Daily Archives

ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟକୁ ନେଇ ବିରୋଧ ଓ ଅଫିସ ଘେରାଉ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) :ସଇଁନ୍ତଳା ଅଞ୍ଚଳ ଦିନକୁ ଦିନ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବାଧା ସୃଷ୍ଟି ହେଉଛି । ଅଞ୍ଚଳରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷୀ
Read More...

୪୫ ଦିନ ପାଇଁ ଆମେରିକାରେ ବନ୍ଦ ହେଲା ଟିକଟକ

ୱାସିଂଟନ୍, (କେପିଏନ୍ଏସ୍) : ଦିନକୁ ଦିନ ବଢିବାରେ ଲାଗିଛି ଚୀନ ସହ ଆମେରିକାର ବିବାଦ । ତାକୁ ନେଇ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କଡ଼ା ନିଷ୍ପତି ନେଇଛନ୍ତି । ଚାଇନା ତିଆରି କରିଥିବା ସୋସିଆଲ୍ ମିଡିଆ ଆପ୍ ଟିକ୍ଟକ୍ ୪୫ ଦିନ ପାଇଁ ଆମେରିକାରେ ବନ୍ଦ କରାଯାଇଛି । ତେବେ ଚାଇନାର
Read More...

‘ଏକ୍ସଟ୍ରିମ୍ -୧୬୦ ଆର୍’ ହିରୋର ନୂଆ ବାଇକ୍

ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର ଓ କଟକ ବଜାରରେ ହିରୋ ମୋଟୋକର୍ପ ଲିମିଟେଡ୍ ପକ୍ଷରୁ ନୂଆ ‘ଏକ୍ସଟ୍ରିମ୍-୧୬୦ଆର୍’ ଆସିଯାଇଛି । ଭାରତର ହିରୋର ନିଦେ୍ର୍ଧଶକ ଦେବ୍ ପ୍ରକାଶ ଡିଡ୍ୱାନିଆ କହିଛନ୍ତି ଯେ, ଏହାର ଫ୍ରଣ୍ଡ୍ ସିଙ୍ଗଲ ଚ୍ୟାନେଲ ଏବିଏସ୍ର ମୂଲ୍ୟ ୧,୦୪,୭୫୦ ଟଙ୍କା ରଖା
Read More...

ନୂଆଁଖାଇ ସମୟରେ କୌଣସି ବିଭ୍ରାଟ ସୃଷ୍ଟି ନ କରିବାକୁ ଓଡ଼ିଶା ପ୍ରଶାସନକୁ କୋଶଳ ରାଜ୍ୟ ସମନ୍ୱୟ ସମିତିର ପରାମର୍ଶ

ବଲାଙ୍ଗିର, (କେପିଏନ୍ଏସ୍) : ନୂଆଁଖାଇ ହେଉଛି କୋଶଳାଂଚଳର ମହାନ ଗଣପର୍ବ । ଏହି ପର୍ବ ସହ କୋଶଳାଂଚଳର ଦୁଇ କୋଟି ଜନସାଧାରଣଙ୍କ ଭାବ ପ୍ରବଣା ଓତଃପ୍ରୋତ ଭାବରେ ଜଡ଼ିତ ହୋଇଛି । ତେଣୁ ନୂଆଁଖାଇ ପାଳନ ସମୟରେ କୋଭିଡ଼-୧୯ ଆଳରେ ପ୍ରଶାସନ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ କରି ଏହି ପର୍ବ
Read More...

ବରଗଛରେ ଗାମୁଛା ଲଗାଇ ବ୍ୟକ୍ତିଙ୍କ ଆତ୍ମହତ୍ୟା

ସଇଁତଲା,(ପ୍ରଶାନ୍ତ କୁମାର ମେହେର) : ସଇଁତଲା ଥାନା ଟିକ୍ରାପଡା ଫାଣ୍ତି ଅଧିନ ଟିକ୍ରାପଡା ଗ୍ରାମର ବଳଦେବ ରଣା (୫୨) ଗୁରୁବାର ବିଳମ୍ବିତ ରାତ୍ରୀରେ ଗାଁ ମୁଣ୍ତ ବରଗଛ ଛକ ସ୍ଥିତ ବରଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ
Read More...

ବିଶ୍ୱ ଆଦିବାସୀ ଦିବସ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ)-ଆଦିବାସୀ ସମ୍ପର୍କ କେନ୍ଦ୍ର ବଙ୍ଗୋମୁଣ୍ଡା ଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗୀର ପକ୍ଷରୁ ଆଗାମୀ ୯ ଅଗଷ୍ଟରେ ବିଶ୍ୱ ଆଦିବାସୀ ଦିବସ ଦୂରତ୍ୱ ରକ୍ଷା କରି ପାଳନ କରାଯିବ ବୋଲି ଜିଲାଯୁବ ସଂଗଠନ ଯୁବ ସଭାପତି ସୁରେଶ ଭୋଇଙ୍କ ଅଧ୍ୟକ୍ଷତାରେ ଏକ
Read More...

ବଲାଙ୍ଗିରରେ ଆଜି ୩୭ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା ରହିଥିବା ବେଳେ ୨୫ ଜଣ ପୁରୁଷ ରହିଛନ୍ତି । ସମସ୍ତେ ଲୋକାଲ କନଟାକ୍ଟରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି । ବଲାଙ୍ଗିର
Read More...

ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ହେଲା “ସୁପକାର ସଂଘ”

ବସନ୍ତ- ସଭାପତି, ଗୋକୁଳ- ସଂପାଦକବଲାଙ୍ଗିର, (ଦେବାଶିଷ ମିଶ୍ର) - ଆଜି ସ୍ଥାନୀୟ ବରପାଲିପଡା ମାନସୀ ମଣ୍ଡପ ଠାରେ ଦିନ ୧୨ଟାବଲାଙ୍ଗିର ଓ ସୋନପୁର ଜିଲ୍ଲ୍ା ର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କରୋନା ସମୟରେ କୋଭେିଡ ନିୟମ ପାଳନ ସହ ସାମାଜିକ ଦୁରତାକୁ ରକ୍ଷା କରି ଉଭୟ
Read More...

ଅର୍ଦ୍ଧ ନିର୍ମିତ ଡ୍ରେନରେ ପଡ଼ି ଯୁବକଙ୍କ ପ୍ରାଣ ଗଲା

ବ୍ରହ୍ମପୁର, (କେପିଏନ୍ଏସ୍) : ସ୍ଥାନୀୟ ଆଙ୍କୋଲି ଓଭର୍ବି୍ରଜ ତଳେ ନିର୍ମାଣ ଚାଲିଥିବା ଡ୍ରେନ୍ରେ ପଡ଼ି ଲାଂଜିପାଲି ତୋଟାସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ (୩୫) ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଗତ ରାତି ୧୧ଟା ସମୟରେ ପୂର୍ଣ୍ଣ ଘରକୁ ଫେରୁଥିବା ବେଳେ ଏହି ନିର୍ମାଣାଧୀନ ଡେନ୍
Read More...

କରୋନା ସ୍ଥିତି ଅସମ୍ଭାଳ : ଆଜି ରାଜ୍ୟରେ ସର୍ବାଧିକ ୧୮୩୩ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଦିନକୁ ଦିନ କରୋନା ସ୍ଥିତି ରାଜ୍ୟରେ ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୧୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସରକାରୀ
Read More...