Daily Archives

ଟିଟିଲାଗଡ : ୪ ଦିନ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ କୋରୋନାର କାୟା ବିସ୍ତାରକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାପାଲ୍ ଅରିନ୍ଦମ ଡାକୁଆ ସମ୍ପୁର୍ଣ୍ଣ ବଲାଙ୍ଗିର ଜିଲ୍ଲା କୁ ୮ ରୁ ୧୧ ତାରିଖ ପର୍ୟ୍ୟନ୍ତ ୪ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ନେଇ ଟିଟିଲାଗଡରେ ଜନ ଅସନ୍ତୋଷ
Read More...

ସୃଷ୍ଟି ହେବ ବଙ୍ଗୋପସାଗରରେ ଲଘୁଚାପ : ଓଡିଶାର ଜିଲ୍ଲାମାନଙ୍କୁ ବି ସତର୍କ ସୂଚନା

ଭୁବନେଶ୍ୱର, (କେପିଏନ୍ଏସ୍): ବଙ୍ଗୋପ ସାଗରରେ ଆସନ୍ତା ୯ ତାରିଖରେ ସୃଷ୍ଟି ହେବ । ଲଘୁଚାପରେ ପ୍ରବଳ ବର୍ଷା ସହ ଝଡ ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଓଡିଶାର ଜିଳ୍ଲାମାନଙ୍କୁ ବି ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ । ଜଗତସିଂପୁର, ପୁରୀ, ଗଞାମ ଓ ସୁନ୍ଦରଗଡ ଜିଲ୍ଲାକୁ
Read More...

ପୌରାଂଚଳର ଅପହଂଚ ଇଲାକାରେ ପହଂଚୁ ପ୍ରଶାସନ

କରୋନା ସଚେତନତା ଓ ମାକ୍ସ ବଂଟନ କଲେ ସ୍ୱେଚ୍ଛାସେବୀବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର କେନ୍ଦ୍ରୀୟ ବିଦ୍ୟାଳୟ ପଛପଟେ ଥିବା ନିଖିଲନଗର, ଡେମପଡାରେ କରଙ୍ଗାକଟା ବଂଚାଅ ଅଭିଯାନ ପକ୍ଷରୁ ମାକ୍ସ ବଂଟନ କରାଯାଇଛି । ସହରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ
Read More...

ଦେଶୀ ରନ୍ଧା ମଦ କାରବାରରେ ମହିଳା ସମେତ ୨ କୋର୍ଟ ଚାଲାଣ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ଆଜି ପାଟଣାଗଡ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୫୦ ଲିଟର ଦେଶୀ ରନ୍ଧା ମଦକୁ ଜବତ କରିବା ସହ ୨ ଜଣ ମଦ ବେପାରୀଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ
Read More...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ଲୋଇସିଂହ, (ବିମଳେନ୍ଦୁ ସାହୁ) : ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର ପୂର୍ବତନ ସରପଞ୍ଚ ମଞ୍ଜୁବାଳା ମେହେରଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର
Read More...

ସମ୍ବଲପୁର : ନୂଆଁଖାଇ ଲଗ୍ନ

ସମ୍ବଲପୁର (ଦାମୋଦର ପଣ୍ଡା) : ଆସନ୍ତା ୨୩ ତାରିଖ ରବିବାର ସମ୍ବଲପୁର ସମଲେଇ ଗୁଡିରେ ସକାଳ ୯-୩୨ରୁ ୧୦-୨୧ ମଧ୍ୟରେ ନବାନ୍ନ ଭୋଗ ଲଗାଯିବା ପାଇଁ ଲଗ୍ନ ସ୍ଥିର ହୋଇଛି । ତାପରେ ପ୍ରତି ଘରେ ନିଜ ନିଜ ଇଷ୍ଟଦେବୀଙ୍କୁ ଭୋଗ ଲଗାଯିବାର ପରମ୍ପରା ରହିଛି । ଏଥର କରୋନା କଟକଣା ଯୋଗୁଁ ମନ୍ଦିରକୁ
Read More...

ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ତହସିଲଦାରଙ୍କୁ ଦାବୀପତ୍ର

ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ ସହି ନ ପାରି ଆତ୍ମହତ୍ୟା ଘଟଣାବଙ୍ଗୋମୁଣ୍ଡା, (ଅଶୋକ ନାରାୟଣ ଭୋଇ) : କରୋନା ମାଡରେ ଅନେକ ଲୋକଙ୍କ ଜୀବିକା ଯାଇଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳରେ ଥିବା ଅନେକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଋଣ ପ୍ରଦାନ ନାମରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।
Read More...

ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଏସପିଙ୍କୁ ଅନୁରୋଧ କଲା ଯୁବ ଯାଦବ ମହାସଭା

କଳାହାଣ୍ଡି,(କେପିଏନେସ): ସାଗବାହାଲୀ ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କୁ ଅନୁରୋଧ କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ସୂଚନା ମୁତାବକ କୋକସରା ଥାନା ସାଗବାହାଲୀ ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ । ରାକ୍ଷୀ ପୂର୍ଣ୍ଣିମା
Read More...

କରୋନା ଯୋଦ୍ଧା ସମ୍ମାନିତ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ଭାରତୀୟ ମାନବ ଅଧିକାର ସଚେତନ ଆସୋସିଏସନ ଏବଂ ଜାତୀୟ ବ୍ରାହ୍ମଣ ଅଧିକାର ମଂଚର ମିଳିତ ଉଦ୍ୟମରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । ଓଡିଶା ପ୍ରଶାସନିକ ସେବା ଅଧିକାରୀ ତଥା ଜଣେ ସମାଜସେବୀ
Read More...