ଓମ୍ ଭ୍ୟାଲି ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଏବଂ ନବାଗତ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ…
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଏକ ଅଗ୍ରଣୀ ଇଂରାଜୀ ମୀଡ଼ିଅମ୍ ବିଦ୍ୟାଳୟ ଭିତରୁ ଓମ୍ ଭ୍ୟାଲି ଅନ୍ୟତମ । ଶିକ୍ଷା ଓ ସମ୍ଭାବନାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ବିଦ୍ୟାଳୟ ତରଫରୁ ଶୁକ୍ରବାର ଅପରାହ୍ନରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇଯାଇଛି ।!-->…
Read More...
Read More...