ୍କ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ଭୀମ ଆର୍ମି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦ୍ରାବିଡ଼ିଅ ଆନ୍ଦୋଳନର ଜନକ ପେରିଆର୍ ଇ ଭି ରାମସ୍ୱାମୀଙ୍କ ଜୟନ୍ତୀ । ପେରିଆର୍ ଜଣେ ସାମାଜିକ କର୍ମୀ, ରାଜନେତା, ସମାଜ ସୁଧାରକ ଭାବେ ବେଶ ଜଣାଶୁଣା । ଦକ୍ଷିଣ ଭାରତ ବିଶେଷ କରି ତାମିଲନାଡ଼ୁରେ ଜାତିବାଦ ବିରୁଦ୍ଧରେ ଲଢେ଼ଇରେ ପେରିଆର୍ ଜନ ଆନ୍ଦୋଳନର
Read More...

ରେଳ ଲାଇନ୍ ଉପରୁ ମିଳିଲା ଶବ : ହତ୍ୟା ସନ୍ଦେହ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ମାଲେଶିରା ଗ୍ରାମ ନିକଟ ରେଳ ଲାଇନ୍ ଉପରେ ଏକ ଶବ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଟିଟିଲାଗଡ ଜିଆରପି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି କଟିଥିବା ଶବକୁ ଉଦ୍ଧାର କରି ମୁରିବାହାଲ୍ ପୋଲିସକୁ
Read More...