Browsing Tag

sonepure news

ଡଂଗରିଝରନ୍ କୁଡାଡେରା ତରଫୁ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର୍ ଜିଲ୍ଲାର୍ କୁଡାଡେରାର୍ ଡଂଗରିଝରନ୍ ସାହିତ୍ୟ କୁଟୁମ୍ ତରଫୁ ଅନଲାଇନ୍ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍ ହେଇ ସାରିଛେ। ଅନୁଷ୍ଠାନର୍ ସଂପାଦକ୍ ରାମେଶ୍ଵର ଛତ୍ରିଆ କର୍ ବୁଲାକି ଥି ବନେଟେ ସିଆନ୍ ଜୁଆନ୍ କବି ଯୋଗ ଦେଇଥିଲେ। ନିଜର୍ ନିଜର୍ ଦମଦାର
Read More...

ସୁବର୍ଣ୍ଣପୁରରେ ଲଗାଣ ବର୍ଷା : ଅବସ୍ଥା ଶୋଚନୀୟ

ସୋନପୁର, (ପ୍ରଭୁଦତ୍ତ ରଥ) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ୨ ଦିନ ଧରି କ୍ରମାଗତ ବର୍ଷା ଯୋଗୁଁ ସମସ୍ତ ନାଳ ଓ ସହରର ଅନେକ ମୁଖ୍ୟ ରାସ୍ତା ବର୍ଷା ପାଣିରେ ପୁରିଉଠି ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି । ସହରର ୱାର୍ଡ଼ ନଂ-୧୦
Read More...

ବିଦ୍ୟୁତ ତାର ଲାଗି ଯୁବକଙ୍କ ପ୍ରାଣହାନୀ

ସୋନପୁର, (କେପିଏନ୍‌ଏସ୍‌) : ବିଦ୍ୟୁତ ତାର ଲାଗିବା ଫଳରେ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ରାଏପାଲିର ଅଭିମନ୍ୟୁ ବାଘ (୧୮) ଏହି ଘଟଣାର ଶିକାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ତାଙ୍କ ବାସଗୃହର କବାଟ ଉପରେ ଏକ ବିଦ୍ୟୁତ ତାର
Read More...

ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବାରେ ପୌର ପରିଷଦ ବିଫଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ମଂଗଳବାର ବଜାରରେ ଚାଲିଛି ସହରର ଏକମାତ୍ର କଂସେଇଖାନା । ପୌର ପରିଷଦ ଅଧୀନରେ ଚାଲିଥିବା ଏହି କଂସେଇଖାନାରୁ ନିୟମିତ ଭାବରେ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରାଯାଉଛି । କିନ୍ତୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ପାଇଁ ଆବଶ୍ୟକ ସୁବିଧା
Read More...

ନୂଆଁଖାଇ ଗଣପର୍ବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅନ୍ନ ରୂପୀ ବ୍ରହ୍ମକୁ ପରଂବ୍ରହ୍ମଙ୍କ ପାଖରେ ସମର୍ପଣ କରିବାର ଅନନ୍ୟ ଲୋକ ପରମ୍ପରାର ସମୁଜ୍ଜ୍ବଳ ନିଦର୍ଶନ ସ୍ବରୂପ ଆଜି ନୂଆଁଖାଇ ଗଣପର୍ବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । କାହିଁ କେତେ ଦିନରୁ ପଶ୍ଚିମ ଓଡିଶାରେ ହୋଇ ଆସୁଥିବା ଏହି
Read More...

ସ୍ବତନ୍ତ୍ର ନୂଆଁଖାଇ ହାଟ : ପୂର୍ବ ବର୍ଷ ପରି ନାହିଁ ମହକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଶ୍ଚିମ ଓଡିଶାର ଗଣପର୍ବ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଚଳଚଂଚଳ ହୋଇଉଠିଛି । କରୋନା କଟକଣା ସତ୍ତ୍ବେ ଲୋକେ ଆସନ୍ତାକାଲିର ନୂଆଁଖାଇ ପର୍ବ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ପର୍ବ ପାଳିବାକୁ ବଜାରରୁ ଆବଶ୍ୟକ ସାମଗ୍ରୀ କିଣାବିକା
Read More...

୭ ଡକାୟତ ଗିରଫ : ଟ୍ରକ ସହ ୪ ବାଇକ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଆଜି ୭ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଡକାୟତ ଦଳ ଡୁଙ୍ଗୁରିପାଲି ଅଂଚଳର କପାସିରାଠାରେ ଥିବା ଆଶୀର୍ବାଦ କନଷ୍ଟ୍ରକସନ୍ସ ପରିସରରୁ ଗତକାଲି ରାତି ଲୁହାଛଡ, ସିମେଂଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ
Read More...