Browsing Tag

turekela news

ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଚାରି ବର୍ଷ ଧରି ବୈଠକ ହୋଇନାହିଁ : ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଗତ ଚାରି ବର୍ଷ ଧରି ଗ୍ରାମପଞ୍ଚାୟତ ବୈଠକ ହୋଇନଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୨୦୧୭ ଗ୍ରାମପଞ୍ଚାୟତ ନିର୍ବାଚନ ପରେ ମହଖଣ୍ଡ ଗ୍ରାମପଞ୍ଚାୟତରେ ରଞ୍ଜନ ଧରୁଆ
Read More...

ବିଶ୍ବ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା ସଭା

ତୁରେକେଲା, (କୈଳାଶ ସଗ୍ରିଆ) : ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚେଇବାର ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟ
Read More...

ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

ତୁରେକେଲା, (କୈଳାଶ ସଗ୍ରିଆ) : ଏବେ ଜଂଗଲରେ ନିଆଁ ଏକ ବିଶାଳ ସମସ୍ୟା ହୋଇ ଠିଆ ହୋଇଛି ସମାଜ ସାମ୍‌ନାରେ । ଦିନକୁ ଦିନ ଜଂଗଲ ‌ଧ୍ୱଂସ ହୋଇ ଚାଲିଥିବା ବେଳେ ଏବେ ଅହେତୁକ ନିଆଁ ଲାଗି ଜଂଗଲ ଛାର୍‌ଖାର୍‌ ହେବାରେ ଲାଗିଛି । ଏହି ସମୟରେ ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଅଧୀନସ୍ଥ
Read More...

ଖରାଦିନେ ପାଏନ୍‌ ବୁନ୍ଦେ ଲାଗି ବଡ଼ା ଗୁଲ୍‌ଗୁଲା

ତୁରେକେଲା, (କୈଳାଶ ସଗ୍ରିଆ) : କୁଇବାହାଲ ଗ୍ରା.ପ. ଅନ୍ତର୍ଗତ ସେମଲା ଗାଁର କିନ୍ଦେରକେଲା ପଡ଼ା ଥି ପ୍ରାୟ ଦୁଇ ଶହ ଲୋକ୍‌ ରହେସନ୍‌ । ପଡ଼ା ନେ ଗୁଟେ ଢେଁକିଆ କଲ୍‌ । ଖରାଦିନ୍‌ ହେଇଗଲେ ବଡ଼ା ଗୁଲ୍‌ଗୁଲା ହେବାକେ ପଡ଼୍‌ସି । ଫେର୍‌ ଇ’ ଢେଁକିଆ କଲ୍‌ ଥି କାଦୋ ପାଏନ୍‌ ବାହାର୍‌ସି ବଲି
Read More...

ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଦାବରି ଗାଁରେ ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗାଁର ଟୀକେଶ୍ଵର କୁଅଁର‌ଙ୍କ ପରିବାର ପାଇଁ ତିଆରି ହୋଇଛି ୫ଟି ଶୌଚାଳୟ । ପ୍ରାୟ ତିନି ବର୍ଷ ହେବ ଉକ୍ତ ଲେଟେରିନ ଗୃହ ଅସମ୍ପୂର୍ଣ୍ଣ ହୋଇ
Read More...

ରଏତି ଜମିରେ ତିଆରି ହେଉଛି କମ୍ୟୁନିଟି ସେଣ୍ଟର : ଗ୍ରାମବାସୀଙ୍କ ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା:ପ: ଅନ୍ତର୍ଗତ କୁଶପାଲି ଗାଁର ପ୍ରୀତି ମାଝିଙ୍କ ରଏତି ଜମିରେ ୨ ଲକ୍ଷ ଟଙ୍କାର କମ୍ୟୁନିଟି ସେଣ୍ଟର ତିଆରି କରିବା ନିମନ୍ତେ କଲମ ଗାତ ଖୋଳାଯାଇଥିବା ଅଭିଯୋଗ ହୋଇଛି । ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ
Read More...

ବହୁଧା ଜଳଭଣ୍ଡାର ଥାଇ ପାଣି ମୁନ୍ଦେ ପାଇ ପାରୁନାହାନ୍ତି ଲୋକେ

ତୁରେକେଲା, (କୈଳାଶ ସଗ୍ରିଆ) : ଢୋଲମାନ୍ଦଲ ଗ୍ରା.ପ. ଅନ୍ତର୍ଗତ ବାହାବଲ ଗାଁରେ ପ୍ରାୟ ଦୁଇ ବର୍ଷ ହେବ ବହୁଧା ଜଳ ଭଣ୍ଡାର ଥାଇ ମଧ୍ୟ ପାଣି ସପ୍ଲାଏ ହେଉ ନଥିବା ସୂଚନାରେ କୁହାଯାଇଛି । ଏଥିପାଇଁ ଖରା ଦିନରେ ପାଣି ମୁନ୍ଦେ ପାଇ ପାରୁନାହାନ୍ତି ଗ୍ରାମବାସୀ । ଏସ୍‌ଏଚ୍‌ଜି ଗ୍ର୍ରୁପ୍‌ର
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ମହାମାରୀର ନିର୍ଦ୍ଦେଶକୁ ପାଳନ ପୂର୍ବକ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିବର୍ଷ ଭଳି ଜାତୀୟ ଵିଜ୍ଞାନ ମେଳା ପାଳିତ ହୋଇଯାଇଛି । ପ୍ରକୃତିବନ୍ଧୁ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ
Read More...

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ମହୁଲବାହାଲି ରୋଡ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝରଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କର୍ମୀ ଶୋଭାବନ ନାୟକଙ୍କ ତତ୍ତ୍ୱାବଧାନରେ କେନ୍ଦ୍ର ଅଧିନରେ ଥିବା
Read More...

ହିଁଆଲ କ୍ଳଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ହିଁଆଲ କ୍ଳଷ୍ଟର ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହିଁଆଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ୟ୍ୟନ୍ତ ବିଭିନ୍ନ ବିଦ୍ୟାଳୟରୁ ୨୦ଗୋଟି ପ୍ରକଳ୍ପ କୁନି
Read More...