ନିର୍ବାଚନ ଡିଉଟିରୁ ଫେରିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଶିକ୍ଷକ ସୁଦାମ ଚରଣ ପୁରୋହିତ
ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ନିର୍ବାଚନ ଡିଉଟି ସାରି ଫେରୁଥିବା ସମୟରେ ସଇଁନ୍ତଲା ଗୋଏଲଭାଡି ଛକରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ କୁଆରଗାଁ ରାଧାକ୍ରିଷ୍ଣା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁଦାମ ଚରଣ!-->…
Read More...
Read More...