Daily Archives

ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୬୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୮୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୨୫୮
Read More...

ବରଗଡ଼ ଜିଲ୍ଲାରେ କରୋନା ଭୂତାଣୁର ପ୍ରାଦୁର୍ଭାବ ବଢ଼ୁଛି : ସମାଜିକ କର୍ମୀମାନଙ୍କ କ୍ଷୋଭ

ବରଗଡ଼, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁର ପ୍ରାଦୁର୍ଭାବ ବଢ଼ି ଚାଲୁଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳିକି ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ଜିଲ୍ଳାପାଳ ନଥିବା ଖବର ସମଗ୍ର ରାଜ୍ୟବ୍ୟାପୀ
Read More...

ଦୁଇ ସପ୍ତାହ ତଳେ ଗେଙ୍ଗ୍‌ ରେପ୍‌ର ଶିକାର ହୋଇଥିବା ଦଳିତ ପୀଡ଼ିତା ଶେଷରେ ଜୀବନ ହରାଇଲେ

ନୂଆଦିଲ୍ଲୀ : ଦୁଇ ସପ୍ତାହ ତଳେ ଉତ୍ତର ପ୍ରଦେଶର ହାଥ୍‌ରସରେ ଗେଙ୍ଗ୍‌ ରେପ୍‌ର ଶିକାର ହୋଇଥିବା ୨୦ ବର୍ଷୀୟା ପୀଡ଼ିତା ଆଜି ଦିଲ୍ଲୀ ଡାକ୍ତରଖାନାରେ ଜୀବନ ହାରେଇଛନ୍ତି । ପୀଡ଼ିତାଙ୍କୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ସେ ଆଇସିୟୁ.ରେ ଚିକିତ୍ସିତ ହେଉଥିଲେ । କୁହାଯାଇଛି ଯେ, ତାଙ୍କ ଗାଁରେ
Read More...

ନେପାଳ ପକ୍ଷରୁ କଳାପାଣି ନିକଟରେ ବେରେକ୍‌ ତିଆରି

ନୂଆଦିଲ୍ଲୀ : ନେପାଳ ପକ୍ଷରୁ ଉତ୍ତରାଖଣ୍ଡର କାଳାପାଣି ନିକଟରେ ନିଜ ସୀମାରେ ସୈନିକ ମୁତୟନ ପାଇଁ କ୍ୱାର୍ଟର ଏବଂ ବେରେକ୍‌ ତିଆରି ଚାଲିଛି । ନେପାଳ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଏବଂ ଲିଂପିୟାଧୁରା ଅଂଚଳ ଉପରେ ନିଜର ଦାବୀ ପେସ୍‌ କରୁଛି । ନେପାଳର ଏହି ପଦକ୍ଷେପ ବାସ୍ତବରେ
Read More...

କରୋନ। ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି : ବିଧାୟକ ଜୟନାରାୟଣ ମିଶ୍ର

ସମ୍ବଲପୁର, (ଦାମୋଦର ପଣ୍ଡା) : କରୋନ। ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ଏ ପ୍ରସଙ୍ଗରେ ସେ ବିଧାନସଭାରେ ଆଲୋଚନା ଦାବୀ କରିବେ ବୋଲି ମଧ୍ୟ କହିଛନ୍ତି । ଅଣ-କୋଭିଡ୍ ରୋଗୀଙ୍କ
Read More...

‘ଇତନି ଶକ୍ତି ହମେ ଦେ ନା ଦାତା…..’ ଗୀତର ସ୍ରଷ୍ଟା ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ

ମୁମ୍ବାଇ : 'ଇତନି ଶକ୍ତି ହମେ ଦେ ନା ଦାତା…..' ଗୀତର ଲୋକପ୍ରିୟ ପ୍ରସିଦ୍ଧ ଗୀତିକାର ଅଭିଳାଷ (୭୪)ଙ୍କ ଗତକାଲି ପରଲୋକ ହୋଇଯାଇଛି । ଲିଭର କର୍କଟରେ ପୀଡ଼ିତ ହୋଇ ଦୀର୍ଘ ଦି‌ନ ଧରି ସେ ଚିକିତ୍ସିତ ହେଉଥି‌ଲେ। ଗୋରେଗାଓଁର ଶିବଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସୂଚନାରେ
Read More...

ଅଜଣା ରୋଗରେ ବାପ ଛେଉଣ୍ଡ ନିରୀହା ଟିକେଶ୍ୱରୀ : ସହାୟତାର ହାତ ବଢାଇଲା ଯୁବ ଯାଦବ ମହାସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ଏବେ ଏକ ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅସହାୟ ଅବସ୍ଥାରେ ଥିବା ଖବର ଜାଣି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ
Read More...

ଆଜି ଉତ୍ତରାଖଣ୍ଡରେ ନମାମି ଗଙ୍ଗେ ଅଧୀନରେ ୬ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

● “Rowing Down the Ganges” ପୁସ୍ତକ ହେବ ଉନ୍ମୋଚନ● ଗଙ୍ଗା ଉପରେ ସ୍ଵତନ୍ତ୍ର ସଂଗ୍ରହାଳୟ ଗଙ୍ଗା ଅବଲୋକନକୁ କରିବେ ଉଦଘାଟନନୂଆଦିଲ୍ଲୀ, (ପିଆଇବି) : ନମାମି ଗଙ୍ଗେ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଉତ୍ତରାଖଣ୍ଡରେ ୬ଟି ବୃହତ
Read More...

ଭାରତ-ଡେନମାର୍କ ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ…

ନୂଆଦିଲ୍ଲୀ, (ପିଆଇବି) : ନମସ୍କାର, ମହାନୁଭବ ! ଆଜିର ଏହି ଭର୍ଚୁଆଲ ଶିଖର ବୈଠକ ମାଧ୍ୟମରେ ଆପଣଙ୍କ ସହିତ ବାର୍ତ୍ତାଳାପ କରିବାର ଅବସର ମୋତେ ମିଳିଛି । ସେଥିପାଇଁ ମୋ ମନ ଅତି ମାତ୍ରାରେ ପ୍ରସନ୍ନ । ସର୍ବ ପ୍ରଥମେ ଡେନମାର୍କରେ କୋଭିଡ଼-୧୯ ଯୋଗୁ ହୋଇଥିବା କ୍ଷତି ପାଇଁ ମୁଁ ମୋର ସମ୍ବେଦନା
Read More...

ଦେଶରେ କରୋନା ସଂକ୍ରମଣରୁ ସୁସ୍ଥଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା

● ଶେଷ ୧୦ ଲକ୍ଷ ସୁସ୍ଥ ହେଲେ ମାତ୍ର ୧୧ ଦିନରେ● ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୫ଗୁଣ ଅଧିକନୂଆଦିଲ୍ଲୀ, (ପିଆଇବି) : ଗତକାଲି (୨୮.୦୯.୨୦୨୦) ଦେଶରେ କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୦,୧୬,୫୨୦ ଅତିକ୍ରମ କରିଛି । ପ୍ରତିଦିନ ଅଧିକରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଥିବା
Read More...