Daily Archives

ଛୁଆକର୍ ଲାଗି କଥାନି : ଝୁରି ଭଜାର୍ ନିଶା

ଗୁଟେ ମାଁ ବିଲେଇ ·ଏରଟା ଗୁଲଗୁଲିଆ ଛୁଆ ଜନମ କଲା । ମାଁର ଯତନ ପାଇକରି ଛୁଆମାନେ ବଡ଼ଖା ହେବାରକେ ଲାଗଲେ । ଦିନେ ବିଲେଇ ଛୁଆମାନେ ଝୁରି ଭଜା ଖାଏବାରକେ ମନକଲେ । ତାକର ମନର କଥା ମାଁ ବିଲେଇକେ ଜନାଲେ । ଛୁଆକର ମନ ରଖବାର କାଜେ ମାଁ ବିଲେଇ ଝୁରି ଭଜା ନୁରବାକେ ବାହାରି ଗଲା । ଝୁରି ଭଜାର
Read More...

ରାଜ୍ୟ ସୂଚନା କମିଶନର ଭାବେ ମନୋନୀତ ହୋଇଥିବା ଦିଲ୍ଲୀପ ବିଶୋଇଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସୂଚନା କମିଶନର ଭାବେ ମନୋନୀତ ହୋଇଥିବା ବରିଷ୍ଠ ସାମ୍ବାଦିକ ତଥା ଉକ୍ରଳ ସାମ୍ବାଦିକ ସଂଘର ବରିଷ୍ଠ ଉପଦେଷ୍ଟା ଦିଲ୍ଲୀପ ବିଶୋଇଙ୍କୁ ଉକ୍ରଳ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ବିଭୂତି ଭୂଷଣ କର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ସଂଘର ସମସ୍ତ ଜିଲ୍ଲା
Read More...

ଭଉଣୀକୁ ବଳି ଦେଇ ଜେଲ ଯାଇଥିଲା ଭାଇ : ଏବେ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ୍

କଂଟାବାଂଜି, (କେପିଏନ୍ଏସ୍) : ଭଉଣୀକୁ ବଳି ଦେଇ ପୂର୍ବରୁ ଭାଇ ଜେଲ ଯାଇଥିବା ବେଳେ ଏବେ ସେହି ଘଟଣାର ମାଷ୍ଟର ମାଇଣ୍ଡ ପୁଲିସ ହାତରେ ଧରାପଡ଼ିଛି । ସୂଚନାଯୋଗ୍ୟ ଯେ, ସିନେ୍ଧକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁରେ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ଅଭିଯୋଗରେ ଗତ ଜାନୁଆରୀ ମାସ ୬ ତାରିଖ
Read More...

ବଲାଙ୍ଗିର ଜ଼ିଲ୍ଲା ପ୍ରାଇଭେଟ କ୍ଲିନିକ ଆସୋସିଏସନ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରନା ସଂକ୍ରମଣକୁ ଆଖିଆଗରେ ରଖି ସାମାଜିକ ଦୂରତ୍ୱକୁ ବଜାୟ ରଖି ବଲାଙ୍ଗିର ହରିହର ନରସିଂହୋମଠାରେ ଇତିମଧ୍ୟରେ ବଲାଙ୍ଗିର ଜ଼ିଲ୍ଲା ପ୍ରାଇଭେଟ କ୍ଲିନିକ ଆସୋସିଏସନ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଡ.ନରେନ୍ଦ୍ର ସାହୁଙ୍କ
Read More...

କାଲିଠୁ ରାତି ୯ଟା ଯାଏଁ ଖୋଲା ରହିବ ଦୋକାନ ବଜାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କାଲିଠୁ ଜିଲ୍ଲାରେ ରାତି ୯ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଏ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ନୂତନ ନିର୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସ୍ପେସିଆଲ ରିଲିଫ୍ କମିସନରଙ୍କ ନିଦେ୍ର୍ଧଶ ମତେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏ
Read More...

ରାମଗଡରେ ଓଡିଶା ମୋ’ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଆୟୁର୍ବେଦକ ଚିକିତ୍ସାଲୟ ପରିସରରେ ଗୁରୁବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମା' ବୁଢ଼ୀ ବାଉରୀ ରକ୍ତଦାତା ସଂଘ ରାମଗଡ ଆୟୋଜକରେ ଅନୁଷ୍ଠିତ ହୋଇଥିବା ଶିବିରରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ
Read More...

ପାଟଣାଗଡ ଦେବୋତ୍ତର ବିଭାଗର ଗୁରୁତ୍ୱପୂର୍ଣ ବୈଠକ

ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ ସହର ବ୍ରହ୍ମପୁରା ଶୁଭଦ୍ରା ଭବନ ଠାରେ ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗର ଅଧ୍ୟକ୍ଷ ଶ୍ରୀ ସୋମନାଥ ପଧାନଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ରଥଯାତ୍ରାର ଖର୍ଚ୍ଚ ବିବରଣୀ, ଯାତ୍ରା
Read More...

‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ଧାରା ଆଜି ଏକ ନୂଆ ସୋପାନରେ ପହଂଚିଛି । ‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’, ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥା ଭାବେ ଆଜି ଏହି ନୂଆ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି ।ଏହି ପ୍ଲାଟଫର୍ମରେ
Read More...

ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଂଜଳି

ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ମାଲପଡ଼ା ନିବାସୀ ତଥା ମୁନ୍ ଅପଟିକାଲ୍ସର ପ୍ରତିଷ୍ଠାତା ଇନ୍ଦ୍ରମଣି ନାହକଙ୍କ ପତ୍ନୀ ୰ଶ୍ରୀମତୀ ସବିତା ନାହାକଙ୍କୁ ତାଙ୍କ ଦ୍ୱାଦଶାହ ଅବସରରେ ଅଶ୍ରୁଳ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ତାଙ୍କ ପରିବାରବର୍ଗ ଓ ମୁନ୍ ଅପଟିକାଲ୍ସର କର୍ମଚାରୀ ସମୂହ ।
Read More...