Monthly Archives

September 2020

ଆଇପିଏଲ୍‌ : ଆମ୍ପେୟାରଙ୍କ ସର୍ଟ ରନ୍‌ ଫଏସଲା ଉପରେ ଉଠିଲା ପ୍ରଶ୍ନ

ଦୁବାଇ : ଗତକାଲି ଆଇପିଏଲ୍‌ର ଦ୍ୱିତୀୟ ମୁକାବିଲା ବହୁତ ରୋମାଂଚକ ହୋଇଥିବା ବେଳେ ଫଇସଲା ହୋଇଛି ସୁପର୍‌ ଓଭର୍‌ରେ । ନିର୍ଦ୍ଧାରିତ ଓଭର୍‌ରେ ସ୍କୋର ସମାନ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ ମାତ୍‌ ଦେଲା କିଙ୍ଗ ଇଲେଭେନ୍‌ ପଞ୍ଜାବକୁ । ଅଷ୍ଟ୍ରେଲିଆର ଧୁରନ୍ଧର ମାର୍କସ୍‌ ଷ୍ଟୋଇନିସ୍‌ ରନିଂ ଓ
Read More...

ତିନି ମହଲା ବିଲ୍‌ଡିଂ ଭୁଷୁଡ଼ିଲା : ୮ ମୃତ, ଆହୁରି ଅନେକ ଫଶି ରହିଛନ୍ତି

ଥାଣେ : ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱଣ୍ଡି ସହରରେ ଗତ ରବିବାର ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ବିଲ୍‌ଡିଂ ଭୁଷୁଡ଼ି ଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକ ଆବର୍ଜନା ଭିତରେ ଦବି ଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ବିଡ଼ିଓଙ୍କୁ ଦାବୀପତ୍ର ଦେବାକୁ ଆସି ନିରାଶ ହୋଇ ଫେରିଲେ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ବ୍ଲକ କାର୍ୟ୍ୟାଳୟକୁ ଆସିଥିଲେ, କିନ୍ତୁ ବିଡ଼ିଓ ମହାଶୟ ନଥିବାରୁ ସେମାନେ ଫେରି ଯାଇଥିଲେ । ଗାଁ ସାଥୀ ସଂଘର ବ୍ଲକ ସଭାପତି ରୋହିତେଶ୍ୱର ସାହୁ ସମ୍ପାଦକ ମେଧାବୀ ଭୋଇ ପରିଚାଳକ
Read More...

ପ୍ଲାଜମା ଦାନ କଲେ ମେଡିସିନ ରିପ୍ରେଜେନଟେଟିଭ୍ ନାସିର୍ ଖାନ୍

ବଲାଙ୍ଗିର, (କେପିଏନଏସ) : ସମାଜକୁ ରୋଗ ଦୁଃଖରୁ ଦୂରେଇ ରଖି ସ୍ୱାସ୍ଥ୍ୟବାନ ରଖିବାରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ମେଡିସିନ୍ ରିପ୍ରେଜେନଟେଟିଭ୍ ମାନଙ୍କ ଭୂମିକା ମଧ୍ୟ ଖୁବ୍ ଗୁରୁତ୍ୱପୁର୍ଣ୍ଣ । ନିଜର ଜୀବିକା ଉପାର୍ଜନ ସହ ଦେଶର କୋଣ ଅନୁକୋଣର ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନୂତନ
Read More...

କବିତା : ଗାଁ ଅଛେ ତ ମାଁ ଅଛେ

ଲକ୍ଷ୍ମୀନାରାୟଣ ହୋତାମାଛି ଅନ୍ଧରିଆ ବେଲକେକେନସି ଠାନେ ଗୁଟେ ଶୁ‌ଭୁଛେଗିନି ମୁର୍ଦୁଙ୍ଗଗୁଡ଼ିର ଗମ୍ଭୀରା ଭିତରୁଘଁଟ୍‌ କସ୍ତାଲ୍‌କାହିଁ କେତେ ଧୁରୁ । ମନ୍‌ଟା ଉସାସ ଲାଗୁଛେଗାଁ’ ଅଛେ ତ ମାଁ’ ଅଛେମାଁ’ ଅଛେ ତ ଗାଁ’ ଅଛେ । କେନସି ଗୁଟେ ଠାନେଜିଇଁଥାଉ ମନ୍‌ମନ୍‌ ଭିତରେ ସପନ୍‌ସାତ୍‌
Read More...

‘ଟିକି କାଇଁଚ’ ତରଫରୁ ଷଷ୍ଠ ଅଧ୍ୟାୟ ଅନ୍ ଲାଇନ୍ ସାହିତ୍ୟ ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା 'ଟିକି କାଇଁଚ' ତରଫରୁ ଷଷ୍ଠ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଆମ ଶିଶୁ ସାହିତ୍ୟ ପ୍ରସଙ୍ଗ ଆଲୋଚନା ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍‌ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ
Read More...

ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ଼୍‌ କଟକଣାକୁ ଦୃଷ୍ଟି ଦେଇ ସାମାଜିକ ଦୂରତା ପାଳନ ପୂର୍ବକ ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଜଣେ ବରିଷ୍ଠ ସୈନିକଙ୍କୁ
Read More...

ଭୁଜାଲି ଓ ଲୁହା ରଡ ସହ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିଶୋଧ ପରାୟଣ ହୋଇ ୪ ଜଣ ଯୁବକ ଜନୈକ ବ୍ୟକ୍ତିଙ୍କ ଘରକୁ ବିଳମ୍ବିତ ରାତ୍ରିରେ ପଶି ଭୁଜାଲି ଓ ଲୁହା ରଡରେ ମରଣାନ୍ତକ ଉଦ୍ୟମରେ ବିଫଳ ହୋଇ ଗିରଫ ହେବା ଘଟଣା ଅଂଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ୧୫ ତାରିଖ
Read More...

ଅନୁଗୁଳ ଶାଖା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସର୍ଜିକାଲ୍ ମାସ୍କ ଓ ଗ୍ଲୋବସ୍ ପ୍ରଦାନ

ଅନୁଗୁଳ, (କେପିଏନ୍‌ଏସ୍‌) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ତରଫରୁ ମୁଖ୍ୟ ପ୍ରବନ୍ଧକ କିଶୋର ଚନ୍ଦ୍ର ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସର୍ଜିକାଲ୍ ମାସ୍କ ଓ ଗ୍ଲୋବସ୍ ପ୍ରଦାନ କରୁଛନ୍ତି । ଅନୁଗୁଳ ଜିଲ୍ଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କରୋନା ମହାମାରୀ ସତ୍ତ୍ବେ
Read More...

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ

ବ୍ରହ୍ମପୁର : ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଗଞ୍ଜାମ ଓ ଗଜପତି ସୀମା ଗୌଡ଼ଗୋଠ ଗ୍ରାମରେ ଅବକାରୀ ଓ ପୋଲିସ ମିଳିତ ଚଡାଉ କରି ୧୩ ହଜାର ୩୩୦ଲିଟର ପୋଚ ନଷ୍ଟ କରିବା ସହ ୫ହଜାର ୨୮୦ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରି ଛଅ ମହିଳାଙ୍କ ସମେତ ନଅ
Read More...