Browsing Tag

sambalpur news

ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ଏହି ଟ୍ରେନ ସମ୍ବଲପୁରରୁ ସକାଳ ୬ ଘଣ୍ଟାରେ ଛାଡି ରାୟଗଡାରେ ମଧ୍ୟାହ୍ନ୧୨-୪୦ ରେ ପହଂଚିବ । ଫେରିବା ବେଳେ ଅପରାହ୍ନ ୨-୦୫ ରେ
Read More...

ଡାକ୍ତର ନିଯୁକ୍ତି କେବେ ହେବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର, ବୁର୍ଲାର ନିଉରୋଲୋଜି(ସ୍ନାୟୁ ମସ୍ତିସ୍କ) ବିଭାଗ ଗତ ଦଶ ବର୍ଷ ହେଲା ଜଣେ ଡ଼ାକ୍ତରରେ ଚାଲିଛି । ସ୍ୱୟଂ ଶାସିତ ହେଲା ପରେ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ । ଚାରିଟି ଅନୁମୋଦିତ ପଦ ଥିଲେ ମଧ୍ୟ ଏ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅବହେଳା କରୁଥିବା
Read More...

ପୂର୍ବ ପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରିୟାଶୀଳ ହେବ

ସମ୍ବଲପୁର, : (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ ଡାକ୍ତରଖାନା ଖୁବଶୀଘ୍ର ବନ୍ଦ ହେବ ଓ ସେଠାରେ ପୂର୍ବ ପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିବ ବୋଲି ଜଣାଯାଇଛି । ଏଣୁ ଏବେ ନୂଆ ରୋଗୀ ଭର୍ତ୍ତି କରାଯାଉନାହିଁ । ବୁର୍ଲାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ଖୋଲିବା ପରେ ଏହି
Read More...

ସମ୍ବଲପୁର ସହରରେ ଖୋଲା ସ୍ଥାନରେ ପରିସ୍ରା କଲେ ଶହେ ଟଙ୍କା ଜୋରିମାନା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବେ ସମ୍ବଲପୁର ସହରରେ ଖୋଲା ସ୍ଥାନରେ ପରିସ୍ରା କଲେ ଶହେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ନଗର ନିଗମ ସୂତ୍ରରୁ ଜଣାପଡ଼ିଛି । ତେବେ ଏ ଭଳି ନିଷ୍ପତ୍ତି ନେବା ପୂର୍ବରୁ ପର୍ୟ୍ୟାପ୍ତ ପରିମାଣର ଶୌଚାଳୟ ନିର୍ମାଣ ଜରୁରୀ । ଉଦାହରଣ ସ୍ୱରୂପ ଅଇଁଠାପାଲି ଛକ
Read More...

ସ୍ଥାୟୀ ନିଯୁକ୍ତି ଦାବୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏନଏଲସି ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ସମ୍ବଲପୁର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ପଶ୍ଚିମାଞ୍ଚଳ ଏକତା ମଞ୍ଚର
Read More...

ଉଠା ଦୋକାନୀମାନଙ୍କ ପାଇଁ ସ୍ୱନିଧି ଯୋଜନା : ୪୧୫୦ ପଞ୍ଜିକୃତ, ପାଇଛ‌ନ୍ତି ୧୩୫

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବର ପରିସ୍ଥିତିରେ ଜୀବିକା ହରେଇ ଥିବା ଉଠା ଦୋକାନୀ ମାନଙ୍କ ପାଇଁ ସ୍ୱନିଧି ଯୋଜନାରେ ଦଶ ହଜାର ଟଙ୍କା ଋଣ ପ୍ରଦାନ ବ୍ୟବସ୍ଥା ରହିଛି । ସମ୍ବଲପୁର ମହା ନଗର ନିଗମ ତରଫରୁ ପଞ୍ଜିକରଣ କରାଯାଇଅଛି । ଜିଲ୍ଲାରେ ମୋଟ ୪୧୫୦ ଜଣ ପଞ୍ଜିକରଣ କରିଥିବା ବେଳେ କେବଳ
Read More...

