ଜଳଛତ୍ରରେ ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ପାଣି ଦେଇଥିବା ପାଉଣା ମିଳିବ କେବେ ?
ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ମହେନ୍ଦ୍ର ମାଝି(୧୪) ଚାରିମାସ ଧରି ପାଣି ଦେଇଥିବା ପାଉଣା ଏଯାଏଁ ମିଳିପାରିନ ଥିବା ଖବର ମିଳିଛି । ଉକ୍ତ ପାଉଣା ଦେବାକୁ!-->…
Read More...
Read More...