Daily Archives

କୃଷି ବିଲ୍‌ ପାଇଁ ଆଜି ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା

ନୂଆଦିଲ୍ଲୀ : କୃଷି ବିଲ୍‌କୁ ନେଇ ଆଜି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ବିରୋଧୀ ନେତାମାନେ । ବିରୋଧୀ ଦଳ ନେତା, ଯେଉଁମାନେ ଗତକାଲି ରାଜ୍ୟସଭାରୁ ବହିସ୍କୃତ ହୋଇଥିଲେ, ସେମାନେ ଆଜି ସଦନରେ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ବୈଠକ
Read More...

ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ପ୍ରସଙ୍ଗ : ପୁଣି ବନ୍ଧା ହେଲେ ୨ ଅଭିଯୁକ୍ତ

ଲାଞ୍ଜିଗଡ଼, (କେପିଏନ୍‌ଏସ୍‌) : ଜଙ୍ଗଲରେ ପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଯୁବକ ନିର୍ମଳ ଗଉଡ଼ଙ୍କୁ ଗତ ରବିବାର ଦିନ ବିଶ୍ୱନାଥପୁର ବନବିଭାଗ ଗିରଫ କରି ପଚରାଉଚରା ପରେ ମଙ୍ଗଲବାର ପୁଣି ୨ ଜଣକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା
Read More...

ବିଏଡ୍‌ ପରୀକ୍ଷାକୁ ଅଫ୍‌ ଲାଇନ୍‌ ପରିବର୍ତ୍ତେ ଅନ୍‌ ଲାଇନ୍‌ କରିବାକୁ ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ବର୍ଷ ପ୍ରାରମ୍ଭରୁ ମହାମାରୀ କରୋନାର ସଂକ୍ରମଣ ବଢିବାରେ ଲାଗିଛି । ଏପରି ସମୟରେ ଅନେକ ପରୀକ୍ଷା ବନ୍ଦ ରହିଥିବା ବେଳେ କେତେକ ଅନ୍‌ ଲାଇନ୍‌ରେ ମଧ୍ୟ ସରିଛି । ତେଣୁ ଆଗାମୀ ଦିନରେ ଆନ୍ଦ୍ରପ୍ରଦେଶ ଭଳି ଅନ୍ୟାନ୍ୟ ରାଜ୍ୟରେ ହେବାକୁ ଥିବା ବିଏଡ୍‌
Read More...

ଟାଇମ୍‌ ଦ୍ୱାରା ଜାରି ହେଲା ବିଶ୍ୱର ସବୁଠୁ ଅଧିକ ପ୍ରଭାବଶାଳୀ ନେତାଙ୍କ ତାଲିକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି…

ନୂଆଦିଲ୍ଲୀ : ବିଶ୍ୱର ପ୍ରତିଷ୍ଠିତ ମେଗାଜିନ୍‌ ‘ଟାଇମ୍‌’ ୨୦୨୦ର ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ପ୍ରତ୍ୟେକ ବର୍ଷ ଏହି ତାଲିକା ଜାରି ହେଉଥିବା ବେଳେ ଏଥିରେ ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ସାମିଲ୍‌ କରାଯାଇଥାଏ । ତେବେ ବିଶ୍ୱର ସବୁଠୁ ଅଧିକ
Read More...

ଭଲ ଖବର : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କଲା ଓଡ଼ିଶା : ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି ଓଡ଼ିଶା । ରାଜ୍ୟରେ କୋଭିଡ-୧୯କୁ ପରାସ୍ତ କରିବାରେ ସଫଳତା ପ୍ରାପ୍ତ ହୋଇ ଦେଢ଼ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ପରାମର୍ଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୨୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ତଞ୍ଚକତା
Read More...

ଜେଇ ତାରରେ ବେଧଡକ ଚାଲିଛି ବରାହ ଶିକାର : ବିୟର ବୋତଲ ପାଲଟିଛି ଅସ୍ତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ସଇଁନ୍ତଲା ବନଖଣ୍ଡରେ ବେଧଡକ ଭାବେ ଚାଲିଛି ବରାହ ଶିକାର । କିନ୍ତୁ ଶିକାରୀକୁ କାବୁ କରିବା ବଦଳରେ ଶିକାରୀଠାରୁ ଉପହାର ନେଇ ଚୁପ ବନ ବିଭାଗ କିଛି ଅସାଧୁ କର୍ମଚାରୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଯାହାଫଳରେ ଦେଓଗାଁ ଅଞ୍ଚଳରେ ବନ୍ୟଜନ୍ତୁ
Read More...

ଲୋକ ଉନ୍ନତି ସଂଗଠନ ପକ୍ଷରୁ କୁପୋଷଣ ଦୂର କରିବାକୁ ରାଜ୍ୟପାଳଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ସାରା ଓଡ଼ିଶାରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ତରଫରୁ ବିଭିନ୍ନ ସଂଗଠନର ନେତୃତ୍ୱରେ କୁପୋଷଣକୁ ଦୂର କରିବାକୁ ବ୍ଲକ ଲେଭେଲ୍ କମ୍ପାଇଜନ୍ ଅନ୍ ନେସନାଲ ଫୁଡ୍ ସିକ୍ୟୁରିଟି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ
Read More...