ଯାତ୍ରୀବାହୀ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ ଓ ୨ ଗୁରୁତର
ସଇଁତଲା, (ପ୍ରମୋଦ ସେଲମା) : ବିଳମ୍ବିତ ରାତ୍ରିରେ ନବୀନ ଛକ ୨୬ ନମ୍ବର ଜାତୀୟ ରାଜପଥଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମାମୁଁ ଘରକୁ ଆସି ରାତ୍ରିରେ ଫେରୁଥିବା ସମୟରେ ଯାତ୍ରୀବାହୀ ବସ୍ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ!-->…
Read More...
Read More...