Browsing Tag

sambalpur news

ଦକ୍ଷ ହକି ଖେଳାଳୀ ସୃଷ୍ଟି ପାଇଁ ଉଦ୍ୟମ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ହକି ଖେଳାଳୀମାନଙ୍କୁ ଉତ୍ସାହିତ କରି ପ୍ରତିଭାବାନ ଦକ୍ଷ ଖେଳାଳି ସୃଷ୍ଟି କରିବା ପାଇଁ ଯୁଯୁମୁରା ହାଇସ୍କୁଲ ପଡ଼ିଆରେ ହକି ଟର୍ଫ୍ ବିଛାଇବା କାମ ଚାଲିଛି । କେନ୍ଦ୍ର ସରକାରଙ୍କ ୱାର୍କିଂ ଏଜେନ୍ସି ୱାଫକ୍ସ ଦ୍ଵାରା ଏହି କାର୍ୟ୍ୟ
Read More...

ସମ୍ବଲପୁର-କଟକ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର : ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର-କଟକ ୪୨ ନମ୍ୱର ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଛନ୍ତି । ଗାତ ଖାଲରେ ଭର୍ତ୍ତି ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା
Read More...

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓଡ଼ିଆ ଚଳଚ୍ଚିତ୍ର 'ସାଧନା' ଓ 'ଅଶାନ୍ତ ଗ୍ରହ'ର ସେ ଥିଲେ ପ୍ରଯୋଜକ । ୧୯୬୨ ମସିହାରେ ଚଳଚ୍ଚିତ୍ର ସାଧନା ରାଷ୍ଟ୍ରପତି ପୁରସ୍କାର ପାଇଥିଲା । ସ୍ବର୍ଗତ ତ୍ରିପାଠୀ ଜଣେ
Read More...

ଏଣିକି ଏମ୍ଆର୍‌ପିରୁ ଅଧିକ ଦରରେ ମଦ ବିକ୍ରୀ କଲେ ଦୋକାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର, (ଦାମୋଦର ପଣ୍ଡା) : ଶେଷରେ ନିଦ ଭାଙ୍ଗିଲା ଅବକାରୀ ବିଭାଗର । ଏଣିକି ଏମ୍ଆରପିରୁ ଅଧିକ ଦରରେ ମଦ ବିକ୍ରୀ କଲେ ଦୋକାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଦୋକାନୀମାନେ ଗ୍ରାହକମାନଙ୍କ ପ୍ରତି ବିକ୍ରୀ ଉପରେ ରସିଦ ଦେବାକୁ ବାଧ୍ୟ । ଏ ବିଷୟରେ ଅବକାରୀ
Read More...

୪୫ ବର୍ଷର ଏକମାତ୍ର ଗାନ୍ଧୀ ମନ୍ଦିରକୁ ସରକାରୀ ସ୍ତରରେ କୌଣସି ସହଯୋଗ ମିଳିନାହିଁ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆଜି ଗାନ୍ଧୀ ଜୟନ୍ତୀ । ଆସନ୍ତୁ ଯିବା ଓଡ଼ିଶାର ଏକମାତ୍ର ଗାନ୍ଧୀ ମନ୍ଦିର । ଯାହା ସମ୍ବଲପୁର ଉପକଣ୍ଠ ଭତରା ଗ୍ରାମଠାରେ ଅଛି । ଏହି ମନ୍ଦିରରେ ପୂଜା ପାଉଛନ୍ତି ଗାନ୍ଧୀ । ସକାଳୁ ଭଜନ ହୁଏ ରଘୂପତି ରାଘବ ରାଜାରାମ । ମନ୍ଦିର ଚୂଡ଼ାରେ ଅଛି ଜାତୀୟ ପକ୍ଷୀ
Read More...

