Daily Archives

ମିଳୁନି ଭତ୍ତା : ଦିଗହରା ସରକାରୀ ଯୋଜନା

ଗାଇସିଲେଟ, (ମୁକେଶ କୁମାର ସାହୁ‌) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚାଣ୍ଟିପାଲି ଗ୍ରାମପଞ୍ଚାୟତ ମଳମୁଣ୍ଡା ଗ୍ରାମର ଶଯ୍ୟାଶାୟୀ ମାଲତୀ ବାଗ(୬୭) ପରିଣତ ବୟସରେ ଉପନୀତ ହେଲେଣି । ବୟସର ଅପରାହ୍ନରେ ମଉଳି ଯାଇଛି ଶକ୍ତ ଶରୀର, କିଛି କାମ କରି ପାରୁନାହାନ୍ତି । ଭତ୍ତା ପାଇଁ ବାରମ୍ବାର ଆବେଦନ
Read More...

ଡ୍ରୋନ୍‌ ସାହାଯ୍ୟରେ ଉପରୁ ଅସ୍ତ୍ରଶସ୍ତ୍ର ଓ ଟଙ୍କା ପକାଇଲା ପାକିସ୍ତାନ

ଜାମ୍ମୁ : ପାକିସ୍ତାନ ଜାମ୍ମୁ କାଶ୍ମୀରର ରାଜୋରୀ ଅଂଚଳରେ ଡ୍ରୋନ୍‌ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉପରୁ ପକାଇଛି । ତେବେ ଏହି ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉଠାଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ୍‌ କରିଛି । ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଗତ କାଲି କହିଛନ୍ତି
Read More...

ଆବର୍ଜନାମୟ କନ୍ଧପାଲିପଡା ପୋଖରୀ : ଦୃଷ୍ଟିନାହିଁ ପ୍ରଶାସନର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଛୋଟ ବଡ ହୋଇ ପ୍ରାୟ ୨୭ଟି ପଖୋରୀ ରହିଛି । ଲୋକମାନଙ୍କ କହିବାନୁସାରେ ଏହି ସହରରେ ଥିବା ୨୭ଟି ଜଳାଶୟ ମଧ୍ୟରୁ କନ୍ଧପାଲି ପଖୋରୀ ହେଉଛି ସବୁ ପୋଖରୀଠାରୁ ବଡ, ଯାହାର ୩୬ ଏକର ସ୍ଥାନରେ ରହିଛି । ପୂର୍ବରୁ ଏହି ଜଳାଶୟକୁ ସହରର ଅଧିକାଂଶ
Read More...

ଅଭିନେତ୍ରୀ ପାୟଲ ଘୋଷ ଆଣିଲେ ଯୌନ ଶୋଷଣ ଅଭିଯୋଗ

ମୁମ୍ବାଇ : ବଲିଉଡ଼୍‌ ଫିଲ୍ମମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । ସେ ସୋସିଆଲ୍‌ ମିଡ଼ିଆରେ ଏହା ସ୍ପଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ପାୟଲ ଘୋଷ ଟ୍ୱିଟ୍‌ କରିଛନ୍ତି ଯେ,
Read More...

ସରକାରୀ ସହାୟତାରୁ ବଞ୍ଚିତ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ : ଗ୍ୟାସ୍, ପାଇଖାନା, ମଶାରୀ, ବିଜୁଳି କି କମ୍ବଳ ମିଳିନି :…

ଦେଓଗାଁ, (ମନୀଷ କୁମାର ସାହୁ) : କେନ୍ଦୁପତ୍ର ଗୁଛାକଟାରୁ ଆରମ୍ଭ କରି ବସ୍ତାରେ ପ୍ୟାକିଙ୍ଗ କରିବା ସହ ଗାଡ଼ିରେ ଲୋଡ୍ କରିବା ପର୍ୟ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ଭୂମିକା ରହିଥାଏ । ଗୁଛା କାଟିବା, ପତ୍ର ତୋଳିବା, ଶୁଖାଇବା, ଫଡ଼ିକୁ ଆଣିବା, ବାନ୍ଧିବା ମୁଖ୍ୟ ଗୋଦାମକୁ ନେବା, ବିକ୍ରୟ
Read More...

