Daily Archives

ସାପ କାମୁଡ଼ାରେ ଯୁବତୀଙ୍କ ପ୍ରାଣହାନୀ

ଚାନ୍ଦବାଲି : ସାପ କାମୁଡ଼ାରେ ଜଣେ ଯୁବତୀଙ୍କ ପ୍ରାଣହାନୀ ଘଟିଥିବା ସୂଚନାରେ କୁହାଯାଇଛି । ତେବେ ସେ ପରିବାର ସଦସ୍ୟଙ୍କ ମଝିରେ ଶୋଇଥିବା ବେଳେ ଏକ ୫ ଫୁଟିଆ ନାଗ ସାପ ତାଙ୍କୁ କାମୁଡ଼ିଥିଲା । ସୂଚନା ଅନୁସାରେ ଚାନ୍ଦବାଲି ଏନ୍‌ଏସି.ର କୁଆଁରସର ଗାଁ ବାସିନ୍ଦା ପ୍ରଭାକର ପଣ୍ଡାଙ୍କ ଝିଅ
Read More...

ରିୟା ଡଗ୍ସ ମାମଲାରେ ଏନ୍‌ସିବିର ତନାଘନା ତଦନ୍ତ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ଡ୍ରଗ୍‌ସ ଏଙ୍ଗଲ୍‌ର ଯାଂଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ତନାଘନା ଚାଲିଛି । ଆଜି ଏନ୍‌ସିବିର ଟିମ୍‌ ଡ୍ରଗ୍ସ ପୈଡ଼ଲର୍‌ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କ ଘର ଉପରେ ଚଢାଉ କରିଛି । ତେବେ ସୂର୍ଯ୍ୟଦୀପ,
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଡେଇଁଲା : ୪୧୯୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଡେଇଁ ଯାଇଥିବା ବେଳେ ଓଡ଼ିଶାରେ ୪୧୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୭୬ ଜଣ
Read More...

‘ଟିକି କାଇଁଚ’ ତରଫରୁ ପଞ୍ଚମ ଅଧ୍ୟାୟ ଅନ୍‌ଲାଇନ୍‌ କୋଶଲୀ ଶିଶୁ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା 'ଟିକି କାଇଁଚ' ତରଫରୁ ପଞ୍ଚମ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ କୋଶଲୀ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ଚାରି
Read More...

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଗରେ କୋରୋନା ଫୁ

ଟିଟିଲାଗଡ, ( ଗୌରବ ଦରଜୀ) : ଆଜି ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଦେଖିବାକୁ ମିଳୁଛି ଛାତ୍ରଛାତ୍ରୀ ଓ ଅଭଭାବକଙ୍କ ଭିଡ଼। ଦେଖନ୍ତୁ ଏହି ଦୃଶ୍ୟ, ଏହା ହେଉଛି ଟିଟିଲାଗଡ ପୋଲିସ ଷ୍ଟେସନ ନିକଟସ୍ଥ ମହେଶ୍ୱର ହିନ୍ଦୀ ଉଚ୍ଚ ବିଦ୍ୟାଳୟର ।
Read More...

ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

• ଅକ୍ଟୋବର ପହିଲା ପର୍ୟ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିବ ୧୮ଟି କାର୍ୟ୍ୟଦିବସ, ୪୭ ପ୍ରସଙ୍ଗରେ ଆଲୋଚନା• ଅଧ୍ୟାଦେଶ ସ୍ଥାନରେ ଆଗତ ହେବ ୧୧ଟି ବିଲନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର
Read More...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ଆରୋଗ୍ୟଙ୍କ ପାଇଁ ପରବର୍ତ୍ତୀ ସାମଗ୍ରିକ ଯାଞ୍ଚ ଓ ସ୍ୱାସ୍ଥ୍ୟ ଯତ୍ନ ନିୟମାବଳୀ…

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ସମନ୍ୱୟ ଓ ସହଯୋଗ ଜରିଆରେ ଭାରତ ସରକାର ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଏବଂ ଚିକିତ୍ସା ପରିଚାଳନାର ନେତୃତ୍ୱ ନେଉଛନ୍ତି। କୋଭିଡ-୧୯ରୁ ସୁରକ୍ଷା, ଏହାର ନିୟନ୍ତ୍ରଣ ଏବଂ ଚିକିତ୍ସା
Read More...

କଂଗ୍ରେସର ସାଧାରଣ ସମ୍ପାଦିକା ସୁରେଖା ସାହୁ ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଲେ

ସମ୍ବଲପୁର, (ଦାମୋଦର ପଣ୍ଡା) : କଂଗ୍ରେସ ଦଳର ସାଧାରଣ ସମ୍ପାଦିକା ସୁରେଖା ସାହୁ ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗଦାନ କରଛନ୍ତି । ଏହି ଉପଲକ୍ଷେ ଏକ ନିରାଡ଼ମ୍ବର ସଭାରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶ୍ରୀମତୀ ସାହୁଂକୁ ସ୍ୱାଗତ
Read More...

ପୋଡ଼ିଗଲା ଘର : ଘଟଣାର ତଦନ୍ତ କଲେ ତହସିଲଦାର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ସୁନାଖଡିକା ଗାଁର ଡମେ ମାଝୀଙ୍କ ଘରେ ନିଆଁ ଲାଗି ଯାଇଥିବା ଯୋଗୁଁ ତିନି ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ମତେ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁରେ ଗତ
Read More...

ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାଉତମୁଣ୍ଡା ଗ୍ରାମରେ ଗରିବ ଶ୍ରେଣୀର ବହୁ ପରିବାର ରହିଥାନ୍ତି । ତେବେ ଏହି ଗ୍ରାମର ଅନେକ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନେ ଭତ୍ତା ପାଇ ପାରି ନଥିବା
Read More...