ହୀରାକୁଦ ଜଳଭଣ୍ଡାର : ଆଜି ସକାଳୁ ଅଧିକ ତିନୋଟି ଗେଟ୍ ଖୋଲା ଯାଇଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ରୁଲ୍ କର୍ଭ ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ତାର ସର୍ବୋଚ୍ଚ ସୀମା ୬୩୦ ଫୁଟରେ ପହଞ୍ଚିଛି । ଏବେ ବର୍ଷା ଯୋଗୁଁ ଜଳ ପ୍ରବାହ ବୃଦ୍ଧି ପାଉଥିବାରୁ ପାଞ୍ଚଟି ଗେଟ୍ ଦେଇ ଜଳନିଷ୍କାସନ କରାଯାଉଛି । ପୂର୍ବରୁ ମାତ୍ର ଦୁଇଟି ଗେଟ୍ ଖୋଲା ଥିଲା । ଆଜି ସକାଳୁ
Read More...

ଭୀମସାର୍‌ରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦ୍‌ଘାଟିତ ହେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର୍‌ରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଉଦ୍‌ଘାଟିତ ହେବ ବୋଲି ଜଣାଯାଇଛି । ଏଥି ନିମନ୍ତେ ସୁରକ୍ଷିତ ସଂସ୍ଥା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଚୁକ୍ତି ସରିଛି ବୋଲି ଏକ ସୂତ୍ରରୁ ଜଣାପଡିଛି ।
Read More...

ଦୁର୍ଦ୍ଦିନରେ ଲୋକ କଳାକାର : ସରକାର ଆଉ କେବେ ଦେଖିବେ

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବେ ଚାଲିଛି ପାର୍ବଣର ଋତୁ । ନୂଆଁଖାଇ, ଗଣେଶ ପୂଜାଠୁ ଆରମ୍ଭ ହୋଇ ବିଶ୍ଵକର୍ମା ପୂଜା, ନବରାତ୍ର, ଦୀପାବଳୀ ଆଦି ପର୍ବ ସବୁ ବନ୍ଦ କରୋନା କଟକଣା ଯୋଗୁଁ । ଅର୍କେଷ୍ଟ୍ରା, ନାଚଗୀତ ସବୁ ବନ୍ଦ । ଏହା ଉପରେ ନିର୍ଭର କରୁଥିବା ଶହ ଶହ କଳାକାର ହାତ ବାନ୍ଧି
Read More...

ଫୁଟବଲ ପଡିଆ ନିକଟରୁ ୧୦ ଫୁଟର ଅଜଗର : ବନ ବିଭାଗକୁ ହସ୍ତାନ୍ତର

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଧନକଉଡା ବ୍ଲକ ଚିପିଲିମା ଫୁଟବଲ ପଡିଆ ନିକଟରେ ବିଳମ୍ବିତ ରାତିରେ ୧୦ ଫୁଟର ଏକ ଅଜଗର ସାପ ବାବୁଲା ସେଠଙ୍କ ଘରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ବାବୁଲାଙ୍କ ପୁଅ କାର୍ତ୍ତିକ ଦେଖିଥିଲେ । କୌଣସି ଉପାୟରେ ସାପକୁ କାବୁକରି ସାମ୍ବାଦିକ ପ୍ରଦୀପ
Read More...

ରାଜ୍ୟ ସରକାରଙ୍କ ବସ୍ତି ଉନ୍ନୟନ ଯୋଜନା ସମ୍ବଲପୁରରେ ପ୍ରହସନ ପାଲଟିଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ସହରାଞ୍ଚଳରେ ଭୂମିହୀନ ବସ୍ତି ବାସିନ୍ଦାଙ୍କ ପାଇଁ ଆବାସ ଯୋଗାଇ ଦେବାକୁ ସରକାରଙ୍କ ଏକ ଯୋଜନ ରହିଛି 'ଏଫୋଡେବୁଲ୍ ହାଉସିଂ ସ୍କିମ୍', ଯେଉଁଥିରେ ଏକ ଚିହ୍ନଟ ସ୍ଥାନରେ ବଡ ଆପାର୍ଟମେଣ୍ଟ ତିଆରି କରି ଭୂମିହୀନଙ୍କୁ ଦିଆଯିବ । ମାତ୍ର ସମ୍ବଲପୁର ମହାନଗର ନିଗମ
Read More...