ପୁଣି ବୋର୍ୱେଲ୍ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା
ସମ୍ବଲପୁର : ପୁଣି ବୋର୍ୱେଲ୍ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା । ସମ୍ବଲପୁର ରେଙ୍ଗାଲି ଲାରିପାଲିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଛୁଆର କାନ୍ଦ ଶୁଣାଯାଉଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ପାଇପ୍ ଦ୍ୱାରା ଶିଶୁକୁ ଏବେ!-->…
Read More...
Read More...