Daily Archives

ସାମ୍ବାଦିକଙ୍କୁ ବୀମା ସୁରକ୍ଷା ପ୍ରଦାନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ୟୁପି ସରକାରଙ୍କ ପାଖରେ ଦାବୀ

ଲଖ୍‌ନୌ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ସାମ୍ବାଦିକମାନଙ୍କୁ ବୀମା ସୁରକ୍ଷା ପ୍ରଦାନ କରିବା ପାଇଁ ଦାବୀ ରଖିଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ କାଳରେ ସାମ୍ବାଦିକମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଲକ୍ଷେ୍ନøରେ
Read More...

ବ୍ଲକ୍‌ ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ୍‌ର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀମତୀ ସନ୍ତୋଷିନୀ ସେଠୀ, ବ୍ଲକ୍‌ ଶିକ୍ଷାଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ପୁଣି ୩୨୧୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୨୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୬, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଭଦ୍ରକରୁ ୮୭, ବଲାଙ୍ଗିରରୁ
Read More...

ଭୀମସାରରେ ଚୁକ୍ତଭିତ୍ତିକ ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାରରେ ଚୁକ୍ତଭିତ୍ତିକ ନିଯୁକ୍ତିରେ ଥିବା ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ଦୀର୍ଘ ଛଅ ବର୍ଷରୁ ଅଧିକ ଚାକିରି କଲା ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ନର୍ସମାନେ ବହୁଥର ଆନ୍ଦୋଳନ କରିଥିଲେ । ଏହା ବାହାରେ ମଧ୍ୟ ଚୁକ୍ତଭିତ୍ତିକ
Read More...

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମନ୍ତ୍ରିମଣ୍ଡଳର ଶୋକପ୍ରକାଶ

● ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନାନୂଆଦିଲ୍ଲୀ, (ପିଆଇବି) : ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଶୋକପ୍ରକାଶ କରାଯାଇଛି । ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ମନ୍ତ୍ରିମଣ୍ଡଳ ତରଫରୁ ଦୁଇ
Read More...

ନୂତନ ଶୀତଳ ଶୃଙ୍ଖଳ ପ୍ରକଳ୍ପରୁ ୨,୫୭,୯୦୪ କୃଷକ ଉପକୃତ ହେବେ : ହରସିମରତ କୌର ବାଦଲ

● ପ୍ରକଳ୍ପଗୁଡିକ ୧୬,୨୦୦ କୃଷକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ● ପ୍ରଧାନ ମନ୍ତ୍ରୀ କିସାନ ସଂପଦା ଯୋଜନା ଅଧୀନରେ ୨୭ଟି ପ୍ରକଳ୍ପକୁ ମିଳିଛି ଅନୁମୋଦନନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ
Read More...

ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ଗ୍ରାମବାସୀ କ୍ରମଶଃ ସଶକ୍ତ ହେଉଛନ୍ତି : ଓଡ଼ିଶାର ସଫଳ କାହାଣୀ

ଭୁବନେଶ୍ୱର, (ପିଆଇବି) : କୋଭିଡ୍‌ ମହାମାରୀ ଯୋଗୁଁ ନିଜ ନିଜର ଭିଟାମାଟିକୁ ଫେରିଆସିଥିବା ଶ୍ରମିକ ଏବଂ ସ୍ଥାନୀୟ ଅଭାବୀ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଓଡିଶା ସମେତ ୬ଟି ରାଜ୍ୟରେ କାର୍ୟ୍ୟକାରୀ ହେଉଛି । ଅନ୍ୟ ରାଜ୍ୟଗୁଡିକ ହେଲେ ବିହାର, ଝାଡଖଣ୍ଡ,
Read More...