୨ ଶହରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କଲେ ପ୍ରଶାସନ : ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧ

କୋରାପୁଟ, (କେପିଏନ୍‌ଏସ୍‌) : ଏକା ଥରକୁ ୧ ଶହରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଛଟେଇ କରାଯାଇଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟକର୍ମୀମାନେ ବିରୋଧ କରିଛନ୍ତି । କୋଭିଡ କେୟାର୍‌ ହୋମ୍‌ରେ କାର୍ଯ୍ୟରତ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀମାନେ ୩ ମାସ ପାଇଁ ଚିକ୍ତି
Read More...

ରୋବୋଟ୍‌ କଲା କ୍ୟାନ୍‌ସର୍‌ ସର୍ଜରୀ : ଶୀଘ୍ର ସୁସ୍ଥ ହେଲେ ରୋଗୀ

ନୂଆଦିଲ୍ଲୀ : ଏକ ରୋବୋଟ ଡାକ୍ତରଙ୍କ ତିନୋଟି ଟିମ୍‌ ସହ ମିଶି କ୍ୟାନ୍‌ସର ରୋଗୀଙ୍କ ସର୍ଜରୀ କରିଛି । ଜଣେ କ୍ୟାନ୍‌ସର୍‌ ରୋଗୀଙ୍କ ଏହିଭଳି ରୋବୋଟ ସହାୟତାରେ ସର୍ଜରୀ ଏହା ପ୍ରଥମ । ସୂଚନା ଅନୁସାରେ ଏହି ନିଆରା ପ୍ରୟୋଗ ଫଳରେ ରୋଗୀଙ୍କ ସୁସ୍ଥତା ଏକର ତୃତୀୟାଂଶ ସମୟ ସୀମା ଭିତରେ ପ୍ରାପ୍ତ
Read More...

କୃଷି ବିଲ୍‌ ଉପରେ ଅକାଳି ସାଂସଦଙ୍କ ଚେତାବନୀ : ଚାଷୀଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ : ସଂସଦରେ ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ । ସରକାର କୃଷି ସମ୍ବନ୍ଧିତ ବିଲ୍‌କୁ ରାଜ୍ୟସଭାରେ ପେସ୍‌ କରିଛନ୍ତି । କୃଷି ସହ ଜଡ଼ିତ ଦୁଇଟି ବିଲ୍‌ ଲୋକସଭାରେ ପୂର୍ବରୁ ପାସ୍‌ ହୋଇସାରିଛି । ଶିରୋମଣି ଅକାଳି ଦଳ, ଯେଉଁ ଦଳ ବିଜେପି.ର ସବୁଠୁ ପୁରୁଣା ସହଯୋଗ ଥିଲା, ସେହି ଦଳ
Read More...

ଶିକ୍ଷା ବିଭାଗର ନିଷ୍ପତ୍ତି : କମ୍ ଛାତ୍ରଛାତ୍ରୀ ଥିବା ଦେଓଗାଁ ବ୍ଲକର ୧୪ଟି ସ୍କୁଲ ବନ୍ଦ ହେବ : ଏନ୍‌ଏଚ୍‌, ରେଲ ଲାଇନ…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦ ବର୍ଷରୁ ଅଧିକ ହେଲା ନିଜ ନିଜ ଗାଁରେ ପାଠ ପଢ଼ୁଥିବା ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ ଏବେ ଗାଁ ସ୍କୁଲରେ ଅଧିକ ପିଲା ନ ଥିବାରୁ ନିକଟବର୍ତ୍ତୀ ଅନ୍ୟ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି । ଅପାଠୁଆ କେହି
Read More...

ବଢ଼ୁଛି ସଂକ୍ରମଣ : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୩୩୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୩୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୫୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ
Read More...