Monthly Archives

August 2020

ପାଇଖାନା ଛାତ ପଡି ଛାତ୍ର ମୃତ୍ୟୁ ଘଟଣା : ନରସିଂହଙ୍କ ହସ୍ତକ୍ଷେପରେ ମୃତକ ପରିବାର ପାଇଁ ଆସିଲା ସହାୟତା ରାଶି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ବର୍ଷ ନଭେମ୍ବର ୯ ତାରିଖ ଦିନ ସ୍ଥାନୀୟ ଟିକ୍ରାପଡା ସ୍ଥିତ ୟୁଜିଏମ୍‌ଇ ସ୍କୁଲର ପାଇଖାନା ଛାତ ପଡି ସବିତା ଖର୍ସେଲଙ୍କ ପୁଅ ଅତିସ ଖର୍ସେଲଙ୍କ ଅଭାବନୀୟ ମୃତ୍ୟୁ ଘଟିଥିଲା । ସେ ସମୟରେ ଏହି ଘଟଣା ସାରା ସହରରେ ଶିକ୍ଷା ବିଭାଗର ଅବହେଳା ତଥା ଦାୟିତ୍ୱହୀନତା
Read More...

ଜିଲ୍ଲା କଂଗ୍ରେସ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଜିଲ୍ଲା ଯୁବ କଂଗ୍ରେସ ଦ୍ୱାରା ଚାରା ବଣ୍ଟନ କାର୍ଯ୍ୟକ୍ରମବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ ପାଳିତ
Read More...

ଜଙ୍ଗଲ ସୁରକ୍ଷା ଆମର ମୂଳ ଲକ୍ଷ୍ୟ : ବାଳଗୋପାଳ ମିଶ୍ର

ଘରଭଂଗା ଘଟଣା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଂଗଲ ସୁରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ପୂର୍ବତନ ସାଂସଦ ତଥା ବିଧାୟକ ବାଳଗୋପାଳ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୧୯୭୩ ମସିହାରୁ ଲୋଇସିଂହା, ଆଗଲପୁର ଅଂଚଳରେ ଜଂଗଲ ବଂଚାଇ ରଖିବା ପାଇଁ
Read More...

ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତି ସଂଘାତିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗତ ୨୪ ଘଂଟାରେ ରାଜ୍ୟରେ ୨୮୯୮ ନୂଆ ଚିହ୍ନଟ ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ୧୭୩ ଜଣ ଚିହ୍ନଟ ହୋଇଥିବା ଦର୍ଶାଇଛନ୍ତି । ଗତକାଲି ସରକାରୀ ରିପୋର୍ଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣି ଲୋକେ ଟିକେ ଆଶ୍ୱସ୍ତ ହୋଇଥିଲେ ।
Read More...

ଘୁନସରରେ ୪୮ଘଣ୍ଟା ପାଇଁ ସଟଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଘୁନସର ସରପଞ୍ଚ ଦ୍ରୌପଦୀ ବେହେରା ଜିଲ୍ଲାପାଳ କ୍ଷମତା ଦେଖାଇ ପଞ୍ଚାୟତ କୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ
Read More...

ପ୍ରତିରୋଧ ମାନୁନି କରୋନା : ଆଜି ଦେଶରେ ୬୯,୬୫୨ ଓ ଓଡ଼ିଶାରେ ୨୮୯୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତିରୋଧକୁ ମାନୁନି କରୋନା । ହୁ ହୁ ହୋଇ ବଢ଼ୁଛି ରାଜ୍ୟରୁ ଦେଶ ଯାଏଁ । ଆଜି ଦେଶରେ ଗତ ୨୪ ଘଂଟା ମଧ୍ୟରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୨୮୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ
Read More...

କରୋନା ମାଡ଼ରେ ଫିକା ପଡ଼ିବ ନୂଆଁଖାଇ ପର୍ବ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ନୂଆଁଖାଇ ପର୍ବ ହେଉଛି ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ ଓ ଭାଇଚାରାର ପର୍ବ । ଗାଁ ଠୁ ଆରମ୍ଭ କରି ସହର ପର୍ୟ୍ୟନ୍ତ, ଗରିବ ଠୁ ଧନୀ କିଛି ଫରକ୍ ନାହିଁ । ସମସ୍ତେ ସମାନ ଭାବରେ ପାଳନ କରିଥାନ୍ତି ନୂଆଁଖାଇ ପର୍ବ । ଏହା ଏକ ଚାଷୀ ଭିତ୍ତିକ ପର୍ବ । ଯେତେ
Read More...

ମହିଳାଙ୍କ ମୃତ୍ୟୁକୁ ନେଇ ସରକାରୀ ଡାକ୍ତରଖାନାରେ ଉତ୍ତେଜନା

ରାଉରକେଲା, (କେପିଏନ୍‌ଏସ୍‌) : ମହିଳାଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ମାଲଗୋଦାମ ସର୍ଦ୍ଦାର ବସ୍ତିର ସୁଶୀଳା ଟପ୍ପୋ(୪୧)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉତ୍ତେଜନା ସୃଷ୍ଟି ହେବାରୁ ଡିଏସ୍‌ପି.
Read More...

କରୋନା ସ୍ଥିତି ଯୋଗୁଁ ଆର୍ଥିକ ଚାପର ସମ୍ମୁଖୀନ ଶକ୍ତି କ୍ଷେତ୍ରକୁ ନଗଦ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କରୋନା ମହାମାରୀ ଦ୍ୱାରା ଆର୍ଥିକ ଚାପର ସମ୍ମୁଖୀନ ହୋଇଥିବା ଶକ୍ତି କ୍ଷେତ୍ରକୁ ଏକକାଳୀନ ଅର୍ଥ ସହାୟତା ଯୋଗାଇ
Read More...

ଡିଜିଟାଲ ଭାରତ ପାଇଁ ଏକ ବୃହତ ବିଜୟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଇ-ସଞ୍ଜିବନୀ ଟେଲି ମେଡ଼ିସିନ ସେବା ଦ୍ଵାରା ରେକର୍ଡ ସଂଖ୍ୟକ ୨ ଲକ୍ଷ ଟେଲି ପରାମର୍ଶନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଇ-ସଞ୍ଜିବନୀ ଡିଜିଟାଲ ପ୍ଲାଟଫର୍ମ ଦ୍ଵାରା ୨ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି । ମାତ୍ର ୧୦ ଦିନ
Read More...