Monthly Archives

August 2020

ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି । ଏହାର ଲାଇଭ
Read More...

ବରୋବାହାଲ ଗାଁର ଉଇହୁଙ୍କା ଭିତରେ ଶିବ ଲିଙ୍ଗ ଆବିର୍ଭାବ

ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ) : ବିଶ୍ୱାସ କରି ନ ହେବା ଭଳି ଏକ ଘଟଣା ଘଟିଛି ବଂଗୋମୁଣ୍ଡା ବ୍ଲକର ବରୋବାହାଲ ଗାଁରେ । ଆଜିର ବିଜ୍ଞାନ ଯୁଗରେ ଯଦି ବି ଏହାକୁ ବିଶ୍ୱାସ କରାଯାଇ ପାରୁନାହିଁ, ତଥାପି ଧାର୍ମିକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏ ଖବର ଜୋର୍ ଧରିଛି । ବଲାଙ୍ଗିର ଜିଲ୍ଲା
Read More...

କବିତା : ଝଡ଼

ମୁଁ ଜାଣେଝଡ଼ରେ ଭାଙ୍ଗିଲେ ପୁଣି ଉଠିବୁ ଅମାନିଆ ଲୁହକୁ ଜମା ଅନାନାପବନକୁ ଭୂତ ଭାବି ଥରିବାର ନାହିଁବନ୍ୟା ଅଜଗର ସୁଅଯାଉ ଯୁଆଡେ଼ ବାଡ଼ ଭାଙ୍ଗି ଆ, ପିଲାପିଲିଙ୍କୁ ପାଖରେ ବସେଇଆଶ୍ୱସ୍ତ ହ'ଦିଅଁଙ୍କୁ ଦୟାବନ୍ତ କହରାତିକୁ କହ ପ୍ରିୟ ସାଥୀକ୍ଷତିକୁ ନୂଆ ଆଶାର ଫରୁଆ ତଳେଲୁଚେଇ ଦେ'
Read More...

କଂଟାବାଂଜି : ୪ଟି ୱର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

କଂଟାବାାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ପ୍ରଶାସନ ପକ୍ଷରୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ଚାରୋଟି ୱର୍ଡ ଯଥାକ୍ରମେ ୨, ୫, ୧୦ ଓ ୧୧କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ଅଭାବୀ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ
Read More...

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ : ଘରେ ରହିବାକୁ ସରକାରଙ୍କ ଅପିଲ

ମୁମ୍ବାଇ, (କେପିଏନ୍ଏସ୍) : ସାରା ରାଷ୍ଟ୍ରରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ମହାରାଷ୍ଟ୍ରରେ ତାଣ୍ଡବ ରଚିଛି ଘନଘୋର ବର୍ଷା । ବୁଧବାର ଦିନ ହୋଇଥିବା ଲଗାତାର ବର୍ଷା ଯୋଗୁଁ ଆରବ ସାଗର ଫୁଲି ଉଠି ସହର ଆଡ଼କୁ ମାଡ଼ି ଆସିଛି । ଫଳରେ ମୁମ୍ବାଇ ସହରର ବିଭିନ୍ନ ଅଂଚଳ ଜଳାନ୍ନବ
Read More...

କଳାହାଣ୍ଡି ଯୁବଲେଖକ ସମାବେଶ ତରଫରୁ ସ୍ୱଭାବ କବି ଜୟନ୍ତୀ

କଳାହାଣ୍ଡି,(କେପିଏନେସ): ସ୍ୱଭାବ କବି ଗଙ୍ଗାଧର ମେହେର ନିଜ ଜୀବନ କାଳ ମଧ୍ୟରେ ସାହିତ୍ୟ ସାଧନା କରି ସାରା ବିଶ୍ୱ ପାଇଁ ଅମୂଲ୍ୟ ସାହିତ୍ୟ କୃତି ଛାଡି ଯାଇଛନ୍ତି। ପାରିବାରିକ ସମସ୍ୟା ଓ ଦାରିଦ୍ର‌୍ୟ ଗଙ୍ଗାଧରଙ୍କ ପ୍ରତିଭାକୁ ଗୌଣ କରିପାରିନଥିଲା, ବରଂ ଦାରିଦ୍ର‌୍ୟର କଷାଘାତରେ ତାହା
Read More...

ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସ୍ୱାଭିମାନୀ କଳାକାର ବୃନ୍ଦ

ବଲାଙ୍ଗିର, (କେପିଏନ୍ଏସ୍) : ୫ ମାସରୁ ଊଦ୍ଧ୍ୱର୍ କାଳ ହେଲା କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଜୀବନ ଜୀବିକା ଠପ୍ ହୋଇ ପଡ଼ିଥିବା ବେଳେ ଅନେକ ସ୍ଥାନରେ ସ୍ୱାଭିମାନର ସହ ବଂଚୁଥିବା କଳାକାରମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । କିଏ ନାଚଗୀତରେ ଜୀବିକା
Read More...

ସିନ୍ଧେକେଲା : ୧୧ ତାରିଖ ଦିନ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ସିନ୍ଧେକେଲା, (ଗୁରୁଦୟାଲ ହଂସ) : ଆସନ୍ତା ୧୧ ତାରିଖ ଦିନ ସିନ୍ଧେକେଲାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବିଜେଡ଼ି. ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ସ୍ଥାନୀୟ ଦୁଆରସେନୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୨୧ ଜଣ ସଂକ୍ରମିତ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ବଲାଙ୍ଗିର ପୌରାଂଚଳର, ଦୁଇ ଜଣ ମିହଳା କୋଭିଡ଼୍ ଯୋଦ୍ଧା ଏବଂ ଜଣେ ସିଆରପିଏଫ ଜବାନ ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ଆଜି ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ମହିଳା
Read More...

ବରଗଡ଼ରୁ ଆଜି ୮୧ ଜଣ ଚିହ୍ନଟ

ବରଗଡ଼, (କେପିଏନ୍ଏସ୍) : ଆଜି ବରଗଡ଼ ଜିଲ୍ଲାରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ବରଗଡ଼ ପୌରାଂଚଳର ୩୨ ଜଣ, ସୋହେଲା ବ୍ଲକର ୪ ଜଣ, ଭେଡେ଼ନ ବ୍ଲକର ୩ ଜଣ, ଭଟଲି ବ୍ଲକର ୧୧ ଜଣ, ଗାଏସିଲେଟ ବ୍ଲକର ୧୫ ଜଣ, ଆମ୍ବାଭୋନା ବ୍ଲକର ୪ ଜଣ, ପଦ୍ମପୁର ଏନ୍ଏସି.ର ୩ ଜଣ,
Read More...
error: Content is protected !!