ତୁଷ୍ଟାପାଲିରେ ରକ୍ତଦାନ ଶିବିର ଅନୁଷ୍ଠିତ
ସଇଁନ୍ତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଲି ଗାଁରେ ଜୟ ମା' ବସ୍ତ୍ରେନ କ୍ଲବ ଓ କରମତଲା ଯୁବ ଗୋଷ୍ଠୀ ଆନୁକୂଲ୍ୟରେ ଏବଂ ଓଡିଶା ରକ୍ତଦାତା ସଂଘ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ!-->…
Read More...
Read More...