Monthly Archives

August 2020

ଦେଶରେ ଆଜି ୬୪,୩୯୯ ନୂଆ ଆକ୍ରାନ୍ତ : ୮୬୧ ଜଣ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବୋଲ ମାନୁନି କରୋନା । ଆଜି ଦେଶରେ ପୁଣି ୬୪,୩୯୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟାରେ କରୋନାରେ ୮୬୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୦କୁ ପହଂଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ୪୩ ହଜାର
Read More...

କେମିତି ଅଛନ୍ତି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର କଳାକାର?

ସହାୟତା ପାଇଁ ନିବେଦନ କଲେ ସଭାପତି ଓ ସଂପାଦିକାକଳାହାଣ୍ଡି,(କେପିଏନେସ): ସମସ୍ତ କଳାକାର ଦିବ୍ୟାଙ୍ଗ । କିନ୍ତୁ ଐଶ୍ୱରିକ ପ୍ରତିଭା ବଳରେ ସମସ୍ତେ ନିଜ ନିଜ ପ୍ରତିଭାରେ ବଳୀୟାନ । କିଏ କେସିଓରେ ମାଷ୍ଟର ତ ଆଉ କାହାର ତବଲା ତାଳେ ତାଳେ ଦର୍ଶକଙ୍କ ମନ ଭରିଯାଏ । କଣ୍ଟର ଯାଦୁଗରୀ ସ୍ପର୍ଶରେ
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଭଲ୍ଲାଲଦେବ

ହାଇଦ୍ରାବାଦ, (କେପିଏନ୍ଏସ୍): ତେଲୁଗୁ ସିନେମାରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତା ତଥା ‘ବାହୁବଳୀ’ଚଳଚୀତ୍ରର ଖଳନାୟକ ରାଣା ଦଗ୍ଗୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପ୍ରେମିକା ମିହିକା ବଜାଜଙ୍କୁ ହାଇଦ୍ରବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡି ପରମ୍ପରାରେ ବିବାହ
Read More...

ବଲାଙ୍ଗିର ମାଟିର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ‘ଗଗନଯାନ’ ଟିମରେ ସାମିଲ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟିର ତଥା ଓଡ଼ିଶା ରାଜ୍ୟର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ଏବେ ମିସନ ‘ଗଗନଯାନ’ ପାଇଁ ମନୋନୀତ ହୋଇଥିବା ବେଳେ ଏଥିପାଇଁ ସେ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ‘ଗଗନଯାନ’ ତାଲିକାରେ ତାଙ୍କ ନାମ ପ୍ରକାଶିତ ହେବା ପରେ ସାରା ଓଡ଼ିଶାରେ
Read More...

ରେଙ୍ଗାଲିଠାରେ ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ

ସମ୍ବଲପୁର(ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ନୂଆ ସିଭିଲ ଜଜ (ଜୁନିଅର ଡିଭିଜନ) ତଥା ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ ରହିଛି । ହାଇକୋର୍ଟ ଏ ସମ୍ପର୍କରେ ରେଙ୍ଗାଲିରେ ଥିବା ବିଭିନ୍ନ ବ୍ୟବସ୍ଥା ପ୍ରସଙ୍ଗରେ ଯଥାଶୀଘ୍ର ସବିଶେଷ ତଥ୍ୟ ଦାଖଲ ପାଇଁ ସମ୍ବଲପୁର ଜିଲ୍ଲା ଓ
Read More...

ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଳନ ପାଇଁ ସରକାରୀ କଟକଣା କୋହଳ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୩ତାରିଖରେ କୋଶଳାଂଚଳର ମହାନ ଗଣପର୍ବ ତଥା କୃଷିଭିତ୍ତିକ ପର୍ବ, ଏକ ଐତିହାସିକ ପର୍ବ ଓ ଏ ଅଂଚଳର ସମସ୍ତ ମାନସ ପଟରେ ଜଡିତ ଥିବାରୁ କୋଭିଡ-୧୯ ପାଇଁ ଲାଗୁ ହେଉଥିବା ସରକାରୀ କଟକଣାକୁ କୋହଳ କରିବା ପାଇଁ ବଲାଙ୍ଗିର ନାଗରିକ କମିଟିର ସଭାପତି ବିକ୍ରମ
Read More...

ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ପାଇଁ ବିଜୁ ଜନତା ଦଳ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ ଲାଇନ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୩ ରୁ ଘ.୫.୩୦ମି. ପର୍ଯ୍ୟନ୍ତ ନୂତନ ଶିକ୍ଷାନୀତି ୨୦୨୦ ପାଇଁ ବିଜୁ ଜନତା ଦଳ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳା ମାନ୍ୟବର ବିଧାୟକ ଖଣ୍ଡପଡାସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର
Read More...

କରୋନା ମୁକ୍ତ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ୨୯ ଦିନ ଧରି ଚିକିତ୍ସିତ ହେବା ପରେ କରୋନା ମୁକ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କ ପିତା ଅମିତାଭ ବଚ୍ଚନ ଏହା ପୂର୍ବରୁ କରୋନାରୁ ଆରୋଗ୍ୟ
Read More...

ପତ୍ନୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ : ଆତ୍ମ ସମର୍ପଣ କଲା ହତ୍ୟାକାରୀ

ନବରଂଗପୁର, (କେପିଏନ୍ଏସ୍) : ଜନୈକ ଯୁବକ ନିଜ ପତ୍ନୀର ଚରିତ୍ରକୁ ସଂଦେହ କରି ହତ୍ୟାକାଣ୍ଡ ଘଟାଇବା ପରେ ଆତ୍ମ ସମର୍ପଣ କରିଛି ପୁଲିସ ପାଖରେ । ଏହି ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ନବରଂଗପୁର ଜିଲ୍ଲା ଅଧୀନସ୍ଥ ଝରିଗାଁ ଥାନାର ହାତିବାରୀ ଗାଁରେ ଘଟିଛି ଏ ଭଳି ଏକ ଘଟଣା ।
Read More...
error: Content is protected !!