ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଆରକ୍ଷଣ ଅଧିକାର ହାସଲ ପାଇଁ ପ୍ରସ୍ତୁତି : ମହୁଲପଡା ଗାଁରେ ବିଶାଳ ଆଦିବାସୀ ମେଳି
ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ମହୁଲପଡା ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଆଦିବାସୀମାନେ ପାରମ୍ପରିକ ବେସଭୂଷା, ଢ଼ାପ ଡକା ବାଦ୍ୟର ତାଳେ ତାଳେ ନୃତ୍ୟ କରି!-->…
Read More...
Read More...