ଗଂଜେଇ ଚଲାଣ ବେଳେ ଯୁବକ ଗିରଫ
ଉଲୁଣ୍ଡା, (କେପିଏନ୍ଏସ୍) : ଏକ ଘରୋଇ ବସରେ ଗଞ୍ଜେଇ ଧରି ଯାଉଥିବା ଜଣେ ଯୁବକଙ୍କୁ ଉଦେପଦର୍ ପେଟ୍ରୋଲ ପମ୍ପ ଛକରୁ ଗିରଫ କରିଛି ଉଲୁଣ୍ଡା ପୁଲିସ । ଗିରଫ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ରାଜ କୁମାର ଅହିୱର୍ । ସୂଚନା ଅନୁସାରେ ସୋନପୁର ପଟରୁ ଏକ ଘରୋଇ ବସରେ ଜଣେ ଯୁବକ ଗଞ୍ଜେଇ ଧରି ଆସୁଥିବା!-->…
Read More...
Read More...