Browsing Tag

titilagarh news

ଟିଟିଲାଗଡ ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜର ସାମ୍ୱାଦିକ ସମ୍ମିଳନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଏପ୍ରିଲ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ଦ୍ଵାରା ସାମୁହିକ ବ୍ରତୋପନୟନ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ ଠାକୁର,
Read More...

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ଼/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡଉଡାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋସିଙ୍ଗ ପ୍ରଧାନୀ ସଭାପତିତ୍ୱ କରି
Read More...

ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକ

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତୀର୍ଥଙ୍କର ପଟେଲ, ସଭାପତି ଭାବେ ପ୍ରମୋଦ ସେଲମା, ସମ୍ପାଦକ ଭାବେ ସୁଧୀର ଦାସ ମନୋନୀତ ଟିଟିଲାଗଡ଼, (ପ୍ରମୋଦ ସେଲମା) : ସ୍ଥାନୀୟ ଡ଼ିଏନ୍‌.ରିସର୍ଟ ପରିସରରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
Read More...

ଉଦେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତର ଉଦେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିହିନି ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ, ସମ୍ମାନିତ ଅତିଥି ଭାବେ
Read More...

‘ଚାଲ ପଡା କେ ବୁଲି ଜିମା’ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ଟୁକୁନୀ ସାହୁ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ 'ଚାଲ ପଡା କେ ବୁଲି ଜିମା' କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ । ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଦ୍ୱାରା ପରିଚାଳିତ ସରକାରୀ
Read More...

ତୁରୁକଭଟା ଘିସରି ପାହାଡ ପଥର କ୍ୱରୀକୁ ନେଇ ଜନ ଅସନ୍ତୋଷ : ଉପଜିଲ୍ଲାପାଳ ସିନ୍ଧେକେଲା ପଥର କ୍ବାରୀ ଚଢାଉ କଲେ ହେଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ତହସିଲ ତଥା ସିନ୍ଧେକେଲା ଥାନା ଅଞ୍ଚଳରେ ପଡୁଥିବା ଭବାନୀପାଟଣା- ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥରେ ପଡୁଥିବା ଚାନ୍ଦୋତରା - ତୁରୁକଭଟା ମଧ୍ୟରେ ଥିବା ଘିସରି ପାହାଡରେ ବେଆଇନ ପଥର ଖନନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ
Read More...

ଟିଟିଲାଗଡ ଧବଳେଶ୍ଵର ମନ୍ଦିରରୁ ଦାନବାକ୍ସ ଚୋରି ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରସିଦ୍ଧ ଧବଳେଶ୍ଵର ମନ୍ଦିରରୁ ରାତି ଅଧରେ ଭିତରେ ଥିବା ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ରାତିରେ ଥାନାଧିକାରୀ ରଞ୍ଜନ କୁମାର ବରିହା ସଦଳବଳେ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମ୍‌କୁ ଡକାଇଥିବା
Read More...

ଟିଟିଲାଗଡ ନିକଟସ୍ଥ ଜଗୁଆ ମଦଭାଟି ସାମ୍ନାରେ ଥିବା ଦୋକାନ ଘରେ ଲାଗିଲା ନିଆଁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ରାସ୍ତା ତଥା ଜଗୁଆ ମଦଭାଟି ସମ୍ମୁଖରେ ଥିବା କିଛି କୁଚିଆ ଦୋକାନ ଏବଂ ପାଖରେ ଥିବା ଗୋଟିଏ କିରାନା ଦୋକାନରେ ନିଆଁ ଲାଗି ସାମଗ୍ରୀ ପୋଡ଼ି ଯାଇଥିବା ଖବର ମିଳିଛି । ରାତିରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ୫୫ତମ ବାର୍ଷିକୋତ୍ସବ ଓ ମୋ’ ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଡିଏଭି ମହାବିଦ୍ୟାଳୟର ୫୫ତମ ବାର୍ଷିକୋତ୍ସବ ସମାରୋହ ରବିବାର ଦିନ ସକାଳ ୧୧ଟା ସମୟରେ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି
Read More...

ଟିଟିଲାଗଡଠାରେ ଲାୟନ୍ସ କ୍ଲବର ଦୁଇ ଦିନିଆ ୩୨ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ ୩୨୨ସି୨ର ବାର୍ଷିକ ସମ୍ମିଳନୀ ଚଳିତ ବର୍ଷ ଟିଟିଲାଗଡଠାରେ ଆୟୋଜିତ ହୋଇଯାଇଛି । ଲାୟନ୍ସ କ୍ଲବ ଟିଟିଲାଗଡର ଆୟୋଜନରେ ସ୍ଥାନୀୟ ଡିଏନ୍‌ ରିସର୍ଟ ଠାରେ ଏହି ଦୁଇ ଦିନିଆ ବାର୍ଷିକ ସମ୍ମିଳନୀରେ ୪୯ଟି କ୍ଲବରୁ ୪୧୩ ସଦସ୍ୟ ଆସି
Read More...