ସଇଁତଲାରେ ନବଦୁର୍ଗା ପୂଜା ପାଇଁ କଳସ ଯ୍ରାତା ସମ୍ପନ୍ନ
ସଇଁତଲା, (କେପିଏନ୍ଏସ୍) : ସଇଁତଲା ହାଟପଦାସ୍ଥିତ ଦୁର୍ଗା ମଣ୍ଡପରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଯାତ୍ରା ସମ୍ପନ୍ନ ହୋଇଯାଇଛି । ପୂଜା କମିଟି ସଭାପତି ତଥା ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ତାଙ୍କ ପତ୍ନୀ ମୋନିକା ସଂଭୋଇ, ସମ୍ପାଦକ ସୁବୋଧ ମିଶ୍ର, ବିଶାଳ ଅଗ୍ରୱାଲ,!-->…
Read More...
Read More...