Daily Archives

ମାଟି ବୋଝେଇ ହାଇୱା ଓଲଟିଲା : ଅଳ୍ପକେ ବର୍ତ୍ତିଲେ ଚାଳକ

ବୌଦ୍ଧ,(ବଂଶୀଧର ମାଝୀ): ବୁଟୁପାଲି-ବଘିଆପଡା ରାସ୍ତାର ତେତେଲେଙ୍ଗା ମାତା ମଠ ନିକଟରେ ଆଜି ଏକ ମାଟି ବୋଝେଇ ହାଇୱା ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ ବଘିଆପଡା ପୂର୍ତ୍ତବିଭାଗ ରାସ୍ତା କାମ କରୁଥିବା ଠିକା ସଂସ୍ଥା
Read More...

ପଶ୍ଚିମ ଓଡିଶାର ଗଣପର୍ବ ପାଳନ ସମୟରେ ଲକ୍ ଡାଉନ, ସଟ ଡାଉନ କୋହଳ କରିବା ପାଇଁ ଦାବୀପତ୍ର

କଂଟାବାଂଜି(ଗୁରୁଦୟାଲ ହଂସ) -ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପ୍ରତିବର୍ଷ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଭଳି ରୋଗ ସାରା ବିଶ୍ୱରେ ବ୍ୟାପିଛି । ଏହି ପରିପ୍ରେକ୍ଷିରେ ଭାରତ ସହ ଓଡିଶା ମଧ୍ୟ ବାଦ୍ ପଡିନାହିଁ । ଏପରିକି ପଶ୍ଚିମ ଓଡିଶାରେ କରୋନା ରୋଗ
Read More...

ଟିଟିଲାଗଡର କିଛି ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା ମହାମାରୀର କାୟା ବିସ୍ତାରକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଟିଟିଲାଗଡ ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ୧୧ ଅଗଷ୍ଟ ଦିନ ପରୀକ୍ଷା କରାଯାଇଥିବା ରିପୋର୍ଟ ଆଧାରରେ ୧୨ ଅଗଷ୍ଟ ସୂଚନା ଅନୁଯାୟୀ
Read More...

ରାଜ୍ୟରେ ସବୁ ଦିନଠୁ ଅଧିକ ଆଜି : ୧୯୮୧ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଦେଶରେ ଆଜି ୬୬,୯୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରେ ସବୁଦିନଠୁ ଅଧିକ ୧୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୨୫ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ସରେ ୭୫୬ ସଂକ୍ରମିତ
Read More...

ଓଡ଼ିଶାର ଗର୍ବ ଓ ଗୌରବ ‘ସିଏନସି’ ବାଣିଜ୍ୟ ମହାବିଦ୍ୟାଳୟ

ବଲାଙ୍ଗିର, (କେପିଏନଏସ) : ଓଡ଼ିଶାର ଗର୍ବ ଓ ଗୌରବ ସିଏନସି ବାଣିଜ୍ୟ ମହାବିଦ୍ୟାଳୟ । ଯେଭଳି ଶିକ୍ଷା ପ୍ରଦାନର ଉଚ୍ଚକୋଟୀର ଭିତ୍ତିଭୂମି, ସେଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଅମାପ ସଦିଚ୍ଛା ଦେଖିବାକୁ ମିଳେ ଏହି ମହାବିଦ୍ୟାଳୟରେ । ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ
Read More...

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ-୨୦୨୦ : ୪ ଓଡିଶା ପୁଲିସ ଅଧିକାରୀଙ୍କୁ ମିଳିଲା…

ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ବର୍ଷରେ ୧୨୧ ଜଣ ପୁଲିସ ଅଧିକାରୀଙ୍କୁ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ” ପ୍ରଦାନ କରାଯାଇଛି । ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର ମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ
Read More...

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୫ ଲକ୍ଷରୁ ଅଧିକ ଆବେଦନପତ୍ର ହସ୍ତଗତ ହୋଇଛି

• ଏହି ଯୋଜନାରେ ଏକ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ବା ପିଏମ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି କାର୍ୟ୍ୟକ୍ରମରେ ୫ ଲକ୍ଷରୁ ଅଧିକ ଆବେଦନପତ୍ର ମିଳିଛି । ସେଥିମଧ୍ୟରୁ ଏକ ଲକ୍ଷରୁ ଅଧିକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କ୍ୟାମେରାମ୍ୟାନ ମୃତ

କଳାହାଣ୍ଡି/ଖଜୁରୀପଡ଼ା,(କେପିଏନେସ) : କନ୍ଦମାଲ ଜ଼ିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ସମ୍ବରଡେଗା ବୁଲାଣି ବାଙ୍କ ଠାରେ ପେନାବାଲି ଠାରୁ ଫୁଲବାଣୀ ଯାଉଥିବା ନିୟଜ-୭ ଚ୍ୟାନେଲ କ୍ୟାମେରାମ୍ୟାନ ରାଜୁ ନାୟକ(୨୪) ଗଛରେ ବାଇକ୍କୁ ଧକ୍କା ଦେଇ ଘଟଣା ସ୍ଥଳରେ ହିଁ
Read More...

ସମ୍ବଲପୁରରେ କରୋନା ସ୍ଥିତି ବେହାଲ୍ : ବୁଧବାର ଯାଏଁ ୧୦୨୨ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବେହାଲ୍ ହେବାରେ ଲାଗିଛି । ଗତକାଲି ଯାଏଁ ୧୦୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ନୂଆ ୩୬ ଜଣଙ୍କ ମଧ୍ୟରୁ ୧୯ ଜଣ ସମ୍ବଲପୁର ମହାନଗର ନିଗମ ଅଂଚଳର ଅଟନ୍ତି । ତେବେ ସହର ମଧ୍ୟରେ କରୋନା ସଂକ୍ରମଣକୁ
Read More...