Browsing Tag

turekela news

ପାନୀୟ ଜଳର ଘୋର ଅଭାବ : ସମସ୍ୟାର ସମାଧାନ ପାଇଁ ଦାବୀ କଲେ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟା ବୃନ୍ଦ

ତୁରେକେଲା, (କୈଳାଶ ସଗ୍ରିଆ) ; ତୁରେକେଲାରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇଛନ୍ତି ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟାମାନେ । ଜଳ ହିଁ ଜୀବନ ବୋଲି କୁହାଯାଉଥିବା ବେଳେ ପିଇବା ପାଣି ଟିକିଏ ପାଇଁ ବହୁତ ହଇରାଣ ହେଉଛନ୍ତି ଅଂଚଳବାସୀ ।
Read More...

ଅବିବାହିତା ନିରୀହ ମହିଳାଙ୍କୁ ସହାୟତା ଦାବୀ

ତୁରେକେଲା (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ଲର୍କି ଗ୍ରାମର ଅବିବାହିତା ନିରୀହ ମହିଳା ପାଞ୍ଚ ପ୍ରଧାନ(୫୫)ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ପାଞ୍ଚ ପ୍ରଧାନଙ୍କ ନିଜ ଲୋକ କହିଲେ କେହିନାହାନ୍ତି । କୁଲି ମଜୁରୀ କରି ଗୁଜୁରାଣ
Read More...

ଲକ୍‌ ଡାଉନ୍‌ ବେଳେ ମନରେଗା କାମ କରି ପାଉଣା ପାଇ ନଥିବା ଅଭିଯୋଗ

ତୁରେକେଲା (କୈଳାଶ ସଗ୍ରିଆ) : ଗତ ଲକ୍‌ ଡାଉନ୍‌ ସମୟରେ ମନରେଗା ମାଟି କାମ କରି ଶ୍ରମିକମାନେ ପାଉଣା ପାଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତୁରେକେଲା ବ୍ଲକ୍‌ର ଲର୍କି ଗାଁର ଯଶୋବନ୍ତୀ ଭାଟି, କଶରୀ ଭାଟି, କାର୍ତ୍ତିକ ଭାଟି, ଟଙ୍କ ହଂସ, ମନବୋଧ ମାଝି, ବାଲମତି ବାଗ, ଶାନ୍ତି ସେଠ,
Read More...

ନିଃସହାୟ ବିଧବା ମହିଳାଙ୍କ ଗୁହାରୀ ଶୁଣ ହୋ’ ସରକାର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ହିଆଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦାବରୀ ଗାଁର ନିଃସହାୟ ବିଧବା ମହିଳା ଭବାନୀ ମଲିକ ସରକାରଙ୍କୁ ଗୁହାରୀ କରିଛନ୍ତି । ସ୍ୱାମୀ ଭ୍ରମର ମଲିକ ଗତ ତା.୩୦.୦୯.୨୦୧୬ରିଖ କିଡ୍‌ନୀ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ସାରା ପରିବାରର
Read More...

ଦାବରୀ ଗାଁ ରାସ୍ତା ପାଣି କାଦୁଅ ପଚ୍‌ ପଚ୍‌

ତୁରେକେଲା, (କୈଳାସ ସଗ୍ରିଆ): ବର୍ଷା ଦିନେ ତୁରେକେଲା ବ୍ଲକ୍‌ ଦାବରୀ ଗାଁ ଛକ ପ୍ରଧାନମନ୍ତ୍ରୀ ରାସ୍ତାରୁ ଗାଁ ଭିତରକୁ ଅଙ୍ଗନୱାଡି ଦେଇ ଯାଇଥିବା ରାସ୍ତାରେ ସ୍କୁଲରୁ ବନଛୋରପଡ଼ା ପର୍ଯ୍ୟନ୍ତ, ପ୍ରହରୀ ମନ୍ଦିରରୁ ସୁନାପଡାକୁ ଯାଇଥିବା ରାସ୍ତା, ଗାଁର ମାଟିଗୁଡିରୁ ଝାଙ୍କରପଡା ରାସ୍ତା ପାଣି
Read More...

