Daily Archives

ଘୁଡୁଘୁଡୁ ଜୁଆଖେଳ : ବାଇକ ସହ ୫ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ):ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସରେଇକେଲାରେ ବିଳମ୍ବିତ ରାତ୍ରରେ ଚାଲିଥିବା ଘୁଡୁଘୁଡୁ ପଟ୍ଟି ଜୁଆଖେଳ ଖବର ପାଇ ଜଗଦଲପୁର ଥାନା ଅଧିକାରୀ ଲିଳିମାଲଲିତା ବାର୍ଲା ଏକ ଟିମ ଗଠନ କରି ଜୁଆ ଆଡ୍ଡା ଉପରେ ଚଢଉ କରିଥିଲେ । ଏଏସଆଇ ସତ୍ୟାନନ୍ଦ ଭୋଏ , ଏଏସଆଇ
Read More...

ଅନ୍ନଦାତା ଅନାଇ ବସିଛି ଚାଷ କ୍ଷତିର ବୀମା ପାଇଁ : ଜିଲ୍ଲା ପ୍ରଶାସନ ଆଶ୍ୱାସନ ଦେବାରେ ବ୍ୟସ୍ତ : ରାଜରାସ୍ତା ଅବରୋଧର…

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଚାଷୀକୁଳ ହେଲେ ଦେଶର ଅନ୍ନଦାତା । ତାଙ୍କୁ କେନ୍ଦ୍ର ସରକାର ଦେଖୁଛି ନା ରାଜ୍ୟସରକାର ଦେଖୁଛି । ସଦାବେଳେ ଚାଷୀକୁଳ ସାଙ୍ଗରେ ଲୁଚକାଳୀ ଖେଳି ଚାଲିଛି କେନ୍ଦ୍ର ଓ ରାଜ୍ୟ ସରକାର । ଧାନଚାଷ ସମୟରେ ମିଳୁନି ୟୁରିଆ ସାର । ଚାଷ ଅମଳ ହେଲେ ଉଚିତ ମୂଲ୍ୟ
Read More...

ପ୍ରତିରକ୍ଷା ସହଯୋଗ ନେଇ ଭାରତ ଓ ଆମେରିକା ପ୍ରତିରକ୍ଷା ପ୍ରତିନିଧି ମଣ୍ଡଳୀର ଭର୍ଚୁଆଲ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୧୫, ୨୦୨୦ରେ ୧୦ମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟିକ ଉପକ୍ରମ (ଡିଟିଟିଆଇ) ଗୋଷ୍ଠୀର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଭାରତ ପକ୍ଷରୁ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର ଓ ଆମେରିକା ତରଫରୁ ଅଣ୍ଡର ସେକ୍ରେଟାରୀ ଅଫ ଡିଫେନ୍ସ ଫର
Read More...

ଦିନକେ ସର୍ବାଧିକ ସଂଖ୍ୟକ ଆରୋଗ୍ୟ ରେକର୍ଡ

• ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨,୯୬୧ ଜଣ ସୁସ୍ଥ• ନୂଆ ଆରୋଗ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ କେବଳ ମହାରାଷ୍ଟ୍ରରେ• ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୪ ଗୁଣ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତରେ ଅଧିକ ସଂଖ୍ୟକଙ୍କ ରୋଗୀଙ୍କ ସୁସ୍ଥ ହେବା ହାର ଜାରି ରହିଛି। ବିଗତ
Read More...

ଓଡ଼ିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି : ମନ୍ତ୍ରୀ ଶ୍ରୀ ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : ଓଡିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନାନାବିଧ ଉଦ୍ୟମ କରାଯାଉଛି । ରାଜ୍ୟସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ ଦେଶରେ ଇସ୍ପାତ
Read More...

ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : କ୍ୟାମେରା ଓ ବୁମ ଭାଙ୍ଗିଲେ ସରପଂଚ, ସରପଂଚଙ୍କ ସ୍ୱାମୀ ଓ…

କଂଟାବାଂଜି(ଗୁରୁଦୟାଲ ହଂସ) ; ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଂଚାୟତରେ କରୋନା କ୍ୱାରେନ୍‌ଟାଇନ ସେଂଟରରେ ରହିଥିବା ପ୍ରବାସି ଶ୍ରମିକମାନଙ୍କ ଦୁଇ ହଜାର ଟଙ୍କା ନ ମିଳିବା ଓ ଦୁର୍ନୀତି ଉପରେ ଓଟିଭି କଂଟାବାଂଜି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀ ଗ୍ରାମବାସୀଙ୍କ ଅଭିଯୋଗ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଂଟିଆ ଜିଲ୍ଲା କୋଭିଡ୍‌ କଂଟ୍ରୋଲ ରୁମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ / ଅନୁରୋଧ ଗୁଡ଼ିକର ସମାଧାନ ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟଠାରେ ଏକ ୨୪ ଘଂଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । କଂଟ୍ରୋଲ ରୁମ୍‌ର ଟେଲିଫୋନ୍‌
Read More...

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ହଠାତ୍ ଟିଟିଲାଗଡ ଗସ୍ତ

ଟିଟିଲାଗଡ, (ଗୌରବ ଦରଜୀ) : ଆଜି ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବାବେଳେ ମାନ୍ୟବର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷୁରକାନ୍ତି ବେହେରାଙ୍କ ସହିତ ଆଲୋଚନା କରି ଟିଟିଲାଗଡ ଆସିବା ପାଇଁ ଅନୁରୋଧ
Read More...

ସରିଗଲା ହାତର୍ ଧନ୍ : ଚାଲଲୁଁ ଆମେ ଖଟି ଦାଦନ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ଶ୍ରମିକ ଅଞ୍ଚଳ। ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ନୁଆଁଖାଇ ସରିଲା ପରେ ପରେ ଦାଦନ ଖଟିବାକୁ ଯାଉଛନ୍ତି ଏଠିକାର ଅଧିବାସୀ । କରୋନା ସମୟରେ ବହୁ ପରିଶ୍ରମ ଏବଂ ଖର୍ଚ୍ଚ କରି ସରକାର ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଏଠିକାର
Read More...

ପଲ୍ଲୀ କବି ଭଟଙ୍ଗ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର ପଲ୍ଲୀ କବି ଭଟଙ୍ଗ ସାହୁ (୭୨)ଙ୍କ ଆଜି ପରଲୋକ ହୋଇଯାଇଛି । ଆଜକୁ ନଅ ଦିନ ତଳେ ତାଙ୍କର ସ୍ତ୍ରୀଙ୍କର ମଧ୍ୟ ପରଲୋକ ହୋଇଥିଲା । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ପଲ୍ଲୀ କବି
Read More...