Browsing Tag

turekela news

ଗାଁ ରାସ୍ତା ନିର୍ମାଣ ହେବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବସ୍ତି ଛକରୁ ଘୁନେଶ ଯାଇଥିବା ପିଡବ୍ଲୁଡି ରାସ୍ତା ଓ ବସ୍ତି ଛକରୁ ନାଗଫେନା ଯିବା ରାସ୍ତା ଏବଂ ବସ୍ତି ଛକରୁ ଗୁର୍ଲାଉଢା ଯିବାକୁ ଥିବା ରାସ୍ତା ଅତି କଦର୍ଯ୍ୟ ଓ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି ।
Read More...

ରାସ୍ତା ଅବସ୍ଥା ଶୋଚନୀୟ : ପ୍ରଶାସନ ଦୃଷ୍ଟି ଦେବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମରସିଂ ଗାଁରୁ ଧୁସାମୁଣ୍ଡାକୁ ଯାଇଥିବା ପିଡବ୍ଲୁଡି ରାସ୍ତା ସମ୍ପୂର୍ଣ୍ଣ ରୂପେ କଦର୍ୟ୍ୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ସମରସିଂ ଗାଁରୁ ଧୁସାମୁଣ୍ଡ ଯୁକ୍ତ ସେମେଲା ଗାଁ ପର୍ୟ୍ୟନ୍ତ ରାସ୍ତାରେ
Read More...

ବର୍ଲା ଗାଁରୁ ବଡବାଙ୍କି ଯାଉଥିବା ପିଡବ୍ଲୁଡି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ନାବାଳକ ପିଲା

ତୁରେକେଲା, (କୈଳାଶ ସଗ୍ରିଆ) : ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବର୍ଲା ଗାଁରୁ ବଡବାଙ୍କି ଗ୍ରାମରକୁ ଯାଉଥିବା ପିଡବ୍ଲୁଡି ରାସ୍ତା ନିର୍ମାଣ କାର୍ଯ୍ୟରେ ନାବାଳକ ପିଲାଙ୍କ ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ବର୍ଲା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
Read More...

ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟାରମ୍ଭ ହୋଇନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍‌ଏମ୍‌ ନଥିବା ଅଭିଯୋଗ ହୋଇଛି । ଅଗିଯୋଗ ଅନୁସାରେ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପର୍ଯ୍ୟନ୍ତ
Read More...

ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ଦାମେନୀଙ୍କ ସ୍ୱାମୀ ଗିରଫ୍‌

ତୁରେକେଲା, (କୈଳାଶ ସଗରିଆ) : ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ନିର୍ୟାତିତା ଦାମେନୀଙ୍କ ସ୍ୱାମୀ ଗିରଫ୍‌ ହେବା ସହ ତାକୁ କୋର୍ଟ ହାଜତ୍‌କୁ ପଠାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଦାମିନୀ ମେହେର ସେମଲା ଗାଁର ଜଣେ ଗରିବ ପରିବାରର ଝିଅ । ଛୋଟ ବେଳୁ ସେ
Read More...

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ଲାଗିଲା ମାଓ ପୋଷ୍ଟର

ତୁରେକେଲା, (କୈଳାଶ ସଗ୍ରିଆ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ମାଓ ପୋଷ୍ଟର ଲାଗିଥିବା ନେଇ ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀମାନେ ଜନତାଙ୍କୁ ଆହ୍ୱାନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା
Read More...

ବିଧାୟକଙ୍କ ଦ୍ୱାରା ଭତ୍ତାବଣ୍ଟନ ସମାରୋହ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ନୂତନ ଭାବେ ପାଇବାକୁ ଥିବା ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଅବିବାହିତ ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଚେୟାରମେନ ଅନ୍ନୁ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ
Read More...

ନିରାଶ୍ରୟା କୌଶଲ୍ୟାଙ୍କୁ କେବେ ମିଳିବ ଘର

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ. ଅନ୍ତର୍ଗତ କୁଶପାଲି ଗ୍ରାମର କୌଶଲ୍ୟା ମେହେର ସ୍ଵାମୀ ସ୍ୱର୍ଗତ ଲଛମନ ମେହେର ଏକ ଜମିହୀନ ନିରିହ ବିଧବା ମହିଳା ଦୈନିକ କୁଲି ମଜୁରି କରି ନିଜର ଦୁଇ ପୁଅ ସଦାଶିବ ମେହେର (୧୩) ଓ ଧନେଶ୍ଵର ମେହେର (୧୨) ସହିତ ନିଜର ପରିବାର ଭରଣପୋଷଣ
Read More...

ରାସ୍ତା ମରାମତ୍ତି ନମନ୍ତେ ଏସ୍‌ଏଚ୍‌ଜି ମହିଳାଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ.ଅନ୍ତର୍ଗତ କୁଶପାଲିରୁ ଲାଠୋରକୁ ଯିବା ରାସ୍ତା ଓ କୁଶପାଲିରୁ ହଲନଭଟା ଯିବାକୁ ଏବଂ କୁଶପାଲିରୁ ବରିଆଲିକୁ ରାସ୍ତାର ଅବସ୍‌ସ୍ଥା ଅତି ଶୋଜଦୀୟ ହୋଇପଡିଛି । ସୂୁନା ଅଦୁସାରେ ପ୍ରାୟ ଆଠ ବର୍ଷ ହେବ ରାସ୍ତା ମରାମତି ହୋଇ ନାହିଁ ରାସ୍ତାର ଗେଠି
Read More...

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କଲେ ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ…

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ସାଲେମୁଣ୍ଡା ଗାଁରୁ କନ୍ଦ୍ଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଟିକ୍ରାପଡା ଛୁଟିଗୁଡି ଛକ୍ ଯାହାକି
Read More...