ବାଇକକୁ ଧକ୍କା ଦେଲା ବାଇକ : ଯୁବକଙ୍କ ଭାଙ୍ଗିଲା ଗୋଡ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟରେ ବାଇକକୁ ଧକ୍କା ଦେଲା ବାଇକ । ଫଲରେ ଘଟଣା ସ୍ଥଲରେ ଯୁବକଙ୍କ ଗୋଡ ଭାଙ୍ଗିଯାଇଛି । ସୂଚନା ଅନୁସାରେ ବେଲଗାଁ ରାସ୍ତା ଦେଇ ଘନଟବାହାଲି ଗ୍ରାମର ପ୍ରଶନ୍ନ ଭୋଇ ଜାତୀୟ ରାଜପଥ ଦେଇ ସିଧା!-->…
Read More...
Read More...