Browsing Tag

saintala news

ମା’ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ଚାରି ଅନାଥ ଭାଇ ଭଉଣୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନ ଥିଲା, ବେଶ ଖୁସିରେ ବାପାମା'ଙ୍କ ସହିତ ଚାରି ଭାଇ ଭଉଣୀ ରହୁଥିଲେ । କୁଆଡ଼ୁ କେଜାଣି ମାଡି ଆସିଲା ସୁଖୀ ପରିବାର ଉପରକୁ ବିପଦ । ଏବେ ହଜିଯାଇଛି ପରିବାର ଲୋକଙ୍କ ମୁହଁରୁ ହସ । ଖାଲି ଆଖିରେ ଧାର ଧାର ହୋଇ ଗଡ଼ିପଡୁଛି ଆଖିର ଲୁହ । ବାପାମା'ଙ୍କ
Read More...

ବିଭିନ୍ନ ସମସ୍ୟା ନେଇ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଶ୍ୱରେ ଦିନକୁ ଦିନ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସମଗ୍ର ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି ଓ ବେରୋଜଗାରି ଉପରେ ଲଗାମ ଦେବାରେ ସରକାର ବିଫଳ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା
Read More...

ଅଜଣା ରୋଗ : ଚାଷୀଙ୍କୁ ଘାରିଲା ଚିନ୍ତା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ଚାଷୀମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି । କେତେ ବେଳେ ବର୍ଷା ନାହିଁ ତ କେତେବେଳେ ବର୍ଷା ବହୁତ । କିନ୍ତୁ ଚଳିତ ବର୍ଷ ଠିକ୍ ଭାବରେ ବର୍ଷା ହୋଇଥିଲେ ହେଁ ଧାନକୁ ନୂଆ ନୂଆ ରୋଗର ଶିକାର ହେବାକୁ ପଡୁଛି । ତେବେ କେତେ ଟଙ୍କା ଖର୍ଚ୍ଚ କରିବ
Read More...

ଲାନ୍ଥନଦୀ ସେତୁକୁ ସରକାରଙ୍କ ଅଣଦେଖା : ଜନ ଅସନ୍ତୋଷ ବଢ଼ୁଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା କରିଛନ୍ତି, କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ସଇଁନ୍ତଲା ଓ ବାଦିପଡାକୁ ସଂଯୋଗ କରୁଥିବା
Read More...

ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : ପ୍ରଶାସନର ତତ୍ପରତା : ଚାଷ ଜମିକୁ ଯାଇ ଅନୁଧ୍ୟାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଏନେଇ 'କୋଶଲ ପ୍ରବାହ'ରେ ଗତ ୧୪/୯
Read More...

ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରରେ ପୃଷ୍ଟିକର ଦିବସ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ମା' ଓ ଶିଶୁମାନଙ୍କ ଦେହ ସୁସ୍ଥ କିପରି ରହିବ, ତାହାକୁ ଦୃଷ୍ଟିରେ ରଖି ଆଜି ପୃଷ୍ଟିକର ଦିବସ ପାଳିତ ହୋଇଯାଇଛି । ସୂଚନା ଏହି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରଠାରେ
Read More...

ବିନେଶ ଗହିର ସଇଁନ୍ତଳା ଯାଦବ ସମାଜର ସଭାପତି ମନୋନୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପଶ୍ଚିମ ଓଡିଶାର ଯାଦବ ବିକାଶ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ବଳରାମ ସିଂ ଯାଦବ ଜିଲ୍ଲା ସାଧାରଣ ସମ୍ପାଦକ କୁମାର ପାଣ୍ଡେ ଯାଦବ ଓ ସଇଁତଲା ବ୍ଲକର ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦର ସଭାପତିଙ୍କ
Read More...

କରୋନା ସଂକ୍ରମଣ କାଳରେ ଏକ କରୁଣା ଚିତ୍ର : କରୋନାରେ ମୃତ୍ୟୁ ସନ୍ଦେହ ନେଇ ଗ୍ରାମକୁ ପଶେଇ ଦେଲେ ନାହିଁ ଯବାନଙ୍କ ମୃତ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଏବେ କରୋନା ମହାମାରୀକୁ ନେଇ ସବୁଆଡେ ଭୟର ବାତାବରଣ ଲାଗି ରହିଛି । ତେବେ ସଂକ୍ରମିତ ଚିହ୍ନଟ ପରେ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କଲା ଭଳି ଆଚାରଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଗରୁ ଯେମିତି ଜାତିଭେଦ ରହୁଥିଲା ଠିକ ସେହିଭଳି ଏହି
Read More...

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି, କିନ୍ତୁ ସେଥି ମଧ୍ୟରୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନଙ୍କୁ ଦିଆ ଯାଉଥିବା ଯୋଜନା ଗୁଡିକ ଆହୁରି ଉଚ୍ଚକୋଟୀର କରିବା ପରିବର୍ତ୍ତେ ଯୋଜନା ଗୁଡିକ ବନ୍ଦ କରିବାରେ ଳାଗି
Read More...

ସର୍ଗିପାଲି ଗ୍ରାମରେ ମା’ ପାଟଖଣ୍ଡାଙ୍କ ଷୋଡ଼ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୀର୍ଘ ଷୋହଳ ଦିନ ଧରି ହେବାକୁ ଥିବା ମା' ପାଟଖଣ୍ଡାଙ୍କ ଷୋଡ଼ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା'ଙ୍କ ପୂଜା ହୋଇଥାଏ । ସୂଚନା ଏହି କି, ବଲାଙ୍ଗିର ଜିଲ୍ଲା
Read More...