Browsing Tag

saintala news

ସଇଁତଲାରେ ସ୍ଵତନ୍ତ୍ର ଉପକରଣ ପାଇଁ ଚିହ୍ନଟ ଶିବିର

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଏଏଲଆଏମସିଓ ଭୁବନେଶ୍ୱର ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ବ୍ଲକ ପ୍ରଶାସନର ଆନୁକୂଲ୍ୟରେ ସ୍ୱତନ୍ତ୍ର ଉପକରଣ ପାଇବା ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ନୂତନ ପଞ୍ଚାୟତ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନା ଠାରେ ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମିତ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
Read More...

ସଇଁତଲା ବ୍ଲକ ୫ ଗୋଟି ସମବାୟ ସମିତି ନିର୍ବାଚନ ଶେଷ, ସାଂସଦଙ୍କ ନୋମିନି ପରାଜିତ 

ସଇଁତଳା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ୫ ଗୋଟି ପ୍ୟାକ୍ସଗୁଡିକରେ ଡାଇରେକ୍ଟର ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ଡୁଙ୍ଗୁରିପାଲି, ବୁଢ଼ାବାହାଲ, ଟିକ୍ରାପଡା, କୁମ୍ଭାରୀ ଓ କରମତଲା ସମବାୟ ସମିତିଗୁଡିକରେ ନିର୍ବାଚନ ଶେଷ ହୋଇଯାଇଛି । ଏହି
Read More...

ଗଣ୍ଡପତ୍ରାପାଲି ସମବାୟ ସମିତିରେ ଦ୍ୱିତୀୟ ଥର ପାଇଁ ରାଜକିଶୋର ନିଦ୍ୱର୍ନ୍ଦରେ ସଭାପତି ଭାବେ ନିର୍ବାଚିତ : କୃଷି ମହଲରେ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦ ପାଇଁ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବେ ରାଜକିଶୋର ଡାଙ୍ଗ ଦ୍ୱିତୀୟ ଥର ପାଇଁ ପୁଣି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
Read More...

ପୁଣି ସଇଁତଲା ପୋଲିସକୁ ସଫଳତା : ବ୍ଲକ ଶିକ୍ଷା ବିଭାଗ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତ ଗିରଫ ସହ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୧୩ ତାରିଖ ଦିନ ମାଇକ୍ରୋ ଫାଇନ୍ସସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟପାଟ ଘଟଣାରେ ସଇଁତଲା ପୋଲିସକୁ ବଡ଼ ସଫଳତା ମିଳିଥିଲା । ଏଥିରେ ୭ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ପୁଣି ବିଇଓ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକଙ୍କୁ
Read More...

ସଇଁତଲା ପାଳଗଦାରୁ ନର କଙ୍କାଳ ଉଦ୍ଧାର ଘଟଣା : ସ୍କେଚ୍‌ ଜାରିକଲା ପୋଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡା ପାଳଗଦା ଭିତରୁ ନର କଙ୍କାଳ ଓ ୧୪ଟି ଚୁଡି, ପାଉଁଜି ପୁଲିସ ଜବତ କରିଥିଲା । ୨୦୨୧ ଫେବୃୟାରୀ ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି
Read More...

କୃଷି ବୀମା ପ୍ରଦାନ ଦାବୀରେ ଟିକ୍ରାପଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଘେରାଉ ଓ ଧାରଣା 

ସଇଁତଲା, (ପ୍ରମୋଦ ସେଲମା) : ଗତ ୨୦୧୮ ମସିହାରେ ଖରିଫ ଫସଲ କୃଷିବୀମା ପ୍ରଦାନ ଦାବୀ ନେଇ ଭାରତୀୟ କିଷାନ ସଂଘ ସଇଁତଲା ବ୍ଲକ ଶାଖା ଆନୁକୂଲ୍ୟରେ ଗୁରୁବାର ଟିକ୍ରାପଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ସଂଘର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ
Read More...

ପ୍ରାଣୀ ଚିକିତ୍ସାଧିକାରୀଙ୍କ ବଦଳିକୁ ବିରୋଧ କରି ଅଫିସରେ ତାଲା ମାରିଲେ ଚାଷୀ : ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହେଡ଼କ୍ୱାଟରରେ ଥିବା ପ୍ରାଣୀ ଚିକିତ୍ସାଧିକାରୀଙ୍କ ପୁଇଁତନ୍ତା ବ୍ଲକକୁ ବଦଳି ହୋଇଥିବା ଖବର ଜାଣିବା ପରେ ଆଜି ସଇଁତଲା ବ୍ଲକ ଅଞ୍ଚଳର ଚାଷୀମାନେ ଏକତ୍ରିତ ହୋଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଲା
Read More...

ସଇଁତଲା ପୋଲିସକୁ ମିଳିଲା ବଡ଼ ସଫଳତା : ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଲୁଟ୍‌ ଘାଟଣାରେ କଡ଼ା ସୁରକ୍ଷା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳ ଓ ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ସଇଁତଲା ପୋଲିସକୁ ବଡ଼ ସଫଳତା ମିଳିଛି । ଏଥିରେ ପୋଲିସ ୭ ଜଣ ଲୁଟେରାଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ
Read More...

ସଇଁତଲା ପଂଚାୟତର ନୂତନ ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପଂଚାୟତରେ ସରପଞ୍ଚଙ୍କ ନୂତନ ଅଫିସ ଗୃହ ଉଦ୍‌ଘାଟିତ ହୋଇଯାଇଛି । ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ସଇଁତଲା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ମୁଖ୍ୟଅତିଥି ଭାବେ
Read More...