Browsing Tag

turekela news

ଉପାନ୍ତ ଅଞ୍ଚଳରେ କାଦୁଅ ପଚ ପଚ ଗ୍ରାମ୍ୟ ରାସ୍ତା

ତୁରେକେଲା, (ମୀନକେତନ ନିଆଲ) : ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତୁରେକେଲା ବ୍ଲକରେ ଥିବା କନ୍ଦେଇ ପଞ୍ଚାୟତର ଯୁବାମାଲ ଗ୍ରାମରେ ଥିବା ଖଡଖଡିଜୋର୍‌ରୁ ମାଝିପଡା ରାସ୍ତା ବର୍ଷାରେ କାଦୁଅ ପାଇଁ ଚାଲିବା କଷ୍ଟକର ହୋଇପଡୁଛି । ଲଗାଣ ବର୍ଷା ଯୋଗୁଁ ଯୁବାମାଲ୍ ଗ୍ରାମ୍ୟରାସ୍ତା
Read More...

କେବେ ସୁଧୁରିବ ଚାରପାଣି ରାସ୍ତା : ଗ୍ରାମବାସୀ ଅସନ୍ତୋଷ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ବଡ ବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଣି ନିଆଲ ପଡା ରାସ୍ତା କାଦୁଅରେ ପଚ୍ ପଚ୍ । ସୂଚନାଯୋଗ୍ୟ ଯେ, ଗାଁ ଲୋକେ କହିବା ମୁତାବକ ଅନେକ ଥର ପଞ୍ଚାୟତ ପ୍ରଶାସନଙ୍କୁ ଗୁହାରି କରିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଗୁହାରି
Read More...

ଜିଲ୍ଲା ସଭାପତି ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମଙ୍ଗଳବାର ଦିନ ଜିଲ୍ଲା ସଭାପତି ଦେବକୀ ସାହୁ ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ ଜାରି ରଖିଥିଲେ । ଜିଲ୍ଲା ସଭାପତି ଦେବକୀ ସାହୁ, ନୀରୁପମା ମାଝି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ
Read More...

ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ରେଳ ଲାଇନରୁ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ, ଜିଆର୍‌ପି ପୋଲିସର ତନାଘନା ଜାରି

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ରେଳ ଷ୍ଟେସନ ନିକଟ ରେଳ ଲାଇନ୍‌ ଉପରେ ପଡିଛି ଜଣେ ପୁରୁଷ ଏବଂ ମହିଳାଙ୍କ ମୃତଦେହ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କିଛି ସ୍ଥାନୀୟ ଲୋକ ରେଳ ଲାଇନ୍‌ ଟ୍ରାକ୍‌ ଉପରେ ଦୁଇ ଜଣଙ୍କ ମୃତଦେହ ଦେଖି ଜିଆର୍‌ପି ପୋଲିସକୁ ଖବର
Read More...

ରାତି ଅଧରେ ପ୍ରେମିକ ସହ ଫେରାର ମାରୁଥିଲା ନବବିବାହିତା ସ୍ତ୍ରୀ : ଧରା ପଡିଗଲେ ଦୁହେଁ, ନିର୍ଦ୍ଧୁମ ଛେଚି ଚପଲ ମାଳ…

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳର ମହଖଣ୍ଡ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନବବିବାହିତା ସ୍ତ୍ରୀ ପ୍ରେମିକ ସହ ଚମ୍ପଟ ମାରୁଥିବା ବେଳେ ସ୍ୱାମୀ ହାତରେ ଧରା ପଡି ମାଡଖାଇ ଗ୍ରାମରେ ହଟହଟା ହୋଇଥିବା ଭଳି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ
Read More...

ତୁରେକେଲା ଥାନା କଫ ସିରଫ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ତୁରେକେଲା ପୋଲିସ

ତୁରେକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ପୋଲିସ ଗତ ଶନିବାର ରାମୁଡ଼ ଗ୍ରାମ ନିକଟରୁ ବେଆଇନ କଫ ସିରଫ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରି ତାଙ୍କ ପାଖରୁ ୧୦୪ ବୋତଲ କଫ ସିରଫ ଜବତ କରି ତାକୁ କୋର୍ଟ ଚାଲାଣ କରିଥିଲା । ଅଧିକ ତଦନ୍ତ କଲା ପରେ ତୁରେକେଲା ପୋଲିସ ଆଜି ଆଉ
Read More...

କିଛି ଦିନର ନୀରବତା ପରେ ପୁଣି କଫ ସିରପ୍‌ ଜବତ : ଜଣେ ଗିରଫ

ତୁରକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ରବିବାର ବେଆଇନ୍‌ କଫ ସିରପ୍‌ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ତୁରେକେଲା ପୋଲିସ
Read More...

କୋଶଳ ପ୍ରବାହର ପ୍ରଭାବ : ମରାମତି ହେଲା ଭଙ୍ଗା ନଳକୂପ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ନୂଆପଡାରେ ଏକ କାର୍ ଓଡି ୦୩ ଜେଡ୨୭୦୦ କିରାନା ଦୋକାନର ପିଣ୍ଢା ଉପରେ ଚଢ଼ି ଯାଇ ନଳକୂପକୁ ଧକ୍କା ଦେଇ ଭାଙ୍ଗି ଦେଇଥିଲା । ସେଥି ପାଇଁ ପଡାବାସୀ ବ୍ଳକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଥିଲେ । ଏନେଇ
Read More...

ନଳକୂପ ମରାମତି ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ନୂଆପଡ଼ାବାସୀ

ତୁରେକେଲା, (କୈଳାସ ସଗ୍ରିଆ) : କାର୍‌ ଧକ୍କାରେ ଭାଙ୍ଗି ଦେଇଥିଲେ ନଳକୂପ । ଲୋକେ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ନେହୁରା ହେଲେ । ନଳକୂପ ମରାମତି କରିଦେବାକୁ ଜବାବ୍‌ ଦେଲେ । ଅଥଚ କଥା ଦେଇ ରଖିଲେ ନାହିଁ କଥା । ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି
Read More...

କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଜବତ୍

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଓଡି ୦୩ଭି୧୨୩୯ ଜେସିବିକୁ ଜବତ୍ କରିଛି ଜଙ୍ଗଲ ବିଭାଗ । ଏହା ସହ ତୁରେକେଲା ବ୍ଲକ ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ
Read More...