Daily Archives

ସହରରେ ଟ୍ରାଫିକ ସମସ୍ୟା ବୁଝୁଛନ୍ତି ଗାଈଗୋରୁ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଜନଗହଳିପୂର୍ଣ୍ଣ ରାସ୍ତାକୁ ପଦ୍ମପୁର ସହରରେ ଗାଈଗୋରୁ ବୁଝୁଛନ୍ତି ପରି ମନେହୁଏ । କାରଣ ବିଭିନ୍ନ ପତ୍ରପତ୍ରିକାରେ ବାରମ୍ବାର ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନଙ୍କୁ ଚେତାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର ଏଯାଏଁ ଆଖିଦୃଶିଆ କରାଯାଇନି । ସହରର
Read More...

କୁମ୍ଭକର୍ଣ୍ଣ ନିଦରେ ବିଜେପୁର ବ୍ଲକ ପ୍ରଶାସନ : ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି ତଥା ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି । କିନ୍ତୁ କେତେକ ବ୍ଲକସ୍ତରୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନାଗୁଡିକ ଫେଲ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୧୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର
Read More...

ଦେଶରେ ୫୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ : ୭୫୦୮୩ ନୂଆ ପଜିଟିଭ୍‌, ୧୦୫୩ ମୃତ

ନୂଆଦିଲ୍ଲ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷରୁ ଅଧିକ ହୋଇଥିବା ବେଳେ ଗତ ୨୪ ଘଂଟାରେ ୭୫୦୮୩ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଗତ ୨୪ ଘଂଟାରେ ୧୦୫୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ
Read More...

ଚାଷୀ କାନ୍ଦୁଛି, ଆଜି ରାଜରାସ୍ତାରେ : ରାସ୍ତା ଅବରୋଧ କଲେ କୃଷକ ସଙ୍ଗଠନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତା ରୋକ କରାଯାଇଛି । ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀ ମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ଚଞ୍ଚକତା କରୁଛି । ପ୍ରଶାସନ, ଚାଷୀ ପ୍ରତିନିଧି
Read More...

ପୋଲିସ ପ୍ରଶାସନର ଅବହେଳା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ.୩ ଶଶିଭୂଷଣ ଦାସ ଆଜକୁ ୨୦୧୫ରୁ ପାଇକମାଲ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମରେ ଦିବ୍ୟାସିନୀ ଲୁହାରଙ୍କୁ ବୈଦିକ ହିନ୍ଦୁ ରୀତିରେ ବିବାହ କରିଥିଲା । ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ,
Read More...

ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଂଚଳର ଆଠଗୋଟି ପଂଚାୟତର ବିଜୁ ଜନତାଦଳର ସଭାନେତ୍ରୀମାନଙ୍କୁ ନେଇ ଲଖମରା ଗ୍ରାମପଂଚାୟତ ଅନ୍ତର୍ଗତ କୁଧ୍ରେନପାଲିଠାରେ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ପାଇକମାଲ ବ୍ଲକର ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ମୁଖ୍ୟ
Read More...

ଜନ ସଂପର୍କ ଅଭିଯାନର ଚତୁର୍ଥ ଦିନରେ ରାଜନୈତିକ ବ୍ୟକ୍ତି ଓ ସାମ୍ବାଦିକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଓଡ଼ିଶା ର ବିଭିନ୍ନ ଅଞ୍ଚଳରେ ଜନ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଟିଟିଲାଗଡର ଗତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଛି, ଯାହା ୨୭ ତାରିଖରେ ସମାପ୍ତ ହେବା । ପ୍ରଥମ ଦିନରୁ ବିଭିନ୍ନ ସାମାଜିକ ଦଳ, ପୂଜା ପ୍ରତିଷ୍ଠାନର ମୁଖ୍ୟ ଆଦିଙ୍କୁ
Read More...