ବିଜ୍‌ନେସ୍‌ୱାର୍ଲଡ଼୍‌ ‘ବି’ ସ୍କୁଲ ମାନ୍ୟତାରେ ସମ୍ବଲପୁର ଆଇଆଇଏମ୍‌ ଅଷ୍ଟାଦଶ ସ୍ଥାନରେ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଜ୍‌ନେସ୍‌ୱାର୍ଲଡ଼୍‌ ‘ବି’ ସ୍କୁଲ ମାନ୍ୟତାରେ ସମ୍ବଲପୁର ଆଇଆଇଏମ୍‌ ଅଷ୍ଟାଦଶ ସ୍ଥାନ ଅଧିକାର କରିଛି । ଗତ ଅକ୍ଟୋବର ୨୨ ବିଜ୍‌ନେସ୍‌ୱାର୍ଲଡ ସଂଖ୍ୟାରେ ପ୍ରକାଶିତ ଭାରତର ଶ୍ରେଷ୍ଠ ସରକାରୀ ବି ସ୍କୁଲ ତାଲିକାରେ ଆଇଆଇଏମ୍‌ ସମ୍ବଲପୁର ୧୮ତମ ସ୍ଥାନରେ
Read More...

ପ୍ରସନ୍ନ ବେହେରାଙ୍କର୍ ପ୍ରବନ୍ଧ ସଂକଲନ୍ ‘ପ୍ରବନ୍ଧ ଝୁଁପା’ ଉନ୍ମୋଚିତ୍

ସମ୍ବଲପୁର, (କେପିଏନ୍‌ଏସ୍‌) : ରଏବାର ଦିନ ନିରାଡମ୍ବର ଭାବେଁ ମାଁ ସମଲେଇ ଗୁଡି ତଲେଁ ଉନ୍ମୋଚିତ୍ ହେଇଯାଇଛେ ଆମର୍ ଭାଷାର୍ ଜନାଶୁନା ବର୍ଷିଆନ୍ କବି, ପ୍ରାବନ୍ଧିକ୍ ପ୍ରସନ୍ନ ବେହେରାଙ୍କର୍ ପ୍ରବନ୍ଧ ସଂକଲନ୍ 'ପ୍ରବନ୍ଧ ଝୁଁପା' ଜ୍ଝ ଗଲା ସାତ୍ ବଛର୍ ଭିତରେଁ ତାକର୍ ଚାଏର୍ ଟା ଆଧୁନିକ୍
Read More...

ଏମ୍‌ସିଏଲ୍‌କୁ ମିଳିଲା ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର

ସମ୍ବଲପୁର, (କେପିଏନ୍‌ଏସ୍‌) : ମହାନଦୀ କୋଲ୍‌ଫିଲ୍‌ଡ଼ ଲିମିଟେଡ଼୍‌କୁ ମିଳିଛି ସମ୍ମାନଜନକ ପୁରସ୍କାର । ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର ପ୍ରାପ୍ତ ହୋଇଛି ଏମ୍‌ସିଏଲ୍‌ । ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ୪୬ତମ କୋଲ୍‌ ଇଣ୍ଡିଆ ସ୍ଥାପନ ଦିବସ ଅବସରରେ
Read More...

କୁନି ପ୍ରତିଭା : କୁନି ହାତରେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି ସୁନୟନା

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଗତ କିଛି ମାସ ହେବ ସମ୍ବଲପୁରର ଜଣେ କୁନି ପ୍ରତିଭା ସୁନ୍ଦର ଚିତ୍ର ଆଙ୍କୁଛନ୍ତି । ପେନସିଲରେ ଆରମ୍ଭ କରିଥିବା ଏହି କଳାକୁ ଏବେ ସେ ଧୀରେ ଧୀରେ ତୂଳୀକୁ ନେବା ଆରମ୍ଭ କଲେଣି । ତାଙ୍କର ଚିତ୍ରକୁ ଦେଖି କେହିବି ବିଶ୍ୱାସ କରି ପାରିବେନି ଯେ
Read More...