କନ୍ଧାନ୍ ତଥା କୋଶଲୀ ଯୁବକବି ବିନାୟକ ପ୍ରଧାନୀଙ୍କ ହୃଦ୍ଘାତରେ ମୃତ୍ୟୁ
ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ମନିଗାଁର କନ୍ଧାନ୍ ତଥା କୋଶଲୀ ଭାଷାରେ କବିତା ଲେଖୁଥିବା ଯୁବକବି ବିନାୟକ ପ୍ରଧାନୀ(୩୫)ଙ୍କ ଆଜି ସକାଳୁ ହୃଦ୍ଘାତରେ ମୃତ୍ୟୁ ଘଟିଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରାଜମିସ୍ତ୍ରୀ ଭାବେ କାମ କରୁଥିବା!-->…
Read More...
Read More...