ନିଃସହାୟ ବିଧବାଙ୍କ ଦୁଃଖ ଶୁଣ ହୋ ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଖଗସା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଖଗସା ଗାଁର ନିଃସହାୟ ବିଧବା କସ୍ତୁରୀ ବାଗଙ୍କ ଦୁଃଖ କହିଲେ ନସରେ । ତାଙ୍କ ଗୁହାରୀ ଶୁଣୁ ପ୍ରଶାସନ ବୋଲି ସାଧାରଣରେ ଦାବୀ ହୋଇଛି । ସୂଚନାଯୋଗ୍ୟ ଯେ, କସ୍ତୁରୀଙ୍କ ସ୍ୱାମୀ ସାନ ବାଗଙ୍କ ମୃତ୍ୟୁ ପରେ
Read More...

ଲକ୍‌ଡାଉନ୍‌ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍‌ଟାଇନ୍‌ ଅନୁଦାନ ପାଇ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଲକ୍‌ଡାଉନ୍‌ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍‌ଟାଇନ୍‌ ଅନୁଦାନ ପାଇ ନଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତୁରେକେଲା ବ୍ଲକ୍‌ ଅନ୍ତର୍ଗତ କନ୍ଦେଲ ପଞ୍ଚାୟତ ଅଧୀନସ୍ଥ ଟିକ୍ରାପଡ଼ା ଗାଁର ଅଭିକ ପୁଟେଲ, ସ୍ତ୍ରୀ ସତଫୁଲ ପୁଟେଲ ତିନି ଝିଅଙ୍କୁ ନେଇ
Read More...

ନିଃସହାୟ ବିଧବା ମହିଳା ଶୁଭକାନ୍ତୀଙ୍କ ନାହିଁ ନଥିବା ଦୁଃଖ : ରାସନ୍‌ କାର୍ଡ ଥାଇ ବି ପାଉନାହାନ୍ତି ଚାଉଳ

ତୁରେକେଲା, (କୈଳାଶ ସାଗରିଆ) : ସଂପୃକ୍ତ ବ୍ଲକ୍‌ ଅନ୍ତର୍ଗତ ହଲନ୍‌ଭଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁଶପାଲି ଗ୍ରାମର ନିଃସହାୟ ବିଧବା ଗରିବ ମହିଳା ଶୁଭକାନ୍ତୀଙ୍କ ସଂସାର ଦୁଃଖରେ ଭାସୁଛି । ପୁଣି ରାସନ୍‌ କାର୍ଡ ଥାଇ ମଧ୍ୟ ସେ ଲକ୍‌ଡାଉନ୍‌ ସମୟରୁ ଚାଉଳ ପାଉ ନଥିବା କହିଛନ୍ତି ।
Read More...

ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାଉତମୁଣ୍ଡା ଗ୍ରାମରେ ଗରିବ ଶ୍ରେଣୀର ବହୁ ପରିବାର ରହିଥାନ୍ତି । ତେବେ ଏହି ଗ୍ରାମର ଅନେକ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନେ ଭତ୍ତା ପାଇ ପାରି ନଥିବା
Read More...

ଅର୍ଥାଭାବ ବଇରୀ ସାଜିଛି କିଡ଼୍‌ନୀ ଓ ବାତ ରୋଗୀ ବୃନ୍ଦାବନଙ୍କ ପାଇଁ

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ଖଗସା ଗାଁର ବୃନ୍ଦାବନ ବେହେରା(୫୮) କିଡ଼୍‌ନୀ ଓ ବାତ ରୋଗରେ ପୀଡ଼ିତ ହୋଇ ବହୁତ କଷ୍ଟ ପାଉଛନ୍ତି । ତାଙ୍କ ପତ୍ନୀ ବିମଳା ବେହେରା ବହୁ ଥର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ବି ବୃନ୍ଦାବନ ସୁସ୍ଥ ହୋଇ ପାରିନାହାନ୍ତି । ତେବେ
Read More...