Daily Archives

ଟଙ୍କାକରେ ୮୦ ଟଙ୍କା ପାଇବା ମୋହରେ ମୋହିତ ପିଲାଠୁ ବୁଢା : ଜୋର୍‌ ଧରିଛି ବେଆଇନ ସଟ୍ଟା ଖେଳ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଟଙ୍କାକରେ ଅଶୀ ଟଙ୍କାର ମୋହ ଦେଖାଇ ଲୋକଙ୍କୁ ପାଗଳ କରିଛି ସଟ୍ଟା । ପିଲା, ବୁଢା, ଟୋକା, ସ୍କୁଲ କଲେଜ ଛାତ୍ର, ମହିଳା ସୁଦ୍ଧା ଏହି ସଟ୍ଟାର ମୋହରେ ପଡିଛନ୍ତି । ଦିନ ତମାମ ବିଭିନ୍ନ ପଡ଼ାରେ କିଛି ଟୋକାକୁ ନେଇ ସଟ୍ଟା ପଟି ଲେଖାଯିବା ସହ ଓପନ, କ୍ଲୋଜ,
Read More...

କରୁଆଁଝରର ଆକ୍ରାନ୍ତଙ୍କୁ ମୁରସିଂର ବୋଲି ଘୋଷଣା ପରେ ଅସନ୍ତୋଷ ମୁରସିଂ ଗାଁଲୋକେ

ଦେଓଗାଁ, (ମନିଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁରୁ ଓ ମୁକୁନ୍ଦପୁର ପଞ୍ଚାୟତ ବନ୍ଧପାଲି ଗାଁରୁ ଜଣେ ଲେଖାଏଁ ମୋଟ ୨ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ସରକାରୀ ରିପୋର୍ଟ ଆସିଥିଲା। ଏହାକୁ ନେଇ ଖବର ପ୍ରକାଶ ପାଇବ ପରେ ମୁରସିଂ ଗାଁର
Read More...

୧୯ରେ ପୁଣି ଏକ ଲଘୁଚାପ : ୨୩ ଯାଏଁ ବର୍ଷିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଙ୍ଗୋପସାଗରରେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ଏବଂ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୨୪ ଘଂଟା ମଧ୍ୟରେ
Read More...

ଆସୁଛି ପାର୍ବଣ : କରୋନା ଯୋଗୁଁ ଦ୍ୱନ୍ଦ୍ୱରେ ଲୋକେ

ଦେଓଗାଁ, (ମନିଷ କୁମାର ସାହୁ) : ଜନ୍ମାଷ୍ଟମୀ ପରେ ପରେ ପ୍ରତିବର୍ଷ ପାର୍ବଣର ବିଗୁଲ ବାଜିଥାଏ । ଏଥର କିନ୍ତୁ ଲୋକଙ୍କ ମନରେ ଅନ୍ୟ ବର୍ଷ ଭଳି ଖୁସି, ଉଲ୍ଲାସ ନାହିଁ । ଦିନକୁ ଦିନ ଜଟିଳ ହେଉଥିବା କରୋନା ମହାମାରୀ ପରିସ୍ଥିତି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଏବର୍ଷ ପାର୍ବଣର ଋତୁ
Read More...

ବଲାଙ୍ଗିର ଜିଲ୍ଲାରେ ହଜାରେ ପୂରିଲା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୬୬ ଚିହ୍ନଟ, ୨୨ ଜଣ ବଲାଙ୍ଗିର ପୌରାଂଚଳର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପୂରିଥିବା ବେଳେ ଆଜି ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏମାନଙ୍କ ମଧ୍ୟରୁ ୨୨ ଜଣ ବଲାଙ୍ଗିର ପୌରାଂଚଳର ବୋଲି ରିପୋର୍ଟରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ଶାନ୍ତିପଡ଼ାରୁ ୧,
Read More...

କାର୍ଡବିହୀନ ଗରିବଙ୍କ ପାଇଁ ତୁରନ୍ତ ରାସନର ବ୍ୟବସ୍ଥା କରାଯାଉ : ନରସିଂହ

ବିଭିନ୍ନ ପ୍ରକଳ୍ପକୁ ନେଇ ଅଧିକାରୀଙ୍କ ସହ ବିଧାୟକଙ୍କ ଆଲୋଚନାବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ତଥା ବିଧାନସଭା ଗୃହ କମିଟି ୬ର ଅଧ୍ୟକ୍ଷ ନରସିଂହ ମିଶ୍ର ବଲାଙ୍ଗିର ଜିଲ୍ଲାପାଳ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାରେ
Read More...

ମାଓବାଦୀଙ୍କ ବନ୍ଦ ଡାକରାକୁ ସଫଳ ହେବାକୁ ଦିଆଯିବ ନାହିଁ : କଳାହାଣ୍ଡି ଏସ୍‌ପି ବି. ଗଂଗାଧର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଆସନ୍ତା ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଓ କନ୍ଧମାଳରେ ମାଓବାଦୀମାନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସେମାନଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କଳହାଣ୍ଡି ଏସ୍‌ପି. ବି. ଗଂଗାଧର ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ତେବେ
Read More...

ରାଜ୍ୟ ସରକାରଙ୍କ ଶିକ୍ଷା ସମ୍ପର୍କ ଯୋଜନାକୁ ସାମାଜିକ ସଂଗଠନର ସ୍ଵାଗତ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ବିଳମ୍ବରେ ହେଲେ ମଧ୍ୟ ଗାଁ ଅଞ୍ଚଳର ପିଲାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍‌ ଲାଇନ୍‌ ଶିକ୍ଷାର ବିକଳ୍ପ ଭାବେ ‘ଶିକ୍ଷା ସମ୍ପର୍କ’ କାର୍ୟ୍ୟକ୍ରମ ହାତକୁ ନେଇଥିବାରୁ ସାମାଜିକ ସଂଗଠନ ର ସଦସ୍ୟମାନେ ଏହାକୁ ସ୍ଵାଗତ
Read More...

ମହାମାରୀ କରୋନା : ଓଡ଼ିଶାରୁ ୨୨୩୯ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ଛୁଇଁଥିବା ବେଳେ ଓଡ଼ିଶାରେ ଗତ ୨୪ ଘଂଟାରେ ୯ ଜଣଙ୍କ ଜୀବନ ଯାଇଛି । ଗତ ୨୪ ଘଂଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୨୨୩୯ । ଏମାନଙ୍କ ମଧ୍ୟରେ କ୍ୱାରେନ୍‌ଟାଇନ୍‌ରୁ ୧୪୧୬ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୮୨୩ ଜଣ
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଅସୁସ୍ଥ : ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଅସୁସ୍ଥ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିବା ଖବରରେ କୁହାଯାଇଛି । ତେବେ ନିକଟରେ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିଲେ । ପୁଣି ସେ ଅସୁସ୍ଥ ହୋଇ ପଡିଥିବା ଯୋଗୁଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି
Read More...