Monthly Archives

August 2020

ଚିତି ସାପ କାମୁଡ଼ିବାରୁ ଯୁବକଙ୍କ ମୃତ୍ୟୁ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଚିତି ସାପ କାମୁଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ପିପଲବାହାଲିର ଦ୍ୱିତିକୃଷ୍ଣ ନନ୍ଦଙ୍କ ପୁଅ ଦୀପକ ନନ୍ଦ(୧୮)ଙ୍କୁ ଗତରାତିରେ ଖଟରେ ଶୋଇଥିବା ବେଳେ ପ୍ରାୟ ରାତି ୨ଟା ସମୟରେ ଏକ ବିଷଧର ଚିତି
Read More...

କରୋନା କଟକଣା ସବୁ ଫେଲ୍‌ ମାରୁଛି ନୂଆଁଖାଇ ହାଟରେ

ଟିଟିଲାଗଡ, (ଗୌରବ ଦର୍ଜୀ) : କରୋନା ଚାଟି ନେଇଛି ନୂଆଁଖାଇ । ଆମର ପଶ୍ଚିମ ଓଡ଼ିଶାର ବହୁତ୍ ବଡ଼ ପର୍ବ ନୂଆଁଖାଇ । ଏହି ସମୟରେ ଯିଏ ଯେଉଁଠି ଥାଉନା କାହିଁକି ନିଜ ଘର ମୁହାଁ ହୋଇଥାନ୍ତି । କୃଷି ଭିତ୍ତିକ ଗଣପର୍ବ କୁହା ଯାଉଥିବା ଏହି ପର୍ବ ଆମ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ । ଦୋକାନ
Read More...

ପୁରୁଣାକଟକ ଠାରେ ପରିବା ବୋଝେଇ ଗାଡି ଦୁର୍ଘଟଣା

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଠାରେ ଏକ ପରିବା ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଓଡ଼ି ୦୩ ୦୬୪୨୭ ନମ୍ବର ମ୍ୟାକ୍ସ ପିକ୍ପ ଗାଡିଟି ସୋନପୁର ଡୁଙ୍ଗିରିପାଲିରୁ ବ୍ରହ୍ମପୁର
Read More...

ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ କରୋନା ପଜିଟିଭ୍‌‌ ବାହାରିଥିବା ସେ ନିଜେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ତେବେ ସେ ଜଗନ୍ନାଥଙ୍କ କରୁଣାରୁ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।
Read More...

ବଲାଙ୍ଗିର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିରରେ ଆଜି ଅପରାହ୍ନ ସମୟରେ କିଛି ସମୟ ଜୋର୍‌ ବର୍ଷା ହେବା ଫଳରେ ସହର ମଧ୍ୟରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡ଼ିଆରେ ବଲାଙ୍ଗିରର କିଛି ବୁଦ୍ଧିଜୀବୀ
Read More...

ଟଙ୍କାଏରେ ମିଳୁଛି ମାକ୍ସ

ବରଗଡ଼, (ଗୋପୀନାଥ ସାହୁ) : କରୋନା ମହାମାରୀ ଠାରୁ ସୁରକ୍ଷା ନିମନ୍ତେ ବରଗଡ ଜିଲ୍ଲାବାସୀଙ୍କ ପାଇଁ ମିଳୁଛି ଗୋଟିଏ ଟଙ୍କାରେ ମାସ୍କ । ବିଶ୍ବାସ ନହେଲେ ମଧ୍ୟ ସତ । ବରଗଡ଼ ସହରରେ ଗୋଟିଏ ଟଙ୍କାରେ ଗୋଟିଏ ମାସ୍କ ମିଳୁଛି । ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ ଅତ୍ୟନ୍ତ
Read More...

“ସ୍ୱଦେଶୀ ମାଇକ୍ରୋପ୍ରୋସେସର୍‌ ଚାଲେଞ୍ଜ”ର ଶୁଭାରମ୍ଭ କଲେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ…

• ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ : ରବିଶଙ୍କର ପ୍ରସାଦ• ୨୦୨୦ ଅଗଷ୍ଟ ୧୮ ତାରିଖ ଠାରୁ ମାଇଁ ଗଭ୍‌ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହେବ ପଞ୍ଜିକରଣ ପକ୍ରିୟା• ୧୦୦ ସେମି-ଫାଇନାଲିଷ୍ଟଙ୍କ ପାଇଁ ମୋଟ ୧.୦୦ କୋଟି ପୁରସ୍କାର ଜିଣିବାର ସୁବର୍ଣ୍ଣ
Read More...

ମହାବୀର ରେସିଡେନ୍ସି ହେଲା କଂଟେନମେଂଟ ଜୋନ : ଘୋଷଣା କଲେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ୱାର୍ଡ ନଂ.୧୪ ମହାବୀର ରେସିଡେନ୍ସିକୁ ବୁଧବାର ଦିନ ଟିଟିଲାଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ ଉପାଧ୍ୟାୟ କଂଟେନମେଂଟ୍‌ ଜୋନ ଘୋଷଣା କରିଛନ୍ତି । ଉପଜିଲ୍ଲାପାଳ ତଥା ଏସ.ଡି.ଏମ. ଟିଟିଲାଗଡଙ୍କ ପତ୍ର ସଂଖ୍ୟା
Read More...

ଆଦିବାସୀ ସମାଜ ପକ୍ଷରୁ ଦାବୀ : ଶିକ୍ଷାନୀତି ଓ ଆଦିବାସୀ ଜମି ବିକ୍ରି ଉପରେ ପରିବର୍ତ୍ତନ ଦରକାର

ବୌଦ୍ଧ, (ବଂଶୀଧର ମାଝୀ) : ଆଦିବାସୀଙ୍କ ଜମିକୁ ବିଭିନ୍ନ ସ୍ଥାନରେ ଜମି ମାଫିଆମାନେ ଚଞ୍ଚକତା କରି ହଡପ କରୁଥିବାରୁ ଆଦିବାସୀଙ୍କ ଜମି କିଣାବିକା ଉପରେ ଅନୁମତି ନଦେଇ ସରକାରୀ ସ୍ତରରେ ରୋକ ଲଗାଇବାକୁ ନିବେଦନ କରି ଗୋଁଣ୍ତୱାନା ଗୋଁଣ୍ତ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୫ ଦଫା
Read More...

+୨ ବାଣିଜ୍ୟ ଫଳାଫଳ : ଚୁଡ଼ାପାଲିର ଶିଖା ଅଗ୍ରୱାଲ ପାଇଲେ ୯୦.୩%

ଚୁଡ଼ାପାଲି, (ଅଶ୍ୱିନୀ କୁମାର ନାଏକ) : ଆଜି +୨ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇଥିବା ବେଳେ ଚୁଡ଼ାପାଲିର ଶିଖା ଅଗ୍ରୱାଲ ୯୦.୩% ମାର୍କ ରଖିଛନ୍ତି । ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ସେ ବରଗଡ଼ ବିକାଶରେ ଅଧ୍ୟୟନ କରୁଥିବା ବେଳେ ୬୦୦ ମାର୍କରୁ ୫୪୨
Read More...