Browsing Tag

sonepure news

ଚିକିତ୍ସା ଦାୟିତ୍ଵ ନେଲା ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ଖଇରଭାଡି ଗାଁର ନିର୍ମଳ ବାଗ ଏବଂ ରଞ୍ଜିତା ବାଗଙ୍କ ପୁଅ ଓମ୍ ବାଗ(୫)ର ବେକରେ ମାଂସ ବୃଦ୍ଧି ହେବାରେ ଲାଗିଛି । ହେଲେ ଅର୍ଥ ସାଜିଛି ବାଧକ । ନିର୍ମଳ କୁଲି ମଜୁରୀ କାମ କରି ପରିବାର ଚଳାନ୍ତି। ପଇସା ନ ଥିବାରୁ ପୁଅର
Read More...

ସଂସ୍କୃତ ବିଶାରଦ ପଣ୍ଡିତ ଦାମୋଦର ହୋତାଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ୱାରା ରୟଲ୍ ଫିଲ୍ଡ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଂଗଣରେ ପଣ୍ଡିତ ଦାମୋଦର ହୋତାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର
Read More...

ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଗଠିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ ) : ମାନବ ସେବା ହିଁ ମାଧବ ସେବା । ଏହି ମହତ୍ ବାଣୀକୁ ନେଇ ରାମପୁରର ଭବାନୀ ପାଲିଠାରେ ଏକ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଆନୁଷ୍ଠାନିକ ଭାବେ ଗଠିତ ହୋଇଯାଇଛି । ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ପ୍ରତିଷ୍ଠିତ ଏହି ସାମାଜିକ ଅନୁଷ୍ଠାନ
Read More...

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବିଶ୍ୱର ଅଦ୍ୱିତିୟ ଜନନେତା ତଥା ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । ମହାତ୍ମାଗାନ୍ଧୀଙ୍କ ଜନ୍ମତିଥିକୁ ଜିଲ୍ଲାର ବିଭିନ୍ନ ସାମାଜିକ ଓ
Read More...

ସୁବର୍ଣ୍ଣପୁର ପୌର ପରିଷଦର ଜନ ବିରୋଧୀ କାର୍ଯ୍ୟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ପୌର କର୍ତୃପକ୍ଷଙ୍କୁ ଘେରାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ପୌର ପରିଷଦର ଜନ ବିରୋଧୀ କାର୍ୟ୍ୟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଆଜି ପୌର କର୍ତୃପକ୍ଷଙ୍କୁ ଘେରାଉ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଯୁବ ବିଜପି କର୍ମୀମାନେ ମୁନସିପାଲିଟିର ଟେଣ୍ଡର
Read More...

ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ବିଭିନ୍ନ ସମସ୍ୟା ଓ ପୌର ପରିଷଦର ଜନ ବିରୋଧୀ କାର୍ୟ୍ୟକୁ ନେଇ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ନଗର କଂଗ୍ରେସର ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ
Read More...

ଲୋକ-କଳାକାରଙ୍କ ସହାୟତା ଦାବୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାରା ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ତେଣୁ ଅନେକ ଲୋକ ଜୀବିକା ହରାଇ ବସିଛନ୍ତି । ଏ ପରିସ୍ଥିତିରେ ପ୍ରତ୍ୟହ ରୋଜଗାର କରି ପରିବାର ପୋଷଣ କରୁଥିବା ଲୋକଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ବିଶେଷ କରି କଳାକୁ ବୃତ୍ତି କରି
Read More...

ବହୁଧା ପର୍ଯ୍ୟଟନର ସୁଯୋଗ ଥିବା ସୁବର୍ଣ୍ଣପୁର ସହର ଓ ଜିଲ୍ଲା ଭିତ୍ତିଭୂମି ବିକାଶର ଅପେକ୍ଷା ରଖେ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର, ଅଷ୍ଟ ମ'କାରର ଭୂଖଣ୍ଡରେ ରହିଛି ପର୍ଯ୍ୟଟନର ଅନେକ ବିଭବ । ବହୁ ପ୍ରାଚୀନ ମନ୍ଦିର, ମଠ, ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ପରିବେଶ ସହ କଳା କାରିଗରି ଏ ମାଟିକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଆଜି ସମଗ୍ର ବିଶ୍ୱ ପର୍ଯ୍ୟଟନ ଦିବସ
Read More...

ତରଭା ସହର ଆଜିଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରକୁ ଆଜିଠୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ କରାଯାଇଛି । ତରଭା ବଣିକ ସଂଘ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ କମିଟି, ବିଭିନ୍ନ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ
Read More...

ବ୍ୟାପକ ଦେଶୀ ମହୁଲି ମଦ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାର ଏସ୍ ପତ୍ରାପାଲି ଜଙ୍ଗଲ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଛି । ମଦ ବ୍ୟବସାୟ କରୁଥିବା ଲୋକମାନେ ଜଙ୍ଗଲକୁ ନିରାପଦ ସ୍ଥାନ ଭାବି ନାଳ, ଝରଣା ନିକଟରେ ମଦ ପ୍ରସ୍ତୁତ କରୁଛନ୍ତି । ଏହା ବନ୍ଦ କରାନଗଲେ ବିଷାକ୍ତ ମଦ
Read More...