Browsing Tag

saintala news

ଝିମନପାଲି ଗ୍ରାମକୁ ୭୨ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଂଚାୟତର ଝିମନପାଲି ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଲା ସରପଞ୍ଚ ହିମାଞ୍ଚଳ ବୁଡେକ ଉକ୍ତ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ
Read More...

ଫପସି ଭିଆଇପି ଛକକୁ କଣ୍ଟେନ୍ଟମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରୁ ଶୁକ୍ରବାର ସନ୍ଧ୍ୟା ୬ ପର୍ୟ୍ୟନ୍ତ ୪୮ ଘଣ୍ଟା ଫପସି ଭିଆଇପି ଛକକୁ ସଟ୍ ଡାଉନ୍ ଘୋଷଣା କରାଯାଇଛିି । ସୂଚନା ଏହି କି ଯେ ବଲାଙ୍ଗୀର ସଇନ୍ତଳା ବ୍ଳକ ଫପସି ଅଞ୍ଚଳରେ ତିନି ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ
Read More...

ଏବେ ଚାଷୀକୁ ବର୍ଷା କରୁଛି ବେହାଲ୍‌

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ବଢ଼ି ଚାଲିଛି ଦୁଃଖ, କଷ୍ଟ ଓ ଚାଷର ଚିନ୍ତାି । ବହୁ ସ୍ଵପ୍ନ, ଆଶା ନେଇ ଚାଷୀ ଚାଷ କାର୍ୟ୍ୟ କରିଥାଏି । କିନ୍ତୁ ଚଳିତ ବର୍ଷ ଚାଷ ଅମଳ କରିବା ପାଇଁ ଭଲ ପାଗ ହୋଇ ଥିବାବେଳେ ଦିନକୁ ଦିନ ବର୍ଷାର ପ୍ରକୋପ ବୃଦ୍ଧି ଯୋଗୁଁ ଆଶା ଆଶାରେ ହିଁ
Read More...

ଓଲିଉଡ଼ ଅଭିନେତା ସବ୍ୟସାଚୀଙ୍କ ସହାୟତାରେ ଘରକୁ ଫେରିବେ ଦୁଇ ଦାଦନ ଶ୍ରମିକ : ଲକଡାଉନ ଦୁଶ୍ଚିନ୍ତାରୁ ମାନସିକ ରୋଗୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ହଜାର ହଜାର ଲୋକଙ୍କ କାମଧନ୍ଦା ଠପ ହୋଇଗଲା । ପୁର୍ବରୁ ସଞ୍ଚିତ ଟଙ୍କା ପଇସା ସବୁ ସରିଗଲା । ଏବେ କାମ ନାହିଁ, ପାଖରେ ଟଙ୍କା ବି ନାହିଁ । ଗୁଜରାଟରେ ସଙ୍ଗହୀନ ହୋଇ ଚଳିବା ଦୁର୍ବିସହ ହୋଇ ପଡିଥିଲା ।ଓଡ଼ିଶାକୁ ଫେରିବା ପାଇଁ
Read More...

ଏକାଠି ହୋଇ ନୂଆଁ ଖାଇଲେ ୮୫ରୁ ଅଧିକ ସଦସ୍ୟ

ସଇଁନ୍ତଲା,(ଅଜିତ କୁମାର ସାହୁ) : ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ଵ ନୂଆଁଖାଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବେଲଗାଁ ପଞ୍ଚାୟତ କୁସମଖାଲ ଗ୍ରାମର ମାଝିପଡା ଗିରିଧାରୀ ମାଝୀଙ୍କ ୮୫ ରୁ ଅଧିକପରିବାର ଲୋକେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟି ରେ ରଖି
Read More...

ସଇଁନ୍ତଳା ଅଞ୍ଚଳରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ସଇଁନ୍ତଳା ଅଞ୍ଚଳରେ ପାଳିତ ହୋଇଯାଇଛି । ଏହା ଏକ ଭାଇଚାରାର ପର୍ବ । ତେଣୁ ଯିଏ ଯେଉଁଠି ଥାଉନା କାହିଁକି ଘରକୁ ଫେରି ଆସିଥାନ୍ତି । ନୂଆଁଖାଇ ପର୍ବରେ ଘରର ଇଷ୍ଟଦେବତାଙ୍କୁ ପୂଜା ବିଧି ସମାପ୍ତ କରିବା ପରେ
Read More...

ଘରେ ଘରେ ଗଣେଶ ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆଜି ସଇଁନ୍ତଳା ଅଞ୍ଚଳରେ ଘରେ ଘରେ ଗଣେଶ ପୂଜା ପାଳନ କରାଯାଇଛି । ତେବେ ଅନ୍ୟ ବର୍ଷ ଯେପରି ଧୁମ୍ଧାମରେ ପାଳନ କରାଯାଇଥାଏ, ତାହା ଦେଖିବାକୁ ମିଳିଲା ନାହିଁ ।
Read More...

ଘୁନସରରେ ୪୮ଘଣ୍ଟା ପାଇଁ ସଟଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଘୁନସର ସରପଞ୍ଚ ଦ୍ରୌପଦୀ ବେହେରା ଜିଲ୍ଲାପାଳ କ୍ଷମତା ଦେଖାଇ ପଞ୍ଚାୟତ କୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ
Read More...

କରୋନା ମାଡ଼ରେ ଫିକା ପଡ଼ିବ ନୂଆଁଖାଇ ପର୍ବ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ନୂଆଁଖାଇ ପର୍ବ ହେଉଛି ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ ଓ ଭାଇଚାରାର ପର୍ବ । ଗାଁ ଠୁ ଆରମ୍ଭ କରି ସହର ପର୍ୟ୍ୟନ୍ତ, ଗରିବ ଠୁ ଧନୀ କିଛି ଫରକ୍ ନାହିଁ । ସମସ୍ତେ ସମାନ ଭାବରେ ପାଳନ କରିଥାନ୍ତି ନୂଆଁଖାଇ ପର୍ବ । ଏହା ଏକ ଚାଷୀ ଭିତ୍ତିକ ପର୍ବ । ଯେତେ
Read More...

ବର୍ଷା ଋତୁରେ ଆଦିବାସୀପଡା ଗ୍ରାମବାସୀ ହନ୍ତସନ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦେଶ ସ୍ୱାଧୀନ ହେବା ଆଜକୁ ୭୪ ବର୍ଷ ପୂରିଥିଲେ ହେଁ ଗ୍ରାମକୁ ଭଳ ରାସ୍ତା ନ ଥିବାରୁ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ଏହି କି ଯେ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
Read More...