Daily Archives

ଟିଟିଲାଗଡ଼ରେ ଅଲଟ୍ରାସାଉଣ୍ଡ ପାଇଁ ରୋଗୀ ହନ୍ତସନ୍ତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ବହୁ ଦୂର ଦୁରାନ୍ତରୁ ଅନେକ ରୋଗୀ ଆସିଥାନ୍ତି । କେବଳ ଟିଟିଲାଗଡ ଚିକିତ୍ସାଳୟକୁ ନୁହେଁ ଏଠାରେ ଥିବା ଛୋଟ ବଡ଼ କ୍ଲିନିକ୍ କୁ ମଧ୍ୟ ବହୁ ଦୂରରୁ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ରୋଗୀ ଓ ତାଙ୍କ ପରିଜନ
Read More...

ଦେଓଗାଁ : ୫୦ ଲକ୍ଷ ଟଙ୍କାର ମିନି ଷ୍ଟାଡିୟମରେ ପଡିନି ବଲ କି ହୋଇନି ପ୍ରତିଯୋଗିତା : ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ…

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁରେ ରହିଛି ଦୁଇ ଦୁଇଟି ଖେଳ ପଡିଆ । ଦେଓଗାଁ ବାଳିକା ହାଇସ୍କୁଲ ପଛପଟେ ଅଛି ନେହେରୁ ଖେଳ ପଡିଆ ଓ ଅନ୍ୟଟି କଲେଜ୍ ପଛପଟେ ରହିଛି ୧୧ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମ । ହେଲେ ବାଳିକା ହାଇସ୍କୁଲ ପଛପଟେ ଥିବା ନେହେରୁ ପଡ଼ିଆରେ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୧୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୩୦୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୧୪୬ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ
Read More...

୫୯ତମ ବଲାଙ୍ଗିର ଜିଲ୍ଳା ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ସାମ୍ବାଦିକ ସଂଘର ୫୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । କରୋନା ପରିସ୍ଥିତି ଯୋଗୁଁ ନିରାଡମ୍ବର ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କେବଳ ସଂଘର ସୀମିତ ସଭ୍ୟମାନଙ୍କ ସମାଗମରେ ନିରାଡମ୍ବର ଭାବେ ସାମ୍ବାଦିକ ସଂଘର
Read More...

ସମ୍ବଲପୁରରେ କରୋନା ସଂକ୍ରମଣ ସ୍ଥିତି ଅସମ୍ଭାଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଶନିବାର ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ଏଠି ମୃତ୍ୟୁ ସଂଖ୍ୟା ୪୧ ରେ ପହଞ୍ଚିଛି। ସାହୁ କଲୋନୀର ଜଣେ ମହିଳା ଭୀମସାରକୁ ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କ କରୋନା ପୋଜିଟିଭ୍ ବାହାରିବାରୁ ସମ୍ବଲପୁର
Read More...

ଦଶାହ ଉପଲକ୍ଷେ ଶିକ୍ଷୟତ୍ରୀ ନିରଦପ୍ରଭା ପାଢ଼ୀଙ୍କୁ ଶ୍ରଦ୍ଧା ସୁମନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶାହ ଉପଲକ୍ଷେ ସ୍ଥାନୀୟ ପେଲେସ୍‌ ଲାଇନ୍‌ର ନିରଦପ୍ରଭା ପାଢ଼ୀଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରାଯାଇଛି । ଏହି ଅବସରରେ ତାଙ୍କ ସ୍ୱାମୀ ଶରଦିନ୍ଦୁ ଭୂଷଣ ହୋତା ଏବଂ ତାଙ୍କ ପରିବାର ବର୍ଗ ତଥା ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳି ଦିଆଯାଇଥିବା ବେଳେ
Read More...