Daily Archives

ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ

ସମ୍ବଲପୁର (ଦାମୋଦର ପଣ୍ଡା) ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ, କବି, ଗାଳ୍ପିକ ତଥା ଅନୁବାଦକ ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ହୋଇଛି । ଡ.ସୁଶିଲ କୁମାର ବାଗ ଏହି ମହାର୍ଘ୍ୟ ପୁସ୍ତକର ସଙ୍କଳକ ଅଛନ୍ତି । ପୁସ୍ତକରେ ଶ୍ରୀ ପଣ୍ଡାଙ୍କ
Read More...

ଲୋଇସିଂହା ଜଂଗଲ ବିଭାଗ ପକ୍ଷରୁ ଟ୍ରାକ୍ଟର ସହ ଚୋରା କାଠ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ରାତିରେ ଲୋଇସିଂହା ଜଂଗଲ ବିଭାଗ ପକ୍ଷରୁ ଡୁମେର୍‌ଝରନ-ମହରାସନୀ ରାସ୍ତାରେ ଏକ କଂଚା ବଲି ବୋଝେଇ ଟ୍ରାକ୍ଟର ଧରା ପଡ଼ିଥିବା ସୂଚନା ମିଳିଛି । ତେବେ ପ୍ରାୟ ରାତି ୩ଟା ସମୟରେ ଜଂଗଲ ବିଭାଗର ଉଚିତ ପଦକ୍ଷେପ ଯୋଗୁଁ ଟ୍ରାକ୍ଟରକୁ ଅଟକା ଯାଇ ପାରିଥିବା ବେଳେ
Read More...

ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ସହ କୋଭିଡ-୧୯ ପରିଚାଳନା ଏବଂ ଅନ୍ୟାନ୍ୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା ଓ ଗୁଞ୍ଜ ଖାନଙ୍କ ସହିତ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ନେତୃତ୍ୱରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ
Read More...

ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି : ଡ୍ରେନେଜ୍ ବ୍ୟବସ୍ଥା ନାହିଁ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ସଡକପଡାରୁ ମନ୍ଦିର ପଡାକୁ ସଂଯୋଗ କରିଥିବା ରାସ୍ତାର ଅବସ୍ଥା ନ କହିଲେ ଭଲ । ଖରାଦିନରେ ବି ଆଣ୍ଠୁଏ ପାଣି ଏବଂ ପଙ୍କ କାଦୁଅ । ସେ ରାସ୍ତା ଦେଇ ଯିଏ ଯାଏ, ଖସି ପଡିଯିବା ଘଟଣା ପ୍ରାୟତଃ ଘଟେ । ୧୩ ଫୁଟର ଏହି
Read More...

ଗ୍ରାମାଂଚଳ ଚାଷୀଙ୍କୁ ଆକ୍ରମଣ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ବଜାର ପ୍ରାଙ୍ଗଣରେ ପ୍ରତ୍ୟହ ତଟକା ପନିପରିବା ବିକ୍ରୟ କରିବାକୁ ଚାଷୀ ଆସିଥାଆନ୍ତି । ହେଲେ ବଜାରକୁ ଆସିବା ବାଟରେ ଏଠାକାର ବେପାରୀମାନେ କମ ଦରରେ ପନିପରିବା ତାଙ୍କଠାରୁ କ୍ରୟ କରି ସହରର ଖାଉଟୀମାନଙ୍କୁ ଚଢାଦରରେ ବିକ୍ରୟ କରିବା
Read More...

ଫସଲ ବୀମା ଟଙ୍କାରୁ ବଞ୍ଚିତ ପ୍ରତିବାଦରେ ତହସିଲ ଅଫିସ ଘେରାଉ : ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଗତ ବର୍ଷ ଧାର କରଜ ଆଣି ଚାଷୀ ଖରିଫ ୧୯-୨୦ରେ ଫସଲ ବୀମା ଯୋଜନାରେ ଇନସୁରେନ୍ସ କରି ଥିଲା । କାରଣ ଧାନ ଚାଷ ଭଲ ବର୍ଷା ନ ହେବାରୁ ଭଲ ଅମଳ ହୋଇ ନଥିଲା । ତେବେ ହଜାର ହଜାର ଲୋକ ଫସଲ ବୀମା କରି ହଜାର ହଜାର ଟଙ୍କା ଫସଲ ବୀମା ଯୋଜନା ପାଇଁ ଖର୍ଚ୍ଚ
Read More...

ଓକିଲଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ କୋର୍ଟ ଓ ତହସିଲ କାର୍ଯ୍ୟାଳୟ ବନ୍ଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁଙ୍କ ବିରୁଦ୍ଧରେ ଏକ ମିଥ୍ୟା ତଥା କପୋଳକଳ୍ପିତ ରିପୋର୍ଟ ଉପରେ ସଇଁନ୍ତଳା ଥାନାରେ ଏଟ୍ରେ।ସିଟି ମାମଲା ରୁଜୁ ହୋଇ ଥିବାରୁ ତାର ପ୍ରତିବାଦରେ ଆଜି ସଇଁନ୍ତଲା ଓକିଲ ସଂଘ କୋର୍ଟ ଓ
Read More...

୨୦୧୯-୨୦ବର୍ଷର ଫସଲବୀମା ଦାବୀ କରି ତୁରେକେଲା ବ୍ଲକର ୯ଟି ପଂଚାୟତର ଚାଷୀ ମିଳିତ ଭାବେ ତହସିଲଦାରଙ୍କୁ ଦେଲେ ଦାବୀପତ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୯ଟି ପଂଚାୟତର ଚାଷୀମାନେ ଗତ ୨୦୧୯-୨୦ବର୍ଷର ଫସଲ ବୀମା ରାଶି ପାଇବା ଦାବୀ ନେଇ ଆଜି ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କୁ ଏକ ଦାବୀପତ୍ର ଦେଇଛନ୍ତି । ଦାବୀପତ୍ର ଅନୁସାରେ ଗତ ୨୦୧୯-୨୦ବର୍ଷରେ ବ୍ଲକର କରୁଆଁମୁଣ୍ଡା,
Read More...

ଅଙ୍ଗନବାଡ଼ି କେନ୍ଦ୍ରରେ ପୋଷାକ ବିତରଣ

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡି 'କ' କେନ୍ଦ୍ରରେ ପୋଷାକ ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ହୀରାଧର ବଏ, ଭୁତପୂର୍ବ ସରପଞ୍ଚ,
Read More...

ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ସେ ହାର୍ଣ୍ଣିଆ ପୀଡିତ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ । ଆଜି ତାଙ୍କର ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ ହୋଇଛି ।
Read More...