Daily Archives

ସଂଜୟ ଦତ୍ତ କ୍ୟାନ୍‌ସର ଚିକିତ୍ସା ଭିତରେ ଆରମ୍ଭ କଲେ ‘ଶମ୍‌ଶେର’ର ସୁଟିଂ

ପତ୍ନୀ ମାନ୍ୟତା କହିଲେ : ‘ରୁକ୍‌ ଜାନା ନେହିଁ ତୁ କହିଁ ହାର୍‌କେ’ମୁମ୍ବାଇ : ବଲଉଡ଼ ତାରକା ସଂଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗର ଚିକିତ୍ସା ଭିତରେ ଆରମ୍ଭ କରି ଦେଇଛନ୍ତି ତାଙ୍କ ‘ଶମ୍‌ଶେର୍‌’ ଫିଲ୍ମର ସୁଟିଂ । ଏ ସଂପର୍କରେ ତାଙ୍କ ପତ୍ନୀ ମାନ୍ୟତା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟିଂ
Read More...

ରାସ୍ତା ନୁହେଁ ବରଂ ଦୁର୍ଦ୍ଦଶା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଣା ବସ୍ତି ରାସ୍ତା ଏକ ଜନଗହଳିପୂର୍ଣ୍ଣ ତଥା ସହରର ବାଣିଜ୍ୟରେ ଏକ ମୁଖ୍ୟ ଯୋଗାଯୋଗର ରାସ୍ତା । ହେଲେ ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି । ମାତ୍ର ୩ ବର୍ଷ ଆଗରୁ ନିର୍ମିତ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୯୦ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୦୯୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୩୯୬
Read More...

ଗଡିଲା ଏମଜିଏନଆରଇଜିଏସର ସଚେତନତା ରଥ : ଦାଦନ ମୁକ୍ତ ପାଇଁ ପଞ୍ଚାୟତ ସମିତିର ଦୃଢ ନିଷ୍ପତ୍ତି

କଳାହାଣ୍ଡି, (କେପିଏନ୍‌ଏସ୍‌) : ଲାଞ୍ଜିଗଡ଼ ପଞ୍ଚାୟତ ସମିତି ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଏହି ଯୋଜନାରେ ଅଧିକ କାର୍ୟ୍ୟ କରି ଲାଭବାନ ହୋଇଥିବା ଶ୍ରମିକ କୁମଖାଲ ପଞ୍ଚାୟତର ପୀତାମ୍ବର
Read More...

ଟିଟିଲାଗଡରେ ପ୍ରଥମ କୋରୋନା ରୋଗୀ ମୃତ

ଟିଟିଲାଗଡ଼, (ଗୌରବ ଦରଜୀ) : ଟିଟିଲାଗଡରେ ଆଜି ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ହେଲା ଟିଟିଲାଗଡ ସ୍ଥିତ ଏମ୍ ସି ଏଚ୍ ରେ ଚିକିତ୍ସିତ ହେଉଥିଲେ । ଟିଟିଲାଗଡର ହାଟପଦା ପଡା ୧୫ ନମ୍ୱର୍ ୱାର୍ଡର ମୃତ ମହିଳା ଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିବା
Read More...

ବାଲି ଘାଟ ଟେଣ୍ଡରର ଟଙ୍କା ଜମା ସରିବା ପରେ ବି ହୋଇନି ଚୁକ୍ତି : ବାଲି ମାଫିଆ ସକ୍ରିୟ : କ୍ଷତିରେ ରାଜସ୍ଵ ବିଭାଗ

ଦେଓଗାଁ, (ମନିଷ କୁମାର ସାହୁ) : ବହୁ ଦିନ ହେଲା ଦେଓଗାଁ ତହସିଲ ଅଧୀନରେ ଥିବା ସୋନଗଡ଼ ନଦୀର ବାଲିଘାଟ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଟେଣ୍ଡର ପାଇଥିବା ବିଡ଼ରମାନେ ସରକାରୀ ନିୟମ ଅନୁସାରେ ଟଙ୍କା ମଧ୍ୟ ଜମା କରିଛନ୍ତି । ହେଲେ ତହସିଲ କାର୍ୟ୍ୟାଳୟର ଅବହେଳା ଯୋଗୁଁ ଚୁକ୍ତି କରିବାରେ
Read More...

ଗତ ୨୪ ଘଂଟାରେ ଭାରତରେ ସବୁଠୁ ଅଧିକ ୧୧୩୩ ଜଣଙ୍କ କରୋନାରେ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା ୭୫,୮୦୯

ନୂଆଦିଲ୍ଲୀ : କରୋନା ସଂକଟ ଆହୁରି ଆହୁରି ଜଟିଳ ହେବାରେ ଲାଗିଛି । ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତରେ ଗତ ୨୪ ଘଂଟାରେ ସବୁଠୁ ଅଧିକ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫,୮୦୯ ଜଣ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୨,୮୦,୪୨୨ ଜଣ ଆକ୍ରାନ୍ତ
Read More...

ଏଲ୍‌ଏସି.ରେ ଆଖିବୁଜା ଗୁଳିବର୍ଷଣ : ଚୀନ୍‌ର ଚକ୍ରାନ୍ତକୁ ଭାରତୀୟ ସେନାର ମୁହୁଁତୋଡ଼୍‌ ଜବାବ୍‌

ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ହେଲା ଫାଇରିଂନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଟଣା ଓଟରା ସ୍ଥିତି ଆହୁରି ଆହୁରି ବଢ଼ୁଥିବା ବେଳେ ଗତ ରାତିରେ ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ଫାଇରିଂ ହୋଇଥିବା ଜଣାପଡ଼ିଛି । ଏହାପରେ ଉତ୍ତେଜନା ଆହୁରି ବଢ଼ିଛି । ୧୯୫୭ ପରେ ଏଭଳି ଫାଇରିଂ
Read More...

ହାଇପରସୋନିକ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ଡିଆରଡିଓକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ହାଇପରସୋନିକ ଜେଟ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)କୁ ଅଭିନନ୍ଦନ ଜଣାଇଛନ୍ତି ।ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ହାଇପରସୋନିକ ଯାନର ଆଜିର ସଫଳ ଉଡାଣ
Read More...

ଆଜି ପ୍ରଧାନମନ୍ତ୍ରୀ ଜୟପୁରର ‘ପତ୍ରିକା ଗେଟ୍‌’ ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଜୟପୁରର ପତ୍ରିକା ଗେଟ୍‌କୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ଆଇକନିକ୍‌ ଗେଟ୍‌କୁ ପତ୍ରିକା ଖବରକାଗଜ ଗୋଷ୍ଠୀ ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି
Read More...