Daily Archives

ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

ରାଉରକେଲା, (କେପିଏନ୍‌ଏସ୍‌) : ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ପାର୍ଥିବ ଶରୀର ଆଜି ବେଦବ୍ୟାସରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଡାକ୍ତର ମହାପାତ୍ର ଲାଠିକଟା ଡାକ୍ତରଖାନାରେ ଚିକିତ୍ସକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପରେ
Read More...

ଅଇଁଲାସାରି ଗାଁର ବିଶୃଙ୍ଖଳିତ ସ୍ଥିତିକୁ ନେଇ ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ପକ୍ଷରୁ ଏସ୍‌ପିଙ୍କୁ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଇଁଲାସାର ଗାଁର ଅସବର୍ଣ୍ଣ ଓ ସବର୍ଣ୍ଣ ମଧ୍ୟରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏସ୍‌ଡିପିଓ. ଶ୍ରୀମନ୍ତ ବାରିକଙ୍କ ଜରିଆରେ ଏକ ପତ୍ର ପ୍ରଦାନ କରାଯାଇଛି । ପତ୍ରରେ ଅନୁରୋଧ
Read More...

ଅଇଁଲାସାରି ଘଟଣା : ଦଳିତ ସମାଜର ୬ ଦଫା ଦାବୀ : ପୋଲିସ ପ୍ରଶାସନର ଦଳିତ ଦମନ ନୀତି ଜାରି ରହିଲେ ହେବ ବିଶାଳ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଦଳିତ ସମାଜ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଦଳିତମାନଙ୍କ ଉପରେ ହେଉଥିବା ଅନ୍ୟାୟ ସଂପର୍କରେ ଆଲୋଚନା କରିଛି । ଗତ ୨୬ ତାରିଖରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ତୁମୁଳକାଣ୍ଡ
Read More...

କରମତଲା ଗ୍ରାମ ପଂଚାୟତକୁ ୧୦୦ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଛନଛଡ଼ା ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଳା ସରପଞ୍ଚ ହିମାଞ୍ଚଳ ବୁଡେକ ଛନଛଡା ଗ୍ରାମକୁ ୧୦୦ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ
Read More...

ରେଳ ବିଭାଗର ଇଲେକ୍ଟ୍ରି ତାର ଟଣାକୁ ନେଇ ବଢୁଛି ଅସନ୍ତୋଷ : ପବନ ହେଲେ ଗଛରେ ଘଷି ହୋଇ ଜଳୁଛି ନିଆଁ

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗୀର- ଟିଟିଲାଗଡ଼ ରେଳ ଲାଇନକୁ ଆଧୁନିକୀରଣ କରାଯାଇଛି । ହେଲେ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ କାମ ଯୋଗୁଁ ଆତଙ୍କିତ ଆବସ୍ଥାରେ ଜୀବନ ଯାପନ କରୁଛନ୍ତି ରେଳ ଲାଇନ କଡ଼ରେ ବାସ କରୁଥିବା ଲୋକେ । ଦେଓଗାଁ ବ୍ଲକ୍ ଛକ ଚନ୍ଦ୍ରପୁର ନିକଟରେ ରହିଛି ଏକ ବିରାଟ
Read More...

ବନ୍ୟା ଅଂଚଳ ବୁଲି ଦେଖିଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଗାତାର ବର୍ଷା ଫଳରେ ଗୁଡ଼ଭେଲା ବ୍ଲକ୍‌ ଅଂଚଳର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ପୂର୍ବତନ ସାଂସଦ ତଥା ବିଜେଡ଼ି ରାଜ୍ୟ ବରିଷ୍ଠ ସଂପାଦକ କଳିକେଶ ନାରାୟଣ ସିଂହଦେଓ ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ତେବେ କୋତକୋ ମୁହାଣ ନାଳା
Read More...

ଅଜଗର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ପଂଚାୟତ ସ୍ଥିତ ବଡ଼ମାଲ ଗୋଳାବାରୁଦ କାରଖାନା ନିକଟ ପୁରୁଣା ଉଚ୍ଚ ବିଦ୍ୟାଳୟଠାରେ ଏକ ସ୍ଥାନରେ ଏକ ବଡ଼ ଧରଣର ଅଜଗର ସାପ ଥିବା ଖବର ପାଇବା ପରେ ତାକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆ ଯାଇଥିବା
Read More...

ଜାତୀୟ ଫୁଟ୍‌ବଲ୍‌ ଖେଳର ପ୍ରତିନିଧିତ୍ୱ କରିଥିବା ତନୁଜା ଦାରିଦ୍ରତାର କଷାଘାତରେ ଜର୍ଜରିତା

ଝାରସୁଗୁଡା, (କେପିଏନ୍‌ଏସ୍‌) : ଜାତୀୟ ଫୁଟ୍‌ବଲ୍‌ ଖେଳରେ ତିନି ତିନି ଥର ପ୍ରତିନିଧିତ୍ୱ କରିଥିଲେ ତନୁଜା ଏବଂ ଜାତୀୟ ରଗବୀରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଥିବା ସତ୍ତେ୍ୱ ସେ ଆଜି ଦାରିଦ୍ରତାର କଷାଘାତରେ ଜର୍ଜରିତା । କଥାଟି ଅବିଶ୍ୱନୀୟ ହୋଇଥିଲେ ମଧ୍ୟ ସତ୍ୟ ।
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୬,୪୭୨ ଚିହ୍ନଟ : ଓଡ଼ିଶାରେ ୩୨୫୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଥା କରୋନା ରୋଗରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୬,୪୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସେହିପରି ରାଜ୍ୟରେ ୩୨୫୨ ଜଣ
Read More...

ମହାନଦୀର ପଛୁଆ ପାଣି ପ୍ରବେଶ କରି ତଳି ଅଞ୍ଚଳ ଜଳମଗ୍ନ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜି ସକାଳ ୮-୩୦ ସମୟରେ ହୀରାକୁଦ ଜଳଭଣ୍ଡାରର ଦୁଇଟି ଅଧିକ ଗେଟ୍ ଖୋଲାଯାଇଛି । ମୋଟ ୪୪ ଟି ଗେଟ୍ ଦ୍ଵାରା ମାତ୍ର ୬ ଲକ୍ଷ ୯୪ ହଜାର ୨ ଶହ ଘନ ଫୁଟ ଜଳ ନିଷ୍କାସନ ହେଉଥିବା ବେଳେ ୮ ଲକ୍ଷ ୫୩ ହଜାର ୨୯ ଘନଫୁଟ ଜଳ ପ୍ରବେଶ କରୁଛି।
Read More...