ରାଜ୍ୟ ସୂଚନା କମିଶନର ଭାବେ ମନୋନୀତ ହୋଇଥିବା ଦିଲ୍ଲୀପ ବିଶୋଇଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସୂଚନା କମିଶନର ଭାବେ ମନୋନୀତ ହୋଇଥିବା ବରିଷ୍ଠ ସାମ୍ବାଦିକ ତଥା ଉକ୍ରଳ ସାମ୍ବାଦିକ ସଂଘର ବରିଷ୍ଠ ଉପଦେଷ୍ଟା ଦିଲ୍ଲୀପ ବିଶୋଇଙ୍କୁ ଉକ୍ରଳ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ବିଭୂତି ଭୂଷଣ କର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ସଂଘର ସମସ୍ତ ଜିଲ୍ଲା ସଭାପତି, ସଂପାଦକ ତଥା ବରିଷ୍ଠ ସଦସ୍ୟମାନେ ଶ୍ରୀ ବିଶୋଇଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.