Daily Archives

ଦେଶରେ ଦୈନିକ ନମୁନା ପରୀକ୍ଷଣରେ ଅଭୂତପୂର୍ବ ବୃଦ୍ଧି

• ଗତକାଲି ୨୪ ଘଣ୍ଟା ମଧ୍ୟରେ ୧୧.୭୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା• ଏପର୍ୟ୍ୟନ୍ତ ୪.୫ କୋଟିରୁ ଅଧିକ ପରୀକ୍ଷା ସମ୍ପନ୍ନନୂଆଦିଲ୍ଲୀ, (ପିଆଇବି) : ଦିନକୁ ଅନୁନ୍ୟ ୧୦ ଲକ୍ଷ ନମୁନା ପରୀକ୍ଷଣର ଲକ୍ଷ୍ୟ ନେଇ ଗତ ୨ ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ଉନ୍ନତି ଘଟିଛି ।ଗତକାଲି ୨୪ ଘଣ୍ଟା
Read More...

ଇସିଏଲ୍‌ଜିଏସ୍‌, ପିସିଜିଏସ୍‌ ଏବଂ ଏସ୍‌ଓଡିଏସ୍‌ର କାର୍ୟ୍ୟକାରିତା ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌), ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା (ପିସିଜିଏସ୍‌-୨.୦) ଏବଂ ସବ୍‌ର୍ଡିନେଟ୍‌ ଋଣ ଯୋଜନା
Read More...

ଖପ୍ରାଖୋଲ ଷ୍ଟେଟ ବ୍ୟାଙ୍କ ଶାଖା ଶନିବାର ଯାଏଁ ସଟ୍‌ଡାଉନ୍‌

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ସଦର ମହକୁମାଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅପ୍‌ ଇଣ୍ଡିଆ ଶାଖାରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ଜଣାପଡିବା ପରେ ବ୍ୟାଙ୍କ ପରିଚାଳକ ଶନିବାର ଯାଏଁ ବ୍ୟାଙ୍କକୁ ବନ୍ଦ ପାଇଁ ନୋଟିସ୍‌ ଦେଇଛନ୍ତି । ସେହିପରି ବ୍ୟାଙ୍କ ସହ ନିକଟରେ
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଆରୋଗ୍ୟ କାମନାରେ ଆଜି ସଂଧ୍ୟାରେ ହେବ ଦୀପ ପ୍ରଜ୍ୱଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ତଥା ଗରିବ ଖଟିଖିଆଙ୍କ ସୁଖଦୁଃଖର ସାଥୀ ଲଳିତ ନାୟକ ଏବେ ଅସ୍ଥିମଜ୍ଜା କ୍ୟାନ୍‌ସର୍‌ ରୋଗରେ ପୀଡ଼ିତ ଥିବା ବେଳେ ସେ କଟକରେ ଚିକିତ୍ସତ ହେଉଛନ୍ତି । ତେବେ ତାଙ୍କ ଆରୋଗ୍ୟ କାମନା
Read More...

ଆସନ୍ତା କାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ତେବେ ଶନିବାର ଅପରାହ୍ନ ୪ଟାରେ ପରୀକ୍ଷ ଫଳ ପ୍ରକାଶ ପାଇବା ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହା ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇ
Read More...

ସମ୍ବଲପୁରରେ କରୋନା ସ୍ଥିତି ଜଟିଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରର ଆଉ ଜଣେ ଡାକ୍ତର, ଭାରତୀୟ ଚିକିତ୍ସକ ସଙ୍ଘ ସମ୍ପାଦକ ଡା. ସାଜନ୍ ପାନ୍‌ସାରୀଙ୍କ କରୋନାରେ ମୃତ୍ୟୁ ଘଟିଛି। ୫୭ ବର୍ଷ ବୟସ୍କ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରଥମେ ସମ୍ବଲପୁରରେ ଓ ପରେ ରାଉକେଲାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ
Read More...

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ…

ସମ୍ବଲପୁର(ଦାମୋଦର ପଣ୍ଡା) : ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଘ.୩୦ମି.ରେ ବାହାରିବ ଓ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ
Read More...

ବେଦାନ୍ତ କର୍ମଚାରୀ ନିଖୋଜ ଘଟଣା : ଡ୍ୟାମରୁ ଉଦ୍ଧାର ହେଲା ମୃତ ଦେହ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଟାଙ୍ଗନକନା ଡ୍ୟାମରେ ଗତ ଗୁରୁବାର ଦିନ ନିଖୋଜ ହୋଇଥିବା ବେଦାନ୍ତ କମ୍ପାନୀର କର୍ମଚାରୀ ପ୍ରତ୍ୟୁଷ ପ୍ରଧାନ(୩୨)ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ,
Read More...