Browsing Tag

turekela news

ତୁରେକେଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା, ଦାବରି, ଲର୍କି, ଗଡଗଡବାହାଲ, ନାଗଫେନା, କନ୍ଦେଇ ଓ ଭରୁଆକାନି ଗ୍ରାମରେ ଭେକ୍ସିନେଟର ମେହେତ୍ରୀ ନାଏକ, ଡିଇଓ ପ୍ରହଲ୍ଲାଦ ସାହୁ ଅଙ୍ଗନବାଡ଼ି କର୍ମୀମାନେ ଏବଂ ଆଶାକର୍ମୀଙ୍କ ଉପସ୍ଥିତି କ୍ରମେ ଉପରୋକ୍ତ
Read More...

ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ବ୍ଲକ କାର୍ୟ୍ୟାଳୟରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା ପାଇଁ ସଚେତନତା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ଚେୟାରମେନ୍ ଅନ୍ନୁ ଭୋଇ ଓ
Read More...

ବାଲ୍ୟ ବିବାହ ନିଷେଧ ଟାକ୍ସ ଫୋର୍ସ ଏବଂ ବ୍ଲକସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାକ୍ସ ଫୋର୍ସର ତ୍ରୟୋମାସିକ ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଲକ୍ ସ୍ତରୀୟ କିଶୋର, କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟ ବିବାହ ନିଷେଧ ଟାକ୍ସ ଫୋର୍ସ ଏବଂ ବ୍ଲକ ସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାକ୍ସ ଫୋର୍ସର ତ୍ରୟୋମାସିକ ବୈଠକ ଅନୁଷ୍ଠିତ
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ସମିତି ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ମଙ୍ଗଳବାର ଦିନ ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁରେକେଲା ବ୍ଲକର ସମସ୍‌ସ୍ତ ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ । ବ୍ଲକ୍ ଅଧ୍ୟକ୍ଷା ଅନ୍ନୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ
Read More...

ଆତ୍ମନିର୍ଭରଶୀଳ ତାଲିମ ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ଶୁକ୍ରବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଲକରେ ଆତ୍ମନିର୍ଭରଶୀଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ ପୋଲିଟେକ୍ନିକ୍ ବଲାଙ୍ଗିର ମାଧ୍ୟମରେ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମରେ
Read More...

ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା : ଯାତାୟତ ବାଧାପ୍ରାପ୍ତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲାରୁ ଲାଠୋର, ତୁରେକେଲାରୁ କଣ୍ଟାବାଞ୍ଜି ତଥା ତୁରେକେଲାରୁ ମହଖଣ୍ଡ ଯିବା ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ସବୁ ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଏହାଫଳରେ ଅନେକ ଗୋଲେଇ ରାସ୍ତା ପାଖରେ ଯାନବାହାନ ଯିବା ଆସିବା
Read More...

ଅନ୍ତୋଦୟ ଅନ୍ନ ଯୋଜନା ପଡିପତ୍ର ଥିଲେ ମଧ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଚାଉଳ

ତୁରେକେଲା, (କୈଳାଶ ସଗ୍ରିଆ) : ଅନ୍ତୋଦୟ ଅନ୍ନ ଯୋଜନା ପଡିପତ୍ର ଥିଲେ ମଧ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଚାଉଳ । ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ମହୁଲପାଟି ଗ୍ରା.ପ. ଅନ୍ତର୍ଗତ ମାଗୁରଜଙ୍ଗଲ ଗାଁରେ । ଏନେଇ କୁନ୍ତୀ ମାଝି ସମେତ ଅନେକ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାକୁ
Read More...

ବଣୁଆ ହାତୀଙ୍କ ଆତଙ୍କରେ ଚାଷୀ ହେଉଛି ହନ୍ତସନ୍ତ : ଘର ଦ୍ୱାର ଭାଙ୍ଗି ଉପଦ୍ରବ୍ୟ ସବୁ ନଷ୍ଟ କରି ଦେଉଛନ୍ତି ହାତୀପଲ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଗଏନ୍ତାପଡା, ତୁରେକେଲା, ବାଞ୍ଜିପାଲି, ବଗବାହାଲ, କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ପଖାନମୁଣ୍ଡା, କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଅଞ୍ଚଳରେ ବଣୁଆ ହାତୀପଲ ଚାଷବାସ ଧ୍ୱଂସ କରିବା ସହ ନିରୀହ ଲୋକଙ୍କ ଘର ଭାଙ୍ଗି ଆତଙ୍କ
Read More...

ସରପଞ୍ଚ ମନରେଗା କାମର ଫାଇଲ୍‌କୁ ଲୁଚାଇ ଶ୍ରମିକଙ୍କୁ ପ୍ରାପ୍ୟ ଦେଉନଥିବା ଅଭିଯୋଗ : ବିଡ଼ିଓଙ୍କୁ ଗୁହାରୀ କଲେ…

ତୁରେକେଲା, (କୈଳାଶ ସଗ୍ରିଆ) : ସରପଞ୍ଚ ମନରେଗା କାମର ଫାଇଲ୍‌କୁ ଲୁଚାଇ ଶ୍ରମିକଙ୍କୁ ପ୍ରାପ୍ୟ ଦେଉ ନଥିବା ଅଭିଯୋଗ କରିଛନ୍ତି ବିଡ଼ିଓଙ୍କ ପାଖରେ ମନରେଗା କାମ କରି ପାଉଣା ପାଇନଥିବା ଶ୍ରମିକମାନେ । ଅଭିଯୋଗା ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ ଢୋଲମାନ୍ଦର ଗ୍ରା.ପ. ଅନ୍ତର୍ଗତ ବାହାବଲ
Read More...

ମିଳୁନି ପାଣି : ପାଣି ଯୋଗାଇ ଦେବାକୁ ଏସ୍‌ଏଚ୍‌ଜି ସଂଗଠନର ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ମୁରିବାହାଲ ଗାଁରେ ସପ୍ଲାଇ ପାଣି ସମ୍ପୂର୍ଣ୍ଣ ଭାବେ ପାଇପାରୁ ନ ଥିବାରୁ ମା'ଦୁର୍ଗା ଏସ୍ଏଚ୍‌ଜି ଗୃପର ସଭାନେତ୍ରୀ ଡୁଲେଶ୍ୱରୀ ହଂସ, ସମ୍ପାଦିକା ତେଜ ପୁଞ୍ଜି ଓ ସଦସ୍ୟାମାନେ, ମା' ପରଦେଶେନ ଏସ୍ଏଚ୍‌ଜିର ସଭାନେତ୍ରୀ ରୁକ୍ମଣି
Read More...