ଶିଷକେଲା ହାଇସ୍କୁଲକୁ ପରିଦର୍ଶନ କଲେ ଦୁଇ ମନ୍ତ୍ରୀ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ହାଇସ୍କୁଲକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରି ସ୍କୁଲର ଭିତ୍ତିଭୂମି ଉପରେ ତଦାରଖ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।!-->…
Read More...
